ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ଓ ବିଜୟା ଦଶମୀ ଚିନ୍ତନ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ରାଉରକେଲା ମହାନଗର ତରଫରୁ ଶତବାର୍ଷିକୀ ଉତ୍ସବ ପାଳନ ଓ ବିଜୟା ଦଶମୀ ଚିନ୍ତନ ମାହେଶ୍ୱରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଚାରକ କ୍ଷେତ୍ର ସମ୍ପର୍କ ପ୍ରମୁଖ ବିଦ୍ୟୁତ୍ ମୁଖାର୍ଜୀ ଓ ଓଡ଼ିଶା!-->…
Read More...
Read More...