pakka

ଦୁର୍ଘଟଣା ଘଟାଇ ଫେରାର୍‌ ମାରିଥିବା ବସ୍‌ ଡ୍ରାଇଭର୍‌ଙ୍କୁ ଗିରଫ୍‌ କଲା ପୁଇଁତଲା ପୋଲିସ

bbehera

ପୁଇଁତଲା, (କେପିଏନ୍‌ଏସ୍‌) : ଦୁର୍ଘଟଣା ଘଟାଇ ଫେରାର୍‌ ମାରିଥିବା ବସ୍‌ ଡ୍ରାଇଭର୍‌ଙ୍କୁ ଗିରଫ୍‌ କଲା ପୁଇଁତଲା ପୋଲିସ । ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ ପଦ୍ମାବତୀ ବସ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଏବେ ବି ବୁର୍ଲା ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣା ଘଟଣା ସ୍ଥଳରୁ ଡ୍ରାଇଭର୍‌ ଫେରାର୍‌ ହୋଇଯାଇଥିଲେ । ପାଟଣାଗଡ଼ ଜେଲ୍‌ଲାଇନ୍‌ପଡ଼ା ନିବାସୀ ବସ୍‌ ଡ୍ରାଇଭର ରମାକାନ୍ତ ରଥ(୪୫)ଙ୍କୁ ଆଜି ବସ୍‌ ମାଲିକ ପୁଇଁତଲା ଥାନାରେ ଜିମା ଦେଇଥିବା ବେଳେ ତାଙ୍କୁ ଗିରଫ୍‌ କରି ଆଜି କୋର୍ଟ ଚାଲାଣ କରିଛି ପୁଇଁତଲା ପୋଲିସ ।

jay balangir
Leave A Reply

Your email address will not be published.

one × two =

error: Content is protected !!