Browsing Tag

rourakela news

ପ୍ରଥମ ଭାରତୀୟ ମହିଳା ମୁଦଗର ପ୍ରଶିକ୍ଷକ ବଲବିନ୍ଦର କୌର ସହୋତା

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଦଗର ପାୱାରର ପ୍ରତିଷ୍ଠାତା ବଲବିନ୍ଦର କୌର ସହୋତା, ମହିଳାମାନଙ୍କ ପାଇଁ ପାରମ୍ପରିକ ଭାରତୀୟ ଶକ୍ତି ତାଲିମକୁ ପୁନର୍ଜୀବିତ କରିବାରେ ଜଣେ ଅଗ୍ରଣୀ ବ୍ୟକ୍ତି । ଭାରତର ବହୁତ କମ୍ ମହିଳା ମୁଦଗର ପ୍ରଶିକ୍ଷକଙ୍କ ମଧ୍ୟରୁ ଜଣେ ଭାବରେ, ସେ ପୁରୁଣା ମୁଦଗର…
Read More...

ଉତ୍କଳ କଳାକାର ଏକାଡେମୀର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ କଳାକାର ଏକାଡେମୀ ସୁନ୍ଦରଗଡ ତରଫରୁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ସେକ୍ଟର ୮ ସ୍ଥିତ ଜୁବୁଲି ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ଦିପ୍ତି ସୁନ୍ଦରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ…
Read More...

ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ନିଜ ଘରକୁ ଫେରିଲେ ଜାମ୍ମୁ କାଶ୍ମୀରରେ ବନ୍ଧକ ଥିବା ପୁରୁଷୋତ୍ତମ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଲାଠିକଟା ବ୍ଲକର ସୁଉଡ଼ିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୋନାପର୍ବତ ଗ୍ରାମରେ ରହୁଥିବା ବୃଦ୍ଧା ମହିଳା ଉଲ୍ଲାସି ଗୌଡ଼ଙ୍କ ନାତି ପୁରୁଷୋତ୍ତମ ଗୌଡ଼ ଗତ ୨୦୦୮ ମସିହାରେ ୮ମ ଶ୍ରେଣୀରେ ପାଠ ପଢ଼ୁଥିବା…
Read More...

କେଟେରର୍ସ ଆଣ୍ଡ ଡେକୋରେଟର ଓନର ୱେଲଫେୟାର ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ

ରାଉରକେଲା, (ସସ୍ମିତା ପ୍ରଧାନ) : କେଟେରର୍ସ ଆଣ୍ଡ ଡେକୋରେଟର ଓନର ୱେଲଫେୟାର ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୬ ଶାରଳା ମନ୍ଦିର ଠାରେ ଆୟୋଜିତ ଅନୁଷ୍ଠାନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନିର୍ବାଚନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ…
Read More...

ଏଆଇ ସମ୍ପ୍ରସାରିତ ହାତୀ ସୁରକ୍ଷା ପ୍ରଣାଳୀ ଦ୍ୱାରା ଟ୍ରେନ୍ ହାତୀ ଦୁର୍ଘଟଣା ରୋକିବାର ସଫଳ ରୂପାୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ରେଳ ସୁରକ୍ଷା କ୍ଷେତ୍ରରେ ଏକ ଐତିହାସିକ ସଫଳତା ସୃଷ୍ଟି କରି, ରାଉରକେଲା ବନ ବିଭାଗ ଓଡିଶାରେ ପ୍ରଥମଥର ପାଇଁ ଚାରୋଟି ଏଆଇ ସମ୍ପ୍ରସାରିତ ହାତୀ ସୁରକ୍ଷା ଟାୱାର ସ୍ଥାପନ କରିଛି । ଏହି ପ୍ରୟାସ ଦ୍ୱାରା ସମ୍ଭାବ୍ୟ ଭୟାବହ…
Read More...

ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୁଧ ସ୍ଥାପନ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ଆୟୁଧ ଚକ୍ର, ତ୍ରିଶୂଳ ତଥା ଇନ୍ଦ୍ର ଇନ୍ଦ୍ରାଣୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ପୁରୀରୁ ଆସିଥିବା ପଣ୍ଡିତ ଜ୍ୟୋତିକାନ୍ତ ତ୍ରିପାଠୀ ମୁଖ୍ୟ ପୂଜକ ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକୁ…
Read More...

କୋଏଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁ ପଲ୍ଲୀ ସ୍ଥିତ କୋଏଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୮ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱ, ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜୟସିଂହଙ୍କ…
Read More...

ଯୁଗ୍ମ କମିଟିରୁ ଗାଙ୍ଗପୁର ମଜଦୁର ମଞ୍ଚର ପଦାଧିକାରୀଙ୍କୁ ବାହାର କଲା ରାଉରକେଲା ଶ୍ରମିକ ସଂଘ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାରେ ଗତ ୧୫ ନଭେମ୍ବର ୨୦୨୪ ରେ ୟୁନିଅନ ସ୍ୱୀକୃତି ନିର୍ବାଚନ ହୋଇଥିଲା । ଉକ୍ତ ନିର୍ବାଚନରେ ଗାଙ୍ଗପୁର ମଜଦୁର ମଞ୍ଚ (ଜିଏମଏମ) ଏବଂ ରାଉରକେଲା ଶ୍ରମିକ ସଂଘ (ଆରଏସଏସ୍) ମିଳିତ ଭାବେ ନିର୍ବାଚନ ଲଢ଼ି ରାଉରକେଲା ଶ୍ରମିକ ସଂଘକୁ…
Read More...

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସନ୍ଧ୍ୟାରେ ସଂପନ୍ନ ହୋଇଯାଇଛି । ସମାପନ ସମାରୋହରେ ଲାଠିକଟା ତହସିଲଦାର ମୂରଲିଧର ଉର୍ମାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ…
Read More...

ଜଙ୍ଗଲୀ ବାରହା ଶିକାର କରିବା ପଡିଲା ମହାଙ୍ଗା : ବନ୍ଧାହେଲେ ୫ ଶିକାରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ବିଶେଷ ସୂତ୍ରରୁ ଜଙ୍ଗଲୀ ବାରହା ଶୀକାର ବିଷୟରେ ଖବର ପାଇ ଗଜେନ୍ଦ୍ର ପାଲ ସିଂ ମାଥୁର, ଏସିଏଫ, ସହକାରୀ ବନ ସଂରକ୍ଷକ, ରାଉରକେଲା ବନଖଣ୍ଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଉକ୍ତ ବିଷୟରେ ତଦନ୍ତ କରାଗଲା । ଗଜେନ୍ଦ୍ର ପାଲ ସିଂ ମାଥୁର,…
Read More...