Browsing Tag

puintala news

ସାତମାଇଲ ଠାରେ ସଡ଼କ ଦୁର୍ଘଟଣା : ଆହତ ଜଣକ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଆହତ ଜଣକ ଗୁରୁତର ଅବସ୍ଥାରେ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଏକ ବାଇକ୍‌ ଯୋଗେ ଦ୍ରୁତଗତିରେ…
Read More...

ତାଲପାଲି ଗ୍ରାମରେ ଘରକୁ ଘର ଯାଇ ପ୍ରଚାର କଲେ ବିଜେଡି ଦଳର ଜୋନ ନଂ. ୧୯ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସବିତା ସେଠ୍‌

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତର ତାଲପାଲି ଗ୍ରାମରେ ଘରକୁ ଘର ଯାଇ ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ଜୋନ ନଂ.୧୯ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସବିତା ସେଠ୍‌ । ଶ୍ରୀମତୀ ସେଠ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ଯୋଜନା…
Read More...

ମହାବୀର କଲେଜରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ସ୍ଥାନୀୟ ପୁଇଁନ୍ତଲା ମେଟାକାନୀ ମନ୍ଦିର ସ୍ଥିତ ମହାବୀର କଲେଜରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ବିଜୟ କୁମାର ହୋତା ପତାକା ଉତ୍ତୋଳନ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଉପସ୍ଥିତ ଥିଲେ ।
Read More...

ଅବକାରୀ ବିଭାଗ ପକ୍ଷରୁ ଆଠଗାଁ ଠାରେ ଚଢ଼ାଉ କରି ୩୦ଲିଟର ଦେଶୀ ମଦ ଜବତ ସହ ଜଣେ ଗିରଫ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଠଗାଁ ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୦ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ବାଇକ ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ କୁରୁଲ ଗ୍ରାମର ତ୍ରିନାଥ ସେଠ୍‌(୩୦) ବୋଲି…
Read More...

ଜୋନସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ ନମ୍ବର ୧୮ର ଜୋନସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଆକର୍ଷଣ ଭାବେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ତଥା ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା…
Read More...

ଖଇରଭାଡି ଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୭୦ ୟୁନିଟ ରକ୍ତ ସଂଗ୍ରହ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଖଇରଭାଡି ପ୍ରାଥମିକ ସ୍କୁଲ ଠାରେ ବିଙ୍ଗ ହ୍ୟୁମାନ ଫାଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ବଲାଙ୍ଗିର ଏସ୍‌ପି ନିତିନ…
Read More...

ରକ୍ତଦାନ କଲେ କୁଲତା ସମାଜର ଯୁବ ସଦସ୍ୟ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କଙ୍କରିଆ ଗ୍ରାମର ମକରଧ୍ୱଜ ପଧାନ (୬୧) ସିକିଲିନ୍‌ ସମସ୍ୟା ହେତୁ ସ୍ଥାନୀୟ ଭିମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶରୀରରେ ରକ୍ତ ପରିମାଣ ୫% ଥିବାରୁ ଡକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ…
Read More...

ପୁଇଁନ୍ତଲାରେ କପା ଚାଷୀମାନଙ୍କ ତାଲିମ ଶିବିର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କପା ଚାଷୀମାନଙ୍କୁ ନେଇ କପା ଫସଲର ଶ୍ରେଣୀକରଣ ଓ ବିକ୍ରିବଟା ତାଲିମ ଶିବିର ଆୟୋଜନ କରାଯାଇଛି । ଏହି ତାଲିମ ଶିବିରରେ ବହୁ କପା ଚାଷୀମାନେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ସ୍ଥିତ ଅମ୍ବିକା ସ୍ପିନୀଙ୍ଗ ମିଲକୁ…
Read More...

ଧର୍ମପ୍ରାଣା ମହିଳାଙ୍କ ବିୟୋଗ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଭାଲେର ଗ୍ରାମର ଅବସର ପ୍ରାପ୍ତ ସରକାରୀ କୃଷି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟେଲଙ୍କ ସହଧର୍ମିଣୀ ଧର୍ମପ୍ରାଣା ଲକ୍ଷ୍ମୀ ବିଳାସ ପଟେଲ ୬୦ ବର୍ଷ ବୟସରେ ବହୁ ଚିକିତ୍ସା ସତ୍ୱେ ମଧ୍ୟ ଇହଲୀଳା ସମ୍ବରଣ କରିଛନ୍ତି ।…
Read More...

ବଣଭୋଜି ସାରି ଫେରୁଥିବା ବେଳେ ଜଗିଥିଲା କାଳମୁହାଁ ଦୁର୍ଘଟଣା : ୩ ଜଣଙ୍କ ଜୀବନ ନେଲା, ୫ ଜଣଙ୍କୁ ଘାଇଲା କଲା

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଣଭୋଜି ସାରି ଫେରୁଥିବା ବେଳେ ଜଗିଥିଲା କାଳମୁହାଁ ଦୁର୍ଘଟଣା । ୩ ଜଣଙ୍କ ଜୀବନ ନେଲା, ୫ ଜଣଙ୍କୁ ଘାଇଲା କଲା । ସୂଚନା ଅନୁସାରେ ଆଜି ଭୋର୍‌ରୁ ବଲାଙ୍ଗିର ସଦର ବ୍ଲକ ଅଞ୍ଚଳର ଆଠଜଣ ସାଙ୍ଗ ବଣଭୋଜି ସାରି ବୋଲେରୋ ଗାଡ଼ି ନଂ ଓଡ଼ି୦୩ ଜି ୫୪୪୯ରେ ଫେରୁଥିବା…
Read More...