ରାଉରକେଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ୫ ତାରିଖରେ ଓଡ଼ିଶା ସରକାର କ୍ୟାବିନେଟ୍ କମିଟି ସହରୀ ବିକାଶ ଯୋଜନାରେ ଅତିରିକ୍ତ ୬୦୦୦ କୋଟି ଖର୍ଚ୍ଚ କରିବା ପାଇଁ ମଞ୍ଜୁର କରିଛନ୍ତି । ଅର୍ଥନିତୀର ବିକାଶ ସହ ଦାରିଦ୍ର୍ୟ ଦୂରୀକରଣ ତଥା କର୍ମନିଯୁକ୍ତି ପାଇଁ ସହରର ବିକାଶ ଅପରିହାର୍ଯ୍ୟ । ଓଡ଼ିଶାରେ!-->…
Read More...
Read More...