Browsing Tag

rourakela news

ରାଉରକେଲା କଲେଜରେ ବିଶ୍ୱ ଏଡସ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ରାଉରକେଲା କଲେଜ ପରିସରରେ କ୍ଲଷ୍ଟର ସ୍ତରୀୟ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ ରାଉରକେଲା କଲେଜ ଓ ଯୁବ ରେଡକ୍ରସ ରାଉରକେଲା ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର ମିଳିତ ଆନୁକୂଲ୍ୟରେ ଆୟୋଜିତ…
Read More...

ପ୍ରଗତି ଉତ୍କଳ ସଂଘର ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜିକ ପ୍ରତିବଦ୍ଧତା ଯୋଗୁଁ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ସେକ୍ଟର ୬ ଜଗନ୍ନାଥ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ କୁମାର ନାୟକ ଏହି ଶିବିରକୁ ଉଦ୍‌ଘାଟନ…
Read More...

ଚାମ୍ବର ଅଫ୍‌ କମର୍ସରେ ରେଳ ଡିଭିଜନ ପାଇଁ ଆକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରହିଛି ସଫଳ ରେଳ ଭିତ୍ତିଭୂମି । ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଜରିଆରେ ରାଜସ୍ୱର ସିଂହ ଭାଗ ଅର୍ଥାତ୍ ୭୦ପ୍ରତିଶତ ରାଜସ୍ୱ ଏହି ଅଂଚଳରୁ ଆଦାୟ ହେଉଛି । ସେହିପରି ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ରହିଛି ଆବଶ୍ୟକ ଭିତ୍ତିଭୂମି…
Read More...

ଶାରଳା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶାରଳା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସମ୍ପର୍କୀତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସହରର ଆମ୍ବାଗାନ ଛକ ନିକଟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରାଉରକେଲା ପରିବହନ କାର୍ଯ୍ୟଳୟ ଓ…
Read More...

ସୁବର୍ଣ୍ଣରେଖାର ରଜତ ଜୟନ୍ତୀ ଆସନ୍ତା ଜାନୁଆରୀ ୧୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ସୁବର୍ଣ୍ଣରେଖା'ର ରଜତ ଜୟନ୍ତୀ ଉପଲକ୍ଷେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ବ୍ୟାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣରେଖାର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ୱ ଓ…
Read More...

ସହରସେବା ସମିତିର ୧୦ମ ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହର ସେବା ସମିତିର ୧୦ମ ବାର୍ଷିକୋତ୍ସବ ହୋଟେଲ୍ ସୋଲାସଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱ ଓ ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି…
Read More...

ହମିରପୁରରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ "ଲଭ ଅଲ ସର୍ଭ ଅଲ"ର ପ୍ରତିଷ୍ଠାତା ଦୀପ୍ତିମୟୀ ଦାସଙ୍କ ଆବାହକତ୍ୱରେ ତଥା ପିଟରଲାର୍କ ଫାଉଣ୍ଡେସନର ସହଯୋଗରେ ହମିରପୁର ସ୍ଥିତ ବିବେକାନନ୍ଦ ଯୁବକ ସଂଘ କାର୍ଯ୍ୟାଳୟଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା…
Read More...

ସ୍ୱରବ୍ରହ୍ମର ଗଜଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱରବ୍ରହ୍ମ ମ୍ୟୁଜିକ ଏକାଡେମୀ ତରଫରୁ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଗଜଲ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଭୁୟାଁ ଓ ପ୍ରିତିରାଣୀ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ମଧୁସୂଦନ ଚୌଧୁରୀ ଓ ସମାଜସେବୀ ଝରଣା…
Read More...

ବରିଷ୍ଠ ନାଗରିକ ସଂଘ ତରଫରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ନବକୃଷ୍ଣ ନଗରର ବରିଷ୍ଠ ନାଗରିକ ସେବା ମଞ୍ଚ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକଶହ ବାଇଶିତମ ଜୟନ୍ତୀ ପୂର୍ବତନ ରାଉରକେଲା ଶିକ୍ଷା ସୋସାଇଟି, ନବକୃଷ୍ଣ ନଗରଠାରେ ପାଳନ କରାଯାଇଛି । ସଭାରେ ସଂଗଠନର ସାଧାରଣ…
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ନଦୀ ଘାଟ ସଫେଇ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗରକୁ କୋଏଲ ଓ ବ୍ରାହ୍ମଣୀ ନଦୀର ବରଦାନ ସ୍ୱରୂପ ଏଠାକାର ବାସିନ୍ଦାମାନଙ୍କୁ ଅନେକ ସୁନ୍ଦର ସୁନ୍ଦର ନଦୀତୁଠ ମିଳିଛି । ସେଥିରୁ ପ୍ରମୁଖ ନଦୀ ତୁଠ ବା ଘାଟ ଭାବରେ 'ପାନପୋଷ ଓ ବୈକୁଣ୍ଠ' ଘାଟ ଦ୍ୱୟ ଅନ୍ୟତମ । ଏହାର ଉପଯୋଗୀତା ପ୍ରାୟ ସମସ୍ତ…
Read More...