Browsing Tag

rourakela news

ସିପିଆଇଏମ୍ ପକ୍ଷରୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହଙ୍କ ୧୧୭ତମ ଜନ୍ମ ଜୟନ୍ତୀ ପାଳିତ

ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜକୁ ଆହ୍ୱାନ ‌ ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ମହାନ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଅବସରରେ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ,
Read More...

ରାଉରକେଲା କଲେଜର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାର ଓଡ଼ିଆ ବିଭାଗ ତରଫରୁ ଯୁକ୍ତ ୩ ନବାଗତ ଛାତ୍ର-ଛାତ୍ରୀମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । କଲେଜ ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ବିଭାଗୀୟ ମୁଖ୍ୟା ପ୍ରାଧ୍ୟାପିକା
Read More...

ଭାଗବତ ଅଗଣାରେ ଭାଗବତ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ବରଟୋଲି ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ବାଟିକା ଆନୁକୂଲ୍ୟରେ ଭାଗବତ ଅଗଣା ଏବଂ ବରଟୋଲି ସାଂସ୍କୃତିକ ପରିଷଦ ତରଫରୁ ଏକ ଭାଗବତ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । ଲୌକିକ ଅମୃତଧାରା: ଭାଗବତ ଶୀର୍ଷକ ଏହି ଭାଗବତ ଆଲୋଚନା ଚକ୍ର କାର୍ଯ୍ୟକ୍ରମଟି ଅକ୍ଷୟ
Read More...

ଶାରଦୀୟ ଦୂର୍ଗା ପୂଜା ପାଇଁ ସହର ଉତ୍ସବ ମୁଖର

ରାଉରକେଲା, (ସସ୍ମିତା ପ୍ରଧାନ) : ଶାରଦୀୟ ଦୂର୍ଗା ପୂଜା ପାଇଁ ଏବେ ଇସ୍ପାତ ନଗରୀ ଉତ୍ସବ ମୁଖର ହୋଇଉଠିଛି । ରାଜ୍ୟର ଏକ ପ୍ରମୁଖ ସହର ଭାବେ ରାଉରକେଲା ୫୦ ଦଶକରୁ ଦୁର୍ଗା ପୂଜା ପାଳନ କରିଆସୁଛି । ଚଳିତ ବର୍ଷ ଇସ୍ପାତ ସହରାଞ୍ଚଳରେ ୧୦୯ଟି ଦୁର୍ଗା ମେଢ ଓ ବଣାଇ ଅଞ୍ଚଳରେ ୧୨ଟି ମେଢ ତିଆରି
Read More...

ରାବଣ ଦହନ ଓ ବିଜୟାଦଶମୀ ସେକ୍ଟର-୧୩ ମେଳନ ପଡ଼ିଆରେ : ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ସୂଚନା

ରାବଣ ଦହନ ସହିତ ଆତସବାଜି ଏବଂ ଡିଜିଟାଲ ଆଲୋକ ହେବ ଆକର୍ଷଣର କେନ୍ଦ୍ରବିନ୍ଦୁ ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ଅକ୍ଟୋବର ୨ ତାରିଖ ଦିନ ରାବଣ ଦହନ ଏବଂ ବିଜୟାଦଶମୀ ଉତ୍ସବ ସେକ୍ଟର-୧୩ ମେଳନ ପଡିଆରେ ଅନୁଷ୍ଠିତ ହେବ ବୋଲି ଆଜି ଲୋରେଟୋ
Read More...

ଛାତ କାଟି କମ୍ପ୍ୟୁଟର ଚୋରି, ପୋଲିସ୍ ଦ୍ୱାରା ଚୋର ଗିରଫ

ରାଉରକେଲା ସେକ୍ଟର-୧୯ ପୋଲିସ୍ ଦ୍ୱାରା ଚୋରି ଜିନିଷ ଉଦ୍ଧାର ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ସେକ୍ଟର-୧୯ ଥାନା ଅଞ୍ଚଳରେ ଘରର ଛାତ କାଟି କମ୍ପୁଟର ମନିଟର ଚୋରି ଅଭିଯୋଗରେ ସେକ୍ଟର-୧୯ ପୋଲିସ୍ ଜଣେ ଚୋରକୁ ଗିରଫ୍ କରିବା ସହିତ ଚୋର ନିକଟରୁ ଚୋରି ଯାଇଥିବା ଜିନିଷ ଉଦ୍ଧାର
Read More...

ନାଟ୍ୟ ପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ନାଟ୍ୟସଂଘ, ରାଉରକେଲା ଶାଖା ତରଫରୁ ୩୮ତମ ଓଡ଼ିଶା ନାଟ୍ୟ ସଂଘ ଦିବସ ଉପଲକ୍ଷେ ନାଟ୍ୟ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେକ୍ଟର ୫ ଗୁଣ୍ଡିଚା ମନ୍ଦିର ଠାରୁ ବିଭିନ୍ନ ନାଟ୍ୟାନୁଷ୍ଠାନର କର୍ମକର୍ତ୍ତା,
Read More...

ଏକାତ୍ମ ମାନବବାଦର ପୁରୋଧା ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା, ସେକ୍ଟର-୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ, ବିଜେପି ରାଉରକେଲା ସାଂଗଠନିକ ଜିଲ୍ଲା ତରଫରୁ ଭାରତୀୟ ଜନସଂଘର ରାଷ୍ଟ୍ରୀୟ ନେତା ତଥା ଅନ୍ତୋଦୟ ଓ ଏକାତ୍ମମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଗୁରୁବାର
Read More...

ଲାଠିକଟା ପଞ୍ଚାୟତ ସମିତିର ସମୀକ୍ଷା ବୈଠକରେ ରଘୁନାଥପାଲ୍ଲୀ ବିଧାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଲାଠିକଟା ବ୍ଲକ ପରିଷରରେ ଲାଠିକଟା ପଂଚାୟତ ସମିତିର ନବମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଲାଠିକଟା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ସାହୁ ବ୍ଲକ ଦ୍ୱାରା
Read More...

ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ଯୁବତୀ ଚାଲାଣ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ମୁକ୍ତିରଞ୍ଜନ ଶତପଥୀ ଅଭିଯୁକ୍ତ ସୁରା ଲୁଗୁନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଯୁବତୀ ଚାଲାଣ ସମ୍ପର୍କରେ ଉଷାରାଣୀ ଟପ୍ପୋଙ୍କ ଲିଖିତ ଅଭିଯୋଗ ଆଧାରରେ ରାଉରକେଲା
Read More...