pakka

ଧର୍ମପ୍ରାଣା ମହିଳାଙ୍କ ବିୟୋଗ

kalikesh

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଭାଲେର ଗ୍ରାମର ଅବସର ପ୍ରାପ୍ତ ସରକାରୀ କୃଷି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟେଲଙ୍କ ସହଧର୍ମିଣୀ ଧର୍ମପ୍ରାଣା ଲକ୍ଷ୍ମୀ ବିଳାସ ପଟେଲ ୬୦ ବର୍ଷ ବୟସରେ ବହୁ ଚିକିତ୍ସା ସତ୍ୱେ ମଧ୍ୟ ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କ ବିୟୋଗରେ ଭାଲେର ତଥା ଅଖପାଖ ଅଂଚଳ ଓ ବନ୍ଧୁବର୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସେ ମିଷ୍ଟଭାଷୀ ଓ ଧର୍ମପ୍ରାଣା ମହିଳା ଥିଲେ । ତାଙ୍କର ଏକ ମାତ୍ର ପୁଅ ବିଜୟ ଶଙ୍କର ପଟେଲ ବହୁଥର ଦିଲ୍ଲୀ ଡାକ୍ତର ଖାନା ନେଇ ମଧ୍ୟ ବଞ୍ଚାଇ ପାରିଲେ ନାହିଁ, ତେଣୁ ପୁତ୍ରବଧୂ ସୁନିତା ପଟେଲ ଦୁଃଖ ପ୍ରକାଶ କରି ଜଣାଇଛନ୍ତି । ତାଙ୍କର ମର ଶରୀରକୁ ଗ୍ରାମ ପରିକ୍ରମା କଲା ସମୟରେ ଅନକେ ବୁଦ୍ଧିଜୀବୀ ଓ ତାଙ୍କ ନାତି, ନାତୁଣୀଙ୍କ ସମେତ ତାଙ୍କର ବହୁ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

6 + 14 =