pakka

ଓବିସି ଜନ ଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

bbehera

ପୁଇଁତଳା, (ସରୋଜ କୁମାର ମେଶ୍ୱା) : ଓବିସି ଜନ ଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲା ସଂଯୋଜକ ସରୋଜ କୁମାର ମେଶ୍ଵାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୬ ଡିସେମ୍ବର ୨୦୨୩ରେ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ସାଲେଭଟା, ଚଣ୍ଡୀ ମନ୍ଦିରଠାରୁ ବାହାରି ଆଗଲପୁର ଡୁଡୁକା ବ୍ଳକରୁ ଆରମ୍ଭ କରି ବୁର୍ଡା, ଲୋଇସିଂହା, ଛତାମଖନା, ବଲାଙ୍ଗିର ସହରକୁ ଆସିବ । ବଲାଙ୍ଗିର ଭାଗିରଥି ଛକଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବ । ଏଥିରେ ଓବିସି ସମାଜର ସମସ୍ତ ଛାତ୍ରଛାତ୍ରୀ, ମହିଳା , ଓ ଜନ ସାଧାରଣ ବିପୁଳ ପରିମାଣର ଯୋଗଦାନ କରିବେ ବୋଲି ସଂଯୋଜକ ଶ୍ରୀ ମେଶ୍ଵା ଅନୁରୋଧ କରିଥିଲେ ଏଥିରେ ନବସେତୁ ସଂପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ଵାଲ, ରାଜେଶ ବଗର୍ତ୍ତୀ, ନରେଶ ବାଗ ଓ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

15 − five =

error: Content is protected !!