Browsing Tag

rourakela news

ଉଦାହରଣ ଟ୍ରଷ୍ଟର ଚତୁର୍ଥ ସହିଦ ସମ୍ମାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସହିଦଙ୍କ ପ୍ରତି ସମର୍ପିତ ଥିବା ଉଦାହରଣ ଟ୍ରଷ୍ଟ ପକ୍ଷରୁ ଚତୁର୍ଥ ସହିଦ ସମ୍ମାନ ସମାରୋହ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତା, ସାଧାରଣ
Read More...

ପୁଷ୍ପାଞ୍ଜଳି ନୃତ୍ୟ ମହୋତ୍ସବ ୨୦୨୬ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ଜଗନ୍ନାଥ କଳା ପରିଷଦ ରାଉରକେଲା ଦ୍ୱାରା ଆୟୋଜିତ ଦ୍ୱିଦିବସୀୟ ପୁଷ୍ପାଞ୍ଜଳି ନୃତ୍ୟ ମହୋତ୍ସବ ୨୦୨୬ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅନିତା ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି ସବିତା
Read More...

ଚୈତନ୍ୟ ନାୟକ ଓ ବାଉରୀବନ୍ଧୁ ସାହୁଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାରର ଉପଦେଷ୍ଟା ବାଉରୀବନ୍ଧୁ ସାହୁ ଓ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘର ବରିଷ୍ଠ କର୍ମକର୍ତ୍ତା ଚୈତନ୍ୟ ନାୟକଙ୍କ ବିୟୋଗରେ କୋଏଲ ନଗର ଆର୍‌ଏସ୍‌ପି ଅବସର ଭବନ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଇଂ. ଅଭୟ କୁମାର ଦାସଙ୍କ
Read More...

ମୀନାକ୍ଷୀ ଧର ଫାଉଣ୍ଡେସନର ପଞ୍ଚମ ବାର୍ଷିକ ପୂଣ୍ୟତିଥି ଶ୍ରାଦ୍ଧୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ଉଦଘୋଷିକା ମୀନାକ୍ଷୀ ଧରଙ୍କ ଅବର୍ତ୍ତମାନରେ ମୀନାକ୍ଷୀ ଧର ଫାଉଣ୍ଡେସନ ରାଉରକେଲା ତରଫରୁ ପଞ୍ଚମ ବାର୍ଷିକ ପୂଣ୍ୟତିଥି ଶ୍ରାଦ୍ଧୋତ୍ସବ ସେକ୍ଟର ୭ ସ୍ଥିତ ପ୍ରଗତି ଉତ୍କଳ ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଫଳତାର ସୂତ୍ର ଓ
Read More...

ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତି ଦ୍ୱାରା ପ୍ରଚାର ରଥର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଏବଂ ଭବ୍ୟ ୩୨ ବେଶ ଦର୍ଶନ ପୂଜନ ସହିତ ପାଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞ ଆସନ୍ତା ୨୭ ତାରିଖରୁ ସେକ୍ଟର-୨ ସ୍ଥିତ ଦୁର୍ଗା ପୂଜା ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି । ରାଉରକେଲାର ଅନ୍ୟତମ ସାମାଜିକ ଓ
Read More...

ସତୀତ୍ଵର ସାର୍ବକାଳିକ ପରିଭାଷା : ମହାସତୀ ସାବିତ୍ରୀ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବିର୍ସା ମୁଣ୍ଡା ନଗର ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାହିତ୍ୟ ଆସର ଓ ଆଲୋଚ୍ୟ ବିଷୟ "ସତୀତ୍ଵର ସାର୍ବକାଳିକ ପରିଭାଷା : ମହାସତୀ ସାବିତ୍ରୀ ସମ୍ପର୍କରେ ଆଲୋଚନା ଚକ୍ର ପାଠାଗାର
Read More...

ତୁମକୁ ପାରୁନି ତ ଭୁଲି : ସଙ୍ଗୀତର ଅନନ୍ୟ କାର୍ଯ୍ୟକ୍ରମ ଆସନ୍ତା ମଇ ୨୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଚଳଚ୍ଚିତ୍ରର ୯୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ମଇ ୨୪ ତାରିଖ ସନ୍ଧ୍ୟା ୬ଟା ୩୦ସମୟରେ ଛେଣ୍ଡ କଲୋନୀ ସ୍ଥିତ ରିମ୍‌ସ୍ ପ୍ରେକ୍ଷାଳୟରେ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତର ଏକ ଅନନ୍ୟ କାର୍ଯ୍ୟକ୍ରମ "ତୁମକୁ ପାରୁନି ତ ଭୁଲି" ଅନୁଷ୍ଠିତ ହେବ ବୋଲି ଆଜି ସହର
Read More...

ଫ୍ୟୁଚର ପ୍ଲସ ଏଜୁକେସନର ଶିକ୍ଷା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଫ୍ୟୁଚର ପ୍ଲସ୍ ଏଜୁକେସନ୍ ଏକ ୟୁଜି ଶିକ୍ଷା ମହୋତ୍ସବ ଆୟୋଜନ କରିଛି ଏବଂ ସାରା ଭାରତରେ ଶ୍ରେଷ୍ଠ ୨୦ଟି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଅଂଶ ଗ୍ରହଣ କରୁଛନ୍ତି । ଫ୍ୟୁଚର ପ୍ଲସ୍ ଏଜୁକେସନ୍ ଇଭେଣ୍ଟରେ ରାଉରକେଲାର ଛାତ୍ର ଏବଂ ଅଭିଭାବକଙ୍କ ଅଂଶ ଗ୍ରହଣ ।
Read More...

ପଦ୍ମାଳୟାର ଆମ ସଂସ୍କୃତି ଆମ ପରମ୍ପରା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପଦ୍ମାଳୟା ଓଡ଼ିଆ ସଙ୍ଗୀତ, ସାହିତ୍ୟ, ସଂସ୍କୃତି ଏବଂ ନୃତ୍ୟ ପ୍ରତି ଏକ ସମର୍ପିତ ଅନୁଷ୍ଠାନ । ଏହା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ସହିତ ଅନୁଷ୍ଠାନ ଜଡିତ । ୨୦୨୫ ମସିହାରୁ ସକ୍ରିୟ ଭାବେ କାମ କରୁଛି । ସଂଗଠନରେ ଉପସଭାପତି ଗଙ୍ଗାଧର ଦାଶ ଓ
Read More...

ମଇ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସେକ୍ଟର-୨ ଦୁର୍ଗା ପୂଜା ପଡ଼ିଆରେ ଶ୍ରୀ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ…

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତି, ରାଉରକେଲା ଆନୁକୂଲ୍ୟରେ ଚଳିତ ମଇ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ଶ୍ରୀ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ସହିତ
Read More...