ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା ଅଭିଯୋଗ
ପୁଇଁତଲା, (କେପିଏନ୍ଏସ୍) : ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା କରିଥିବା ଭଳି ଏକ ସଂଗୀନ ଅଭିଯୋଗ ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନାରେ ପହଂଚିଛି । ସଂପୃକ୍ତ ମୃତ ଗାଡ଼ି ଡ୍ରାଇଭର୍ଙ୍କ ଭାଇ ପୁଇଁତଲା ଥାନା କୁଲେରବାହାଲି ନିବାସୀ ଚନ୍ଦନ ନନ୍ଦ ଏଭଳି ଅଭିଯୋଗ ଆଣିଛନ୍ତି ।!-->…
Read More...
Read More...