ଧର୍ମପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟାକଲା ନୃଶଂସ ସ୍ୱାମୀ : ପୁଇଁତଲା ଥାନାରେ ଅଭିଯୋଗ
ପୁଇଁତଲା, (କେପିଏନ୍ଏସ୍) : ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ହାତ ଧରିଥିଲା । ଶେଷରେ ସୈତାନ ସାଜିଲା । ଏମିତି ଏକ ଘଟଣା ଆଜି ବଲାଙ୍ଗିର ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଛି ନୃଶଂସ ସ୍ୱାମୀ । ବୈଦିକ ରୀତିରେ ବାହା ହୋଇ ଶଂଖା ସିନ୍ଦୁର ଦେଇ ଘରକୁ!-->…
Read More...
Read More...