Browsing Tag

rourakela news

ହ୍ୟୁମାନିଟି ଫାଉଣ୍ଡେସନର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକୋତ୍ସବ ଆସନ୍ତା ୧୨ ତାରିଖରେ ହେବାକୁ ଥିବାବେଳେ ଏନେଇ ଏକ ସାମ୍ୱାଦିକ ସମ୍ମିଳନୀ ସେକ୍ଟର ୭ ଇସ୍ପାତ ସାହିତ୍ୟ ସଂସଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର…
Read More...

ଆନ୍ତଃ ରାଜ୍ୟ କରାଟେ ଚମ୍ପିୟାନସିପ ୨୦୨୬ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ୍ୱିଦିବସୀୟ ଆନ୍ତଃ ରାଜ୍ୟ ଫୁଲ୍ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କ୍ୟୁକୁସିଆନ କୁନବୁକାଇ ଓଡିଶାର ସ୍କୁଲ ଅଫ ମାର୍ଶାଲ ଆର୍ଟ ତରଫରୁ ଜଲଦା ସ୍ଥିତ ଅରିନ୍ଦମ ପାଲେସ ଠାରେ ଆୟୋଜିତ ଏହି ଚାମ୍ପିଅନସିପରେ ଓଡିଶା,…
Read More...

ନୃତ୍ୟ ମହ୍ଲାର, ରାଉରକେଲା ଆୟୋଜିତ ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’ ସଫଳତାର ସହ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ମହ୍ଲାର, ରାଉରକେଲା ଆୟୋଜନରେ ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ସୁଶ୍ରୀ ବର୍ଷାରାଣୀ ପଣ୍ଡାଙ୍କ ଆବାହକତ୍ଵରେ ଗବେଷକ ତଥା ସ୍ୱର୍ଣ୍ଣପଦକ ପ୍ରାପ୍ତ ଉସ୍ତାଦ…
Read More...

ବସୁଧୈବ କୁଟୁମ୍ବକମର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ ତରଫରୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଗରିବ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ସହ ଖାଦ୍ୟ ବଣ୍ଟନ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ…
Read More...

ରାଉରକେଲାରେ ଆରମ୍ଭ ହେଲା ଅତ୍ୟାଧୁନିକ ବାଇକ ସର୍ଭିସିଙ୍ଗ ସେଣ୍ଟର

ରାଉରକେଲା, (ସସ୍ମିତା ପ୍ରଧାନ) : ଅତ୍ୟାଧୁନିକ ବାଇକ ସର୍ଭିସିଙ୍ଗ ସେଣ୍ଟର ଭାବେ ଜାତୀୟ ସ୍ତରରେ ସୁପରିଚିତ 'ବାଇକମେକ'ର ରାଉରକେଲା ସର୍ଭିସିଂ ସେଣ୍ଟର ଉଦଘାଟିତ ହୋଇଯାଇଛି । ସିଭିଲ ଟାଉନସିପ ସ୍ଥିତ ଏ/୮, କମରସିଆଲ ଇଷ୍ଟେଟ ଠାରେ ଏହି ସର୍ଭିସିଂଗ ସେଣ୍ଟରକୁ ରାଉରକେଲା ବିଧାୟକ ସାରଦା…
Read More...

୧୩ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ସଂସ୍ଥା ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ୧୩ତମ ଦ୍ୱିଦିବସୀୟ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ତଥା ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା…
Read More...

ରାଜଗାଙ୍ଗପୁର ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲରେ ୪୧ତମ ‘ସୁରତରଙ୍ଗ’ର ଅଡିଶନ୍ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗମ କଳାଗୃପ ଦ୍ୱାରା ଆୟୋଜିତ ଭାରତର ସର୍ବବୃହତ ଗାୟନ ପ୍ରତିଭା ଚୟନର ୪୧ତମ ସୁରତରଙ୍ଗ ଅଡିସନ ରାଜଗାଙ୍ଗପୁର ଶ୍ରୀ ଅରବିନ୍ଦ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଡିଶନ୍ ସଫଳତାର ସହ ଜାରି ରହିଛି । ତାଳଚେର ସ୍ଵୟଂଶାସିତ…
Read More...

ଜାନୁଆରୀ ୭ରୁ ଆରମ୍ଭ ହେବ ତିନି ଦିନିଆ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବା ଏବଂ ଦିବ୍ୟାଙ୍ଗଙ୍କ ପୁନର୍ବାସ ଉଦ୍ଦେଶ୍ୟରେ, ତ୍ରିଶକ୍ତି ସେବା ଟ୍ରଷ୍ଟ ଓ ଲାୟନ୍ସ କ୍ଲବ୍ ଅଫ୍ ରାଉରକେଲା ବେଦବ୍ୟାସଙ୍କ ମିଳିତ ସହଯୋଗରେ, ୨୦୨୬ ଜାନୁଆରୀ ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଉରକେଲାର ହନୁମାନ ଭାଟିକା ସ୍ଥିତ ତ୍ରିଶକ୍ତି ଧାମରେ ​​ଏକ…
Read More...

ରାଉରକେଲା ପୋଲିସ୍ ଦ୍ୱାରା ଦୁଇ ଲୁଟେରା ଗିରଫ୍ ଏବଂ ଲୁଟ୍ ସାମଗ୍ରୀ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ସେକ୍ଟର-୭ ପୋଲିସ ସେକ୍ଟର ଅଞ୍ଚଳର ଏକ ଆବାସିକ କ୍ୱାର୍ଟରରୁ ଆଜବେଷ୍ଟସ୍ ଛାତ ଭାଙ୍ଗି ଚୋରି କରିଥିବା ଅଭିଯୋଗରେ ଜଡିତ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ସଫଳତାର ସହ ଗିରଫ କରିଛି । ଅଭିଯୁକ୍ତର ନାମ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ବୋଲି ଚିହ୍ନଟ…
Read More...

ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିଏସନର ନୂଆବର୍ଷକୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ପୁରାତନ ବର୍ଷ ୨୦୨୫କୁ ବିଦାୟ ଜଣାଇ ନୂଆବର୍ଷ ୨୦୨୬କୁ ସ୍ୱାଗତ କରିବା ସହ ଆସନ୍ତା ମକର ସଂକ୍ରାନ୍ତିର ଅଭିନନ୍ଦନ ଜ୍ଞାପନ କରାଯାଇଛି । ଆସୋସିଏସନର ବରିଷ୍ଠ ଉପସଭାପତି ପୂର୍ଣ୍ଣଚନ୍ଦ୍ର…
Read More...