Browsing Tag

rourakela news

ବାଜପାୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି ଓ ମନ୍ଦିରରେ ଦ୍ୱୀପ ପ୍ରଜ୍ୱଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ତଥା ପ୍ରଥମ ବିଜେପି ରାଷ୍ଟ୍ରୀୟ ସଭାପତି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ଅବସରରେ ଆଜି ସେକ୍ଟର -୦୪ , ଆମ୍ବଗାନ୍ ଛକ ସ୍ଥିତ ଅଟଳ ବିହାରୀ ବାଜପେୟୀଙ୍କ
Read More...

ଅତି ଉତ୍ସାହରେ ସମାପିତ ହେଲା ଆନନ୍ଦ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଆନୁକୁଲ୍ୟରେ ଦେଶ ବ୍ୟାପୀ 'ଆନନ୍ଦ ଉତ୍ସବ' କର୍ମଶାଳା ଅତି ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଦେଶବ୍ୟାପୀ ଏହି ପ୍ରଶିକ୍ଷଣ ଶିବିରରେ ୩୩ ହଜାର ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ରାଉରକେଲା ଶାଖା ଆନୁକୁଲ୍ୟରେ
Read More...

ମାସିକ ସାରସ୍ଵତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ମହାନଗର ଅନ୍ତର୍ଗତ ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ଆଦର୍ଶ ପାଠାଗାରର ସ୍ୱାଧୀନତା ଦିବସ ଉପଲକ୍ଷେ କାବ୍ୟସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ଦେଶାତ୍ମବୋଧକ ସଙ୍ଗୀତ ଓ କବିତା ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ରାଧାକାନ୍ତ ମିଶ୍ରଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ଼ଃ ସନାତନ ପ୍ରଧାନଙ୍କ
Read More...

ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗ ସମିତି ରାଉରକେଲା ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଦ୍ଵାରା ପରିଚାଳିତ ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଆଜି ଉକ୍ତ କେନ୍ଦ୍ର ପରିସରରେ କେନ୍ଦ୍ରର ପରିଚାଲିକା ବରିଷ୍ଠ ଯୋଗ
Read More...

ନିଟ୍ରାର ୭୯ତମ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଟ୍ରା ରାଉରକେଲା, ଏନ୍ଆଇଟି ପୂର୍ବତନ ଛାତ୍ର ସଂଘ ସେକ୍ଟର ୪ ସ୍ଥିତ ନିଟ୍ରା ଭବନଠାରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଛି । ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ . ଉମାମହେଶ୍ୱର ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ, ନିଟ୍ରା ସଭାପତି ଇଂ ଏଫ. ସି. ମହାନ୍ତି
Read More...

୭୯ତମ ସ୍ୱାଧୀନତା ଦିବସ ଅବସରରେ

ରାଉରକେଲା : ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଂଟନ ରାଉରକେଲା- ୭୯ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଓ ବିପିନ ବିହାରୀ ପଟ୍ଟନାୟକଙ୍କ ତତ୍ୱବଧାନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଛି । ଆଜି ଦିବସର
Read More...

ସିଭିଲ ଚାର୍ଜର୍ସ କ୍ଲବ ଗଣେଶ ପୂଜାର ମୁଖ୍ୟ ଆକର୍ଷଣ ହେବ ଖାଟୁଶ୍ୟାମ ମନ୍ଦିର ତୋରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ ସ୍ଥିତ ସିଭିଲ ଚାର୍ଜର୍ସ କ୍ଲବର ୧୮ତମ ଶ୍ରୀ ଶ୍ରୀ ଗଣେଶ ପୂଜା କମିଟି ତରଫରୁ ବିଶାଳ ଓ ଭବ୍ୟ ଗଣେଶ ମୂର୍ତ୍ତି ସହ ତୋରଣ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବବୋଲି ମଡର୍ଣ୍ଣ ପଡ଼ିଆଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି
Read More...

ରାଉରକେଲାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲାକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଗଠନ ଦିଗରେ ସମସ୍ତେ ସହଯୋଗ କରନ୍ତୁ : ସଚିନ ଜାଧବ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଉଦିତନଗର ପଡ଼ିଆଠାରେ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଜାଧବ
Read More...

ମିଡ଼ିଆ କ୍ଲବ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡ଼ିଆ କ୍ଲବ ପକ୍ଷରୁ ଆଜି ୭୯ତମ ସ୍ୱାଧୀନତା ଦିବସ ସେକ୍ଟର- ୨୧ ସ୍ଥିତ କ୍ଲବ ପରିସରରେ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
Read More...