ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲର ଢ଼ାବା ମାଲିକଙ୍କୁ ଗୁଳି କରି ସଶସ୍ତ୍ର ଡକାୟତି
ପୁଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ
ରାଉରକେଲା, (ସସ୍ସ୍ମିତା ପ୍ରଧାନ) : ଗୁରୁବାର ୨୪ ତାରିଖ ରାତି ପ୍ରାୟ ୧୧ଟା ସମୟରେ ବିଶ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗୃ ଢାବାରୁ ଡକାୟତି କରିବାକୁ ୪ ଜଣ ବ୍ୟକ୍ତି ଆସି ବନ୍ଧୁକ ଓ ଛୁରୀ ଦେଖାଇ ଡକାୟତି କରିଥିଲେ । ସେମାନେ ସେଠାରୁ!-->!-->!-->…
Read More...
Read More...