Browsing Tag

saintala news

ସଇଁନ୍ତଲାରେ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭିନ୍ନକ୍ଷମ ସ୍କୁଲ ପରିସରରେ ଆଜି ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବା…
Read More...

ସଇଁନ୍ତଲାରେ ବିବେକାନନ୍ଦଙ୍କ ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବିବେକାନନ୍ଦ ପାଠାଗାର ଆନୁକୂଲ୍ୟରେ ହାଟପଦା ଠାରେ ମହା ସମାରୋହରେ ବିବେକାନନ୍ଦ ଜୟନ୍ତୀ ଓ ବିବେକାନନ୍ଦ ପାଠାଗାରର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ…
Read More...

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କନ୍ଧକେଲଗାଁ ପଂଚାୟତ ସର୍ଗିପାଲି ଗାଁରେ ପ୍ରଶାସନ ତରଫରୁ ବାଲ୍ୟ ବିବାହ ରୋକାଯାଇ ଥିବା ଜଣାପଡିଛି । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସବିତା ଦାଶଙ୍କ ସୂତ୍ରରୁ ପ୍ରକାଶ ଯେ, ସର୍ଗିପାଲି ଗାଁର ଜଗବନ୍ଧୁ ସାହୁଙ୍କ…
Read More...

ସଇଁତଲା କନ୍ୟାଶ୍ରମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି (କନ୍ୟାଶ୍ରାମ) ସ୍କୁଲ ପରିସରରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି…
Read More...

ଘୁନସରରେ ପୁଷ୍‌ପୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ : ଦର୍ଶକଙ୍କ ମନ ମୋହିଲେ ହାସ୍ୟ ଅଭିନେତା ଯୋଗେଶ ଯୋଯୋ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମର ଶ୍ରୀ ଅରବିନ୍ଦ ଯୁବକ ସଂଘ ଆନୁକୂଲ୍ୟରେ ଓ କଳାହାଣ୍ଡି ଘୁମୁରା ଷ୍ଟୁଡ଼ିଓର ପ୍ରସ୍ତୁତି ଏବଂ ଅଜିତ ସାହୁଙ୍କ ପ୍ରଯୋଜନାରେ ସ୍ଥାନୀୟ ଦୁର୍ଗାମଣ୍ଡପଠାରେ ପୁଷ୍‌ପୁନି ଭେଟ୍‌ଘାଟ୍‌-୨୦୨୩ ଅନୁଷ୍ଠିତ ହୋଇଯାଇଛି ।…
Read More...

ବିବେକାନନ୍ଦ ପାଠାଗାରର ପୁଷ୍‌ପୁନି ଭେଟ୍‌ ଅନୁଷ୍ଠିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସ୍ଥାନୀୟ ବିବେକାନନ୍ଦ ପାଠାଗାର ପକ୍ଷରୁ ପୁଷ୍‌ପୁନି ଭେଟ୍‌ ପାଳିତ ହୋଇଯାଇଛି । ସଭାପତି ଭୀମସେନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଷନ ଅଗ୍ରୱାଲ ମୁଖ୍ୟ ଅତିଥି, ପ୍ରଦୀପ ଜାଲ ମୁଖ୍ୟବକ୍ତା, ସାହିତ୍ୟ ଘର ସଭାପତି ପ୍ରମୋଦ ବୈଠାରୁ…
Read More...

ଅରବିନ୍ଦ ଯୁବକ ସଂଘ ପକ୍ଷରୁ ପୁଷଫୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସରରେ ମହାସମାରୋହରେ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ପୁଷଫୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିଥିବା ବେଳେ ଦର୍ଶକମାନଙ୍କ ଭିଡରେ…
Read More...

ସଇଁତଲା ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ

ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଦୁଲୁକିଲା ମଞ୍ଚ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପରିସରଠାରେ ଶନିବାର ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ଲୋକକଳା ଓ ନୃତ୍ୟରେ ମନ ମୋହିଲେ ଦର୍ଶକ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସଇଁତଲା…
Read More...

ଜାତୀୟ ପକ୍ଷୀ ଦିବସରେ ପକ୍ଷୀମାନଙ୍କ ପାଇଁ କୃତ୍ରିମ ବସା

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିଷକେଲା ଗାଁର ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ବିକିଜି ନାଗଙ୍କ ଚେଷ୍ଟା ବଳେ ଜାତୀୟ ପକ୍ଷୀ ଦିବସରେ ପକ୍ଷୀମାନଙ୍କ ପାଇଁ ଶତାଧିକ କୃତ୍ରିମ ବସା ତିଆରି କରିଛନ୍ତି । ବିଭିନ୍ନ ପ୍ରଜାତିର…
Read More...

ସଇଁନ୍ତଲାରେ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ଆଲୋକ ଛକ ଠାରେ ଗତକାଲି ପୂର୍ବତନ ସରପଞ୍ଚ ଭୀମ ସେନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ୪ର୍ଥ ବର୍ଷ ପାଇଁ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ…
Read More...