Browsing Tag

puintala news

ବିଜୁ ଜନତା ଦଳ ତରଫରୁ ଜନସଚେତନତା ଓ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବିଜୁ ଜନତା ଦଳ ତରଫରୁ ଜନସଚେତନତା ଓ ସାମାଜିକ ସେବା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଜନସଚେତନତା ଓ ସାମାଜିକ ସେବା କାର୍ଯ୍ୟକ୍ରମରେ ଆଜି ବିଜୁ ଜନତା ଦଳ ରାଜ୍ୟ ପରିଷଦର ସଦସ୍ୟ ନିହାର ରଞ୍ଜନ…
Read More...

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ସହ ଲୋକକଳା ଗ୍ରାମ ପୁଇଁନ୍ତଲାର ବାର୍ଷିକୋତ୍ସବ ଅନୁଷ୍ଠିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ସହ ଲୋକକଳା ଗ୍ରାମ ପୁଇଁନ୍ତଲାର ବାର୍ଷିକୋତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳୁ ପୁଇଁନ୍ତଲା ଗ୍ରାମରୁ ୩୫ ଜଣିଆ ଏକ ସଂକୀର୍ତ୍ତନ ଦଳ ରାମଧୂନ୍‌ ଗାନ କରି ବଲାଙ୍ଗିର ସହରର ଗାନ୍ଧୀ ଷ୍ଟାଚ୍ୟୁ…
Read More...

ଦୁର୍ଗାପାଲିରେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅନ୍ତର୍ଗତ ଦୁର୍ଗାପାଲି ଗାଁରେ ଜଣେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ସ୍କୁଲ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଥିବା ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଶିକ୍ଷୟତ୍ରୀ ଜଣକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ…
Read More...

ସାତମାଇଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ସାତମାଇଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜାତୀୟ ରାଜପଥ ୫୭ର ସାତମାଇଲ ଛକ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ…
Read More...

ନିଖୋଜ ସୁଧାଂଶୁଙ୍କ ମଳିଲା ଶବ : ଗ୍ରାମରେ ଶୋକାକୁଳ ପରିବେଶ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ନିଖୋଜ ସୁଧାଂଶୁଙ୍କ ଶେଷରେ ଶବ ମିଳିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀ, ଓଡ୍ରାଫ୍ଟ ଟିମ୍‌, ଅଗ୍ନିଶମ ବିଭାଗ, ତହସିଲଦାର ତଥା ପୁଇଁନ୍ତଲା ଥାନାର ମିଳିତ ଉଦ୍ୟମରେ ଆଜି ସକାଳ ୯ଟା ୨୦ମିନିଟରେ ଶବ ମିଳିଛି । …
Read More...

ପୁଇଁନ୍ତଲା ବ୍ଲକ ସହ ସମଗ୍ର ବଲାଙ୍ଗିର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ପାଇଁ କୋଶଲ ସେନା ପକ୍ଷରୁ ଦାବୀପତ୍ର…

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ସହ ସମଗ୍ର ବଲାଙ୍ଗିର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ପାଇଁ କୋଶଲ ସେନା ପକ୍ଷରୁ ପୁଇଁନ୍ତଲା ବ୍ଲକ ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କୁହାଯାଇଛି, ଚଳିତ ୨୦୨୧ ବର୍ଷର ଶ୍ରାବଣ ମାସ ଶେଷ…
Read More...

ଲିବରେସନ ସାମାଜିକ ଅନୁଷ୍ଠାନର ମିଶନ ଗ୍ରୀନ ଲକ୍ଷ ଉପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲ ପୁଇଁନ୍ତଲା ବ୍ଲକର କଶୃପାଲି ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍‌ଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ୪୦ରୁ ଅଧିକ ସଦସ୍ୟ ରୋପଣ କାର୍ୟ୍ୟରେ ସହଯୋଗ କରିଥିଲେ । ମିଶନ ଗ୍ରୀନ ଲକ୍ଷ୍ୟ ଆଗକୁ ଜାରି ରହିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ…
Read More...

ମହିଳାମାନେ ରକ୍ତଦାନ କରି ରଖିଲେ ଏକ ନିଆରା କୀର୍ତ୍ତି

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବିଜୁ ମହିଳା ଜନତା ଦଳ ଓଡ଼ିଶା ମୋ ପରିବାର ତରଫରୁ ଭାଲେର ଗ୍ରାମପଞ୍ଚାୟତ ଅଧିନସ୍ଥ ଫଟକରା ଗ୍ରାମ ଠାରେ ଏକ ନିଆରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି । ଦୁର୍ଗେଶ୍ୱରୀ କ୍ଲବର ଯୁବ ଗୋଷ୍ଠୀ ମାନଙ୍କ ଦ୍ଵାରା ଓ ରାଜ୍ୟ…
Read More...

ବିଲେଇସର୍ଡା ହାଇସ୍କୁଲରେ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପଖୱାଡା ଆୟୋଜିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପଖୱାଡା-୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ…
Read More...

ଯୁବ ଲାଇନ୍‌ମ୍ୟାନ୍‌ଙ୍କ ପରଲୋକ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ସହର ନିକଟସ୍ଥ ଶାଲେପାଲି ଗ୍ରାମର ଦୀପକ ଛେତ୍ରୀ ନାମକ ଏକ ଲାଇନ୍‌ମ୍ୟାନ୍‌ଙ୍କ ପରଲୋକ ହୋଇଯାଇଛି । ସେ ପୁଇଁନ୍ତଲାରେ ଆର୍‌ଇସିରେ ଲାଇନ୍‌ମ୍ୟାନ୍‌(ବି) ଭାବରେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ସେ ରୋଗରେ ଆକ୍ରାନ୍ତ ରହି…
Read More...