Browsing Tag

saintala news

ସଇଁତଲାରେ ମହାରାଜ କଂସଙ୍କ ଦରବାର : ୮ ଜଣ ଆଦର୍ଶ ପ୍ରତିଭାଙ୍କୁ ଗୌରହରି ସମ୍ମାନରେ ସମ୍ମାନିତ

ଆବାସ ଯୋଜନା ଓ ରାସନ କାର୍ଡ ପାଇଁ ଗରିବଙ୍କୁ ଚୟନ କରି ବଣ୍ଟନ କରିବା ପାଇଁ କଂସଙ୍କ ନିର୍ଦ୍ଦେଶ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାକୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାରାଜ କଂସ ପରିଭ୍ରମଣରେ ସଇଁତଲା ଦରବାରକୁ ପହଂଚି ଆବାସ ଯୋଜନା ଓ ରାସନ କାର୍ଡରେ ବାଦ…
Read More...

ହକି ବିଶ୍ୱ କପ ଟ୍ରଫିକୁ ସ୍ୱାଗତ

ସଇଁତଲା, (କେପିଏନ୍‌ଏସ୍‌) : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ସଇଁତଲାର ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଳଙ୍କ ନେତୃତ୍ୱରେ ପୁରୁଷ ହକି ବିଶ୍ୱ କପ ଟ୍ରଫିକୁ ମହାସମାରୋହରେ ସ୍ଥାନୀୟ ନବୀନ ଛକ ତଥା ରାଜପଥ ୨୬ ନିକଟରେ ସ୍ୱାଗତ ପୂର୍ବକ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ ସମାରୋହରେ…
Read More...

ସଇଁତଲାରେ ଇଂରାଜୀ ମିଡିୟମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରାଜେନ୍ଦ୍ର ନାରାୟଣ ସିଂଦେଓ ଷ୍ଟାଡିୟମଠାରେ ସଇଁତଲା ଇଂରାଜୀ ମିଡିୟମ ବିଦ୍ୟାଳୟର ବାଳକ ଓ ବାଳିକାମାନଙ୍କୁ ନେଇ ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରୀଡାରେ ବିଦ୍ୟାଳୟର ପ୍ରିନ୍‌ସିପାଲ ସୁଜାତା ବାରିକଙ୍କ…
Read More...

ବିବେକାନନ୍ଦ ପାଠାଗାରର କର୍ମକର୍ତ୍ତା ଚୟନ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ବାଗଜୋର ସ୍ଥିତ ବିବେକାନନ୍ଦ ପାଠାଗାରର ଏକ ବୈଠକ ଭୀମସେନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନୂଆ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ହେମସାଗର ସାହୁ ସଂପାଦକ, ଯୋଗେଶ ସାହୁ ସହସଂପାଦକ, ଚନ୍ଦ୍ର ଚନ୍ଦନ ଉପସଭାପତି, ନାରାୟଣ ଜାଲ ଓ…
Read More...

ସଇଁତଲାରେ ବ୍ଲକସ୍ତରୀୟ କ୍ରୀଡା ଚୟନ ଶିବିର ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଘୁନସର ବଣାବିଜାର ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ୧୪ରୁ ୧୭ ବର୍ଷର ସବ୍‌ଜୁନିୟର ଓ ସିନିୟର ବାଳକ ଓ ବାଳିକାମାନଙ୍କୁ ନେଇ ଚୟନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡାରେ ବ୍ଲକ ସମ୍ପାଦିକା…
Read More...

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ଗ୍ରାମାଞ୍ଚଳ ଯୁବ କ୍ରୀଡା ପ୍ରତିଭା ଗୁରୁତ୍ୱ ଦିଆଯିବ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କଲେଜ ପରିସରଠାରେ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ବ୍ୟବସ୍ଥାଗତ ଭୁଲ ଯୋଗୁଁ ହିତାଧିକାରୀ ହନ୍ତସନ୍ତ, ୬ ମାସରୁ ଅଧିକ ହେବ ଭତ୍ତା ପାଇବାରୁ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ସରକାର ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟରେ ବୃଦ୍ଧ ବୃଦ୍ଧା ତଥା ଭିନ୍ନକ୍ଷମମାନଙ୍କ ପାଇଁ ଯୋଜନାମାନ କରି ସହାୟତା ପ୍ରଦାନ କରିଥାନ୍ତି । ସରକାର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମଧୁବାବୁ ପେନସନ୍‌ ଯୋଜନା ଭଳି ବିଭିନ୍ନ…
Read More...

ସଇଁତଲା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ, ୪ ଜଣ ଚମ୍ପିୟାନ ବିବେଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଆଦର୍ଶ ବିଦ୍ୟାଳୟର ଖେଳ ପଡିଆ ଠାରେ ଗତ ୨ ଦିନ ଧରି ଚାଲିଥିବା ୭ତମ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବାଳିକା ଓ ବାଳକମାନଙ୍କୁ ଜୁନିୟର ଓ ସିନିୟର ବର୍ଗରେ ୧୦୦ ମିଟର, ୨୦୦ ମିଟର ଦୌଡ, ଲମ୍ବ ଡିଆଁ,…
Read More...

୭ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ବିଦ୍ୟୁତ କାର୍ଯ୍ୟାଳୟ ପରିସରରୁ ୭ ଫୁଟ୍‌ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବେଲଗାଁ ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ଏକ ଅଜଗର ଥିବା ନେଇ ପ୍ରକୃତି ପ୍ରେମୀ ବିକିଜି ନାଗଙ୍କୁ…
Read More...

ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରୀ ଗ୍ରାମ ପଞ୍ଚାୟତ ଠାରେ ୱାଇଏସ୍‌ସି ଚାଇଲ୍ଡ ଲାଇନ ତରଫରୁ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ପୁଷ୍ପାଞ୍ଜଳି ମାଝୀ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟିତ…
Read More...