ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ
ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ଯୁବତୀ ଚାଲାଣ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ମୁକ୍ତିରଞ୍ଜନ ଶତପଥୀ ଅଭିଯୁକ୍ତ ସୁରା ଲୁଗୁନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଯୁବତୀ ଚାଲାଣ ସମ୍ପର୍କରେ ଉଷାରାଣୀ ଟପ୍ପୋଙ୍କ ଲିଖିତ ଅଭିଯୋଗ ଆଧାରରେ ରାଉରକେଲା!-->…
Read More...
Read More...