Browsing Tag

rourakela news

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ସକ୍ରିୟ ସଦସ୍ୟ ସମ୍ମୀଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ କାର୍ଯ୍ୟାଳୟର ସୂଚନା ଅନୁଯାଇ ଆଜି ରାଉରକେଲାର ସେକ୍ଟର -୩ ସ୍ଥିତ ବିଜେପି କାର୍ଯ୍ୟଳୟ ପରିସରରେ ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ସକ୍ରିୟ ସଦସ୍ୟ ସମ୍ମୀଳନୀ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
Read More...

ମଡେଲ ହସ୍ପିଟାଲ ନୂଆ ସୁପରିଟେଣ୍ଡେଣ୍ଟଙ୍କୁ ହିନ୍ଦ ମଜଦୁର ସଭାର ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅପରାହ୍ନ ତିନିଟା ବେଳେ ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ନେତୃତ୍ଵରେ ଏକ ପ୍ରତିନିଧିଦଳ ରାଉରକେଲା ସ୍ଥିତ ଇଏସ୍ ଆଇସି ମଡେଲ ହସ୍ପିଟାଲରେ ପହଞ୍ଚି ନୂତନ ଭାବେ ମେଡିକାଲ ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଡାଃ ଏମ୍
Read More...

ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହାଇଟେକ୍ ମେଡିକାଲ କଲେଜ ଓ ହସ୍‌ପିଟାଲ ତଥା ରାଉରକେଲା ରେଲୱେ କଲୋନୀ ସ୍ପୋର୍ଟସ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ରେଲୱେ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି । ହାଇଟେକ୍ ମେଡିକାଲ ତରଫରୁ ଅଙ୍କିତ ରାଉତଙ୍କ ପ୍ରତ୍ୟକ୍ଷ
Read More...

ଗରିମା ପରିବାରର ବିଷୁବ ପଣା ସଂକ୍ରାନ୍ତି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ତୃତୀୟ ଓଡ଼ିଆ ନବବର୍ଷ ଓ ବିଷୁବ ପଣା ସଂକ୍ରାନ୍ତି ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ନିହାରିକା ବସ୍ତିଆଙ୍କ ଅଧ୍ୟକ୍ଷତା ସଭାପତି ମମତା ନାଏକ ଓ
Read More...

ଆଦର୍ଶ ପାଠାଗାରର ବିଷୁବ ମିଳନ

ପ୍ରଫେସର ପ୍ରଦୀପ କୁମାର ପଣ୍ଡାଙ୍କୁ ବିଷୁବ ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସର୍ବ ପୁରାତନ ସାହିତ୍ୟ ଆନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଚଳିତବର୍ଷ ୨୪ ତମ ବିଷୁବ ମିଳନ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପାଠାଗାରର ସଭାପତି
Read More...

ଟ୍ରାଇବାଲ ଦୃଷ୍ଟି ଟିଭିର ୟାଦେଁ କି ମେଲା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଟ୍ରାଇବାଲ ଦୃଷ୍ଟି ଟିଭି ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ୟାଦେଁ କି ମେଲା ସିଜିନ ୨ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଅଜିତ ବରୁଆଙ୍କ ଅଧ୍ୟକ୍ଷତା ଓ ଫିରୋଜ ଖାନଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ସୁବର୍ଣ୍ଣରେଖା ପରିସରରେ ପବିତ୍ର ଓଡ଼ିଆ ନବବର୍ଷ ଦିବସ ପଣା ସଂକ୍ରାନ୍ତି ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁବର୍ଣ୍ଣରେଖା ଓ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ବାସଭବନ ପରିସରରେ ଓଡିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବକୁ କବି ଚିତ୍ତରଞ୍ଜନ ବ୍ରହ୍ମା ଉଦଘାଟନ କରି ଓଡିଆ ସଂସ୍କୃତି ଓ ପରମ୍ପରା ରକ୍ଷା
Read More...

ହମିରପୁର ଉନ୍ନୟନ ପରିଷଦର ମହାବିଷୁବ ସଂକ୍ରାନ୍ତି ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ମହାବିଷୁବ ସଂକ୍ରାନ୍ତି ଓ ସମ୍ବର୍ଦ୍ଧନା ସଭା ରାମକୃଷ୍ଣ ବିହାର ସ୍ଥିତ ତାରିଣୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼ଃ ସୁମନ ଦତ୍ତଙ୍କ ସଭାପତି ଓ ସମ୍ପାଦକ ନିରଞ୍ଜନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ନୂତନ ବସ୍ ଷ୍ଟାଣ୍ଡର ପୁନଃ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ : ବ୍ୟବସାୟୀଙ୍କ ସହ ଅନୁଷ୍ଠିତ ହେଲା ପ୍ରାରମ୍ଭିକ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ବିଶ୍ରା ଛକ ନିକଟରେ ଥିବା ନୂତନ ବସ୍ ଷ୍ଟାଣ୍ଡରୁ ପ୍ରତିଦିନ ଶହ ଶହ ବସ୍ ଓ ହଜାର ହଜାର ଯାତ୍ରୀ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟାତ କରନ୍ତି । ଦିନକୁ ଦିନ ବଢ଼ୁଥିବା ଜନସଂଖ୍ୟା ଓ ଯାତ୍ରୀଙ୍କ ଭିଡ଼ ଦୃଷ୍ଟିରୁ ଏହି ବସ୍ ଷ୍ଟାଣ୍ଡ ବିଭିନ୍ନ
Read More...

ଅନ୍ୱେଷଣର ୧୮ତମ ବାର୍ଷିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱେଚ୍ଛାସେବୀ ସଂଗଠନ ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକ ସମ୍ମିଳନୀ, ଓଡ଼ିଆ ନବବର୍ଷ ଓ ସାଂସ୍କୃତିକ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ
Read More...