Browsing Tag

rourakela news

“ଆମେ ଓଡିଆ”ତରଫରୁ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଆଲୋଚନାଚକ୍ର ଓ ଆନ୍ତଃ…

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଏପ୍ରିଲ ୧୪ ତାରିଖ ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଆମେ ଓଡିଆ ଅନୁଷ୍ଠାନ ତରଫରୁ ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲା ଠାରେ "ଆମ ସଂସ୍କୃତି ଓ ଆମ ପରମ୍ପରା" ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହିତ ଏହି ବିଷୟ ଉପରେ
Read More...

ରାଉରକେଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି । ଆଜି ରାଉରକେଲାର ଉଦିତନଗର ପଡିଆ
Read More...

ଜୈବିକ ସାର ଉତ୍ପାଦନ କମ୍ପାନୀ ‘ବାୟୋତେଜ ଏଗ୍ରିନୋଭେସନ’ର ନୂତନ ପ୍ଲାଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୈବିକ ସାର ଉତ୍ପାଦନ କମ୍ପାନୀ ବାୟୋତେଜ ଏଗ୍ରିନୋଭେସନର ନୂତନ ପ୍ଲାଣ୍ଟ ଆଜି ଲାଠିକଟା ବ୍ଲକ ଅଧିନସ୍ଥ ସୁଇଡ଼ିହି ଗ୍ରାମରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏନଆଇଟି ଏଫଟିବିଆଇ ସେଣ୍ଟରର ମୁଖ୍ୟ ମନୋଜ କୁମାର ମିଶ୍ର
Read More...

ଓଡ଼ିଶାର ପ୍ରାଣ : ଲୋକକଳା ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ଅବସରରେ ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଆନୁକୂଲ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ତରଫରୁ ମାସିକ ସାରସ୍ୱତ ସମାବେଶରେ 'ଓଡ଼ିଶାର ପ୍ରାଣ ଲୋକକଳା' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର
Read More...

ରାଉରକେଲା ଗାନ୍ଧୀ ରୋଡର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ୍

ରାଉରକେଲା, (ସସ୍ମିତା ପ୍ରଧାନ) : ବୁଧବାର ରାତିରେ ନୂଆ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧୀ ଘଟଣାର ପର୍ଦ୍ଦାଫାସ୍ କରିଛି ପ୍ଲାଣ୍ଟସାଇଟ୍ ପୋଲିସ୍ । ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ୍ କରିବା ସହିତ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ୍ କରିଛି ପୋଲିସ୍ । ହତ୍ୟାର କାରଣ ସମ୍ପର୍କରେ
Read More...

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୁରାତନ ଓଡ଼ିଆ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମହାବିଷୁବ ମିଳନ ତଥା ପଣା ସଂକ୍ରାନ୍ତି ଆସନ୍ତା ୧୪ ତାରିଖ ଦିନ ସନ୍ଧ୍ୟା ବେଳେ ଭଞ୍ଜଭବନ ପରିସରରେ ଥିବା ଆଦର୍ଶ ସାହିତ୍ୟ ଘର ଠାରେ ପାଳନ କରାଯିବ ବୋଲି ପାଠାଗାରରେ ଆୟୋଜିତ ପ୍ରସ୍ତୁତି
Read More...

ସବିତା ରାୟ ମେମୋରିଆଲ ତରଫରୁ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସ୍ୱନାମଧନ୍ୟ ଶିକ୍ଷୟତ୍ରୀ ସ୍ୱର୍ଗତା ସବିତା ରାୟଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସବିତା ରାୟ ମେମୋରିଆଲ ଆନୁକୂଲ୍ୟରେ ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମରେ ଏକ ବେଦାନ୍ତ ଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲର ନିଶୁଳ୍କ ସ୍ୱସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ପ୍ରତିବଦ୍ଧତା ରଖିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲ ତରଫରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ହାଇଟେକ୍ ମେଡିକାଲ କଲେଜର ସହ ମହାପ୍ରବନ୍ଧକ
Read More...

ଏପ୍ରିଲ୍ ୧୨ତାରିଖରୁ ୧୪ ତାରିଖ ୩ ଦିନ ଧରି ରାଉରକେଲା ମେଫେୟାର ଭିଲେଜରେ ଆଧ୍ୟାତ୍ମିକ ଉତ୍ସବ

ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ସହିତ ଆଧ୍ୟାତ୍ମିକ ଉତ୍ସବ ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରେତୟା ଯୁଗର ଭଗବାନ ଶ୍ରୀରାମଚନ୍ଦ୍ର ଓ ଭକ୍ତ ଶ୍ରୀହନୁମାନଙ୍କ ବଳିଷ୍ଠ କାହାଣୀକୁ ନେଇ ରଚିତ ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ଭକ୍ତମାନଙ୍କ ହୃଦୟକୁ ବେଶ୍ ସ୍ପର୍ଶ କରୁଥିବା ବେଳେ
Read More...

ମାଁଙ୍କ ନବକଳେବର ସହ ନଗର ଭ୍ରମଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ଓଡ଼ିଶାର ମାଁ ତାରାତାରିଣୀଙ୍କ ଦ୍ୱିତୀୟ ପୀଠରେ ଅବସ୍ଥିତ ଥିବା ମାିଁଙ୍କ ନବକଳେବର ହେବା ସହ ନଗର ଭ୍ରମଣ କାର୍ଯ୍ୟକ୍ରମ ଚାଲୁଅଛି । ଏହା ଶିଳ୍ପାଞ୍ଚଳଠାରୁ ଆରମ୍ଭ କରି ଝିରପାଣି, ଜଗଦା, କୋଏଲ ନଗର, ଇସ୍ପାତ ସହରାଞ୍ଚଳ, ଛେଣ୍ଡ କଲୋନୀ
Read More...