Browsing Tag

rourakela news

ଦେଶୀ ମଦ ଜବତ : ୩ ଅଭିଯୁକ୍ତ ଗିରଫ

ରାଉରକେଲା : ଝାଡ଼ଖଣ୍ଡରୁ ରାଉରକେଲାକୁ ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ଜଣେ ଅଭିଯୁକ୍ତକୁ ରାଉରକେଲା ଅବକାରୀ ପୁଲିସ ଗିରଫ କରିଥିଲା । ଏହି ଘଟଣାକୁ ୫ ଦିନ ବିତିନି, ଆଜି ପୁଣି ଜଣେ ମଦ ମାଫିଆକୁ ଅବକାରୀ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ମାଫିଆଠାରୁ ଦେଶୀ ମଦ କିଣି ସହରରେ
Read More...

ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତଥା ଶ୍ରଦ୍ଧା ଅନୁଷ୍ଠାନ, ଆଶାଦୀପ ଅନୁଷ୍ଠାନ, ମାନବ ସେବା ପ୍ରତିଷ୍ଠାନ ଅନୁଷ୍ଠାନ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଗଲା
Read More...

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦ୍‌ବେଗ : ପ୍ରତିକାର ଦାବିରେ ଡି ଆର୍‌ଏମ୍‌ଙ୍କୁ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣ ନିର୍ଭର କରୁଥିବା ଯାତ୍ରୀବାହୀ ଟ୍ରେନ୍ ଯଥା ତପସ୍ଵିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ, ଭୁବନେଶ୍ଵର - ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ୍‌ ଗୁଡ଼ିକର ଯାତାୟାତରେ
Read More...

ଅନ୍ୱେଷା ପରିବାର ଆନୁକୂଲ୍ୟରେ ୧୦୧ତମ ସାମୁହିକ ଜନ୍ମଦିନ ସମାହାର

ରାଉରକେଲା, (ସସ୍ମିତା ପ୍ରଧାନ) : ଅନ୍ୱେଷା ପରିବାର ଆନୁକୂଲ୍ୟରେ ୧୦୧ତମ ସାମୁହିକ ଜନ୍ମଦିନ ସମାହାର ମାନବ ସେବା ପ୍ରତିଷ୍ଠାନ, ଜଗଦା, ଝିରପାଣି ଠାରେ ସାମୁହିକ ଜନ୍ମଦିନ ଉତ୍ସବ ସମାରୋହ ପାଳନ ଏକ ନିଆରା ଅନୁଭୂତି ଓ ଆବେଗ । ଅଦ୍ୟ ତା ୨୬-୫-୨୪ ରିଖ ଦିନ ନିଜେ ହସି, ସଭିଙ୍କୁ ହସାଇବା
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷର ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ମ୍ୟୁନିସିପାଲ ମହାବିଦ୍ୟାଳୟର କୃତକାର୍ଯ୍ୟ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନାତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦିପ୍ତିରଞ୍ଜନ ମହାନ୍ତିଙ୍କ
Read More...

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୁକ୍ତ ଦୁଇ ପରୀକ୍ଷାରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବିଜ୍ଞାନ ବର୍ଗରେ ମୋଟ ୫୨୦ ନମ୍ବର ରଖି ମହମ୍ମଦ ରସିଦ ପ୍ରଥମ, ୫୦୮ ନମ୍ବର ରଖି
Read More...

ସୁର ତରଙ୍ଗର ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସେୟାରର ଶାଖା ସଂସ୍ଥା ସୁର ତରଙ୍ଗର ସଙ୍ଗୀତ ପ୍ରତିଷ୍ଠାନ ତାର ମାସିକ ସଙ୍ଗୀତ କାର୍ଯ୍ୟକ୍ରମ ରୋମାନ୍ସ ସ୍ପେସିଆଲ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି । ଡାକ୍ତର ଜୟନ୍ତ ଆଚାର୍ଯ୍ୟ ଏବଂ ବଲଜିତ ସିଂହ ଅତିଥି ଭାବେ ଯୋଗଦେଇ ଦୀପ
Read More...

ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତିକ ହକର୍ସ ଦିବସ ପାଳିତ

ବିତରକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁଁ ଐକ୍ୟବଦ୍ଧ ହୁଅ - ବିଷ୍ଣୁ ମହାନ୍ତି ରାଉରକେଲା, (ସସ୍ମିତା ନ୍ରଧାନ) : ମେ ୨୬ ଆନ୍ତର୍ଜାତିକ ହକର୍ସ ଦିବସ ଅବସରରେ ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ମହା ସମାରୋହରେ ପାଳନ ହୋଇଯାଇଛି ।
Read More...

ଗରିମା ଆୟୋଜିତ ରଜ ରାଜକୁମାରୀର ଅଡିସନ୍‌ ଆସନ୍ତା ଜୁନ୍ ୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସେସନ୍ ୩ ରଜ ରାଜକୁମାରୀର ଅଡିସନ୍‌ ଆସନ୍ତା ଜୁନ୍ ମାସ ୯ ତାରିଖ ଦିନ ଦିବା ୯ଟା ସମୟରେ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ସେହେନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗରିମା
Read More...

ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଟ୍ଟନାୟକଙ୍କ ବିୟୋଗରେ ରାଉରକେଲା ଓକିଲ ସଂଘର ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ଆଇନଜୀବୀ ଗୌରୀଶ୍ୟାମ ପଟ୍ଟନାୟକଙ୍କ (୬୭) ଗତକାଲି ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ରାଉରକେଲା ଓକିଲ ସଂଘର ଅନେକ ବରିଷ୍ଠ ସଦସ୍ୟ ଆଇଜିଏଚ୍‌ରେ ପହଞ୍ଚିଥିଲେ । ଆଜି ରାଉରକେଲା
Read More...