Browsing Tag

sambalpur news

ପଂଚାୟତ ପିଇଓ ସୁଦାମ ଚରଣ ମାଝୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ସ‌ମ୍ବଲପୁର ଜି‌ଲ୍ଲା ଯୁଯୁମୁରା ବ୍ଲକ ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ଚରଣ ମାଝୀଙ୍କ ଘରେ ଆୟ ବହିର୍ଭୁତ ସମ୍ପ‌ତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ପିଇଓ ମାଝୀଙ୍କ ସାକ୍ଷୀପଡାର ବ୍ୟାଙ୍କ କଲୋନୀରେ ତାଙ୍କ ବାସଭବନ ଓ ବରଙ୍ଗାମାଲ କାର୍ୟ୍ୟାଳୟରେ ଚଢାଉ
Read More...

ଓଲଟିଲା ବରଯାତ୍ରୀ ଗାଡି : ୨ ମୃତ, ୧୨ଗୁରୁତର

ସମ୍ବଲପୁର : ବିଜେପୁର ଥାନା ଅନ୍ତର୍ଗତ ସରନାପାଲି ଛକରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛ‌ନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତେ ସଦର ଥାନା ଅନ୍ତର୍ଗତ ରୁହୁନିଆ ଅଞ୍ଚଳର
Read More...

ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ସଫଳ

ସମ୍ବଲପୁର : ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଥିବା ଅଭିଯୋଗ କରି ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁରରେ ବନ୍ଦର ପ୍ରଭାବ ପରିଲକ୍ଷିତ
Read More...

ଡକାୟତି ଉଦ୍ୟମ ପ‌ଣ୍ଡ : ବାହାଘର ଭୋଜିରେ ମୁଖାପିନ୍ଧା ଗ୍ୟାଙ୍ଗ, ଠେଙ୍ଗା ବାଡ଼ି ଧରି ଗୋଡ଼ାଇଲେ ଲୋକେ

ସମ୍ବଲପୁର : ବାହାଘର ଭୋଜିରେ ପଶି ଟଙ୍କା, ଗହଣା ଆଦି ଲୁଟ୍‌ କରିବାକୁ ଏକ ମୁଖାପିନ୍ଧା ଗ୍ୟାଙ୍ଗ ଉଦ୍ୟମ କରିବା ଘଟଣା ସହରରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ଘଟିଛି ଅଇଁଠାପାଲି ଥାନା ଗୋପାଳମାଲ ଅଞ୍ଚଳରେ । ଲୋକେ ପାଟିତୁଣ୍ଡ କରିବା ପରେ ମୁଖାପିନ୍ଧା ଗ୍ୟାଙ୍ଗ୍‌ ଦୌଡ଼ି ପଳାଇଥିବା
Read More...

ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶର ରାଜ୍ୟ କାର୍ୟ୍ୟକାରିଣୀ ଅଧିବେଶନ ଅନୁଷ୍ଠିତ

ସମ୍ୱଲପୁର : ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶର ରାଜ୍ୟ କାର୍ୟ୍ୟକାରିଣୀ ଅଧିବେଶନ ସମ୍ୱଲପୁର ସ୍ଥିତ କୁଲତାକାନି ଖୋଳଣା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ ସଭାପତି ମହେନ୍ଦ୍ର ନାଏକ ଅଧକ୍ଷତାରେ ପାଟ୍ରନ୍ ରବିନାରାୟଣ ନାୟକ, ପ୍ରଦେଶ ମହିଳା
Read More...

ସମ୍ବଲପୁରରେ ବିଜେପିର ଚକାଜାମ୍

ସମ୍ବଲପୁର : ଚାଷୀ ଓ ଧାନ ବିକ୍ରି ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀରେ ପଶ୍ଚିମଓଡିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡା, ଦେବଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ନୂଆଁପଡା, ସୋନପୁର, ଓ ବୌଦ୍ଧରେ ତିନି ଘଣ୍ଟା ଚକାଜାମ ଆନ୍ଦୋଳନ କରିଥିଲା ବିଜେପି । ତେବେ ଦିନ ୧୦ ଟାରୁ ୧ଟା
Read More...

ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ବୈଠକ ଅନୁଷ୍ଠିତ

ସମ୍ବଲପୁର : ସମ୍ବଲପୁର ଠାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ବୈଠକରେ ୧୦ ଜିଲ୍ଲା ଚାଷୀ ସଂଗଠନର ପ୍ରତିନିଧି ସାମିଲ ହୋଇଥିବା ବେଳେ ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନର ରଣନୀତି ଧାର୍ୟ୍ୟ ପାଇଁ ଚାଲିଛି ଆଲୋଚନା ।
Read More...

ପ୍ରମୋଦ ସ୍ମୃତି ସମାରୋହ ଆୟୋଜିତ : ରାଜୀବ ପାଣି ଏବଂ ତୃପ୍ତି ପଣ୍ଡା ସମ୍ବର୍ଦ୍ଧିତ

ସମ୍ବଲପୁର : ଆଜି ପୂର୍ବାହ୍ନରେ ସମ୍ବଲପୁର ଉପକଣ୍ଠସ୍ଥ କେନ୍ ଘାଟି ସ୍ଥିତ ଶ୍ରୀରାମ ବାଟିକାରେ ପ୍ରମୋଦ ସ୍ମୃତି ସମାରୋହ, ପ୍ରମୋଦନାମା ଆୟୋଜିତ ହୋଇଯାଇଛି । ଆବାହକ ଡ.ଦ୍ଵାରିକାନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ନାଟ୍ୟଶିଳ୍ପୀ
Read More...

ଜେଲରେ ମିଳିବ କନ୍ଧମାଳ ହଳଦୀ

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ଏଣିକି କନ୍ଧମାଳ ହଳଦୀ ଉପଲବ୍ଧ ହେବ । ବୁଧବାର କାରାଗାର ପରିସରରେ ଏକ କାଉଣ୍ଟର ଖୋଲାଯାଇ ହଳଦୀ ସାଙ୍ଗକୁ ଅଟା, ବେସନ ବିକ୍ରି ଆରମ୍ଭ ହୋଇଛି । ସୁପରିଟେଣ୍ଡେଣ୍ଟ ବୀରେନ ସାହୁ ଏହାକୁ ଉଦ୍‌ଘାଟନ କରି କହିଥିଲେ, ଜେଲ ପରିସରରେ ଅଟା, ହଳଦୀ ଓ ବେସନ
Read More...

ଘରୋଇ କଳିରୁ ବାପାକୁ ଆକ୍ରମଣ କଲା ପୁଅ

ସମ୍ୱଲପୁର : ଘରୋଇ କଳିରୁ ବାପାକୁ ଆକ୍ରମଣ କଲା ପୁଅ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସମ୍ୱଲପୁର ରେଢାଖୋଲ ଉପଖଣ୍ଡ ଚାରମାଳ ଗାଁର ବଳରାମ ସେଠୀଙ୍କ ପୁଅ ଅଶୋକ ସେଠୀ କାଠ ଫାଳିଆରେ ବାପା ବଳରାମ ସେଠୀଙ୍କୁ ଆକ୍ରମଣ କରିଛି । ଫଳରେ ବାପାଙ୍କ ଗୋଡ ଭାଙ୍ଗିଯିବା ସହିତ ହାତରେ ମଧ୍ୟ ଆଘାତ
Read More...