ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ହେବ ବୁର୍ଲା ଭିମ୍ସାରରେ : ମୁଖ୍ୟ ଶାସନ ସଚିବ
ସମ୍ବଲପୁର, (କେପିଏନ୍ଏସ୍) : ଆଜି କୋଭିଡ୍ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୁର୍ଲା ଭିମ୍ସାରରେ ସମୀକ୍ଷା ବୈଠକ କରି ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ହେବ ବୁର୍ଲା ଭିମ୍ସାରରେ ବୋଲି ସୂଚନା ଦେଇଛନ୍ତି । ମେଡିସିନ୍ ବିଭାଗର ନୂଆ କୋଠାରେ ୨୫୦ ଶଯ୍ୟା ଓ ୫୦ଟି ଆଇସିୟୁ!-->…
Read More...
Read More...