Browsing Tag

rourakela news

ଡାକ୍ତର ମହେଶ୍ୱର ସିଂହଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ହୋମିଓପାଥିକ ଡାକ୍ତର ତଥା ଟ୍ରାଫିକ ଗେଟ୍‌ରେ ଥିବା ଲିସା ହୋମିଓ ଫର୍ମାସୀର ମୁଖ୍ୟ ଡାକ୍ତର ମହେଶ୍ୱର ସିଂହଙ୍କ ୭୧ବର୍ଷ ବୟସରେ ବିୟୋଗ ଘଟିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ଗ୍ରାମମୂଳ ବାସିନ୍ଦା…
Read More...

କବି ସନତ ରାୟଙ୍କ ୧୧ତମ ସ୍ମୃତିଚାରଣ ସଭା

ସମାଜବାଦର ଶାଣିତ ସ୍ୱର ଥିଲେ ସନତ ରାୟ : ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ରାଉରକେଲା, (ସସ୍ମିତା ପ୍ରଧାନ) : କବି ସନତ ରାୟ ଥିଲେ ସମାଜବାଦର ଶାଣିତ ସ୍ୱର । ସମାଜର ପ୍ରତିଟି ବ୍ୟକ୍ତିଙ୍କ ଭିତରେ ସେ ନିଜକୁ ଦେଖୁଥିଲେ ଓ ସମୟ ସହିତ ସେଲଫି ନେଉଥିଲେ ବୋଲି କବି ସନତ ରାୟଙ୍କ ସ୍ମୃତିଚାରଣ…
Read More...

ଆଇନ ମହାବିଦ୍ୟାଳୟର ଦ୍ୱିଦିବସୀୟ ଆଲୋଚନାଚକ୍ର ଉଦ୍‌ଯାପିତ

ଆଇନ ଏକ ଶୃଙ୍ଖଳିତ ବ୍ୟବସ୍ଥା, ଆଇନ ନରହିଲେ ପୃଥିବୀ ଧ୍ୱଂସ ହେବ : ଡଃ ସିଂହ ରାଉରକେଲା, (ସସ୍ମିତା ପ୍ରଧାନ) : ଆଇନ ଏକ ଶୃଙ୍ଖଳିତ ବ୍ୟବସ୍ଥା । ଆଇନ ନରହିଲେ ପୃଥିବୀ ଧ୍ୱଂସ ହେବ ବୋଲି କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡିଆ ଆବାହକ ଡଃ ବିଜୟାନନ୍ଦ ସିଂହ କହିଛନ୍ତି । ରାଉରକେଲା ଆଇନ…
Read More...

ଶ୍ରଦ୍ଧା ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଙ୍କ ପାଇଁ ସମର୍ପିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ଆନୁକୂଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ସଭାପତି ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ…
Read More...

ରାଉରକେଲା ଆଇନ ମହାବିଦ୍ୟାଳୟର କେନ୍ଦ୍ର ସାହିତ୍ୟ ଏକାଡେମୀର ଦ୍ୱିଦିବସୀୟ କାର୍ଯ୍ୟକ୍ରମ

ବୈଷ୍ଣବ ପାଣି ଗଣ ଜୀବନର ସଫଳ ପ୍ରତିନିଧି ରାଉରକେଲା, (ସସ୍ମତା ପ୍ରଧାନ) : ସାହିତ୍ୟ ପ୍ରତି ପ୍ରତିବଦ୍ଧତା ରଖି ରାଉରକେଲା ଆଇନ ମହାବିଦ୍ୟାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କାର୍ଯ୍ୟକ୍ରମ କଲେଜ ପରିସରରେ ଆରମ୍ଭ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ…
Read More...

ଆଶାଦୀପର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଞ୍ଚଳିକ ପୁନ୍ନର୍ବାସ ଓ ଗବେଷଣା କେନ୍ଦ୍ର ଏବଂ ଆଶାଦୀପ, ରାଉରକେଲା ଆନୁକୂଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ତଥା ସିଡବ୍ଲ୍ୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା…
Read More...

ନିରୁପମା ନାୟକ ଓ ଦୁଷ୍ମନ୍ତ ନାୟକ ପାଇଲେ ଜ୍ଞାନଗୁରୁ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂସାର ଜ୍ଞାନମୟ । ଜ୍ଞାନର ପ୍ରଦୀପରେ ଏ ଜଗତ ହୁଏ ଆଲୋକିତ । ଏହି ଜ୍ଞାନରୂପୀ ମହୋଦଧିରେ ସନ୍ତରଣ କରିବା ପାଇଁ ଆବଶ୍ୟକ ହୁଏ ଜ୍ଞାନଗୁରୁଙ୍କ ଆଶୀର୍ବାଦ । ବହୁଳ ପ୍ରସାରିତ ପାର୍ଥନା ଟେଲିଭିଜନ ଚାନେଲରେ ହେଉଥିବା ଜ୍ଞାନଗୁରୁ କାର୍ଯ୍ୟକ୍ରମରେ ରାଉରକେଲା…
Read More...

ରାଉରକେଲା କଲେଜ ଓଡିଆ ବିଭାଗର ଦ୍ୱିତୀୟ ସଂପାନ ଆଲୋଚନାଚକ୍ର

ବିପ୍ଲବ ଓ ମାଗଦର୍ଶନର ଅନ୍ୟନାମ ଗଣମାଧ୍ୟମ ଓ ସୁରେନ୍ଦ୍ର ମହାନ୍ତି ଗଳ୍ପ ସାହିତ୍ୟର ଭାଗିରଥ ଥିଲେ ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓଡିଆ ବିଭାଗ ତରଫରୁ ତିନି ଥାକିଆ ଆଲୋଚନାଚକ୍ରର ଦ୍ୱିତୀୟ ସଂପାନ ଆଲୋଚନାଚକ୍ର ସ୍ୱାଧୀନତା ପରବର୍ତ୍ତୀ…
Read More...

ୟୁଥ୍ ହଷ୍ଟେଲର ଏଡସ୍‌ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ପ୍ରତିବଦ୍ଧତା ଯୋଗୁଁ ୟୁଥ୍ ହଷ୍ଟେଲ, ରାଉରକେଲା ତରଫରୁ ସେକ୍ଟର ୨ ବିଜୁ ପଟ୍ଟନାୟକ ଛକଠାରେ ଏଡସ୍‌ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବିଶ୍ୱ ଏଡସ୍‌ ଦିବସ ପାଳନ ଅବସରରେ ୟୁଥ୍ ହଷ୍ଟେଲର ସାଧାରଣ ସଂପାଦକ ନିରଞ୍ଜନ ସାମଲଙ୍କ…
Read More...

ରାଉରକେଲା ଆଇନ ମହାବିଦ୍ୟାଳୟର ସ୍ୱାଗତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ତରଫରୁ ୨୦୨୧-୨୨ରେ ଯୋଗ ଦେଇଥିବା ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତା ତଥା ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏକ…
Read More...