Browsing Tag

puintala news

ମା’ପାଟଣେଶ୍ୱରୀ କ୍ଲବର ସ୍ୱଚ୍ଛତା ଏବଂ ଶପଥ ପାଠ ଗ୍ରହଣ କାର୍ଯ୍ୟକ୍ରମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କଶୃପାଲି ଗାଁର ମା' ପାଟଣେଶ୍ୱରୀ କ୍ଲବ ତରଫରୁ ଗାଁର ପ୍ରାଥମିକ ସ୍କୁଲ ପରିସରରେ କ୍ଲବର ମୁଖିଆ ସତ୍ୟନାରାୟଣ ହୋତାଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର…
Read More...

ଶିକ୍ଷକ ପ୍ରଦୀପ କୁମାର ଦାଶଙ୍କ ଦେହାନ୍ତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅଧୀନସ୍ଥ ମେହେରମୁଣ୍ଡା ୟୁପି ସ୍କୁଲର ଶିକ୍ଷକ ପ୍ରଦୀପ କୁମାର ଦାଶ(୪୮)ଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟଗତ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ଶିକ୍ଷକ ଜଗତରେ…
Read More...

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ : ୨୦ ହଜାର ଟଙ୍କା ଲୁଟ୍‌

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅଧିନସ୍ଥ ମାଧିଆପାଲି ଗାଁରେ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ଲୁଟ୍‌ କରି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ବ୍ଲକର ଅଇଁଲାସାରି ଗାଁର ଶିକ୍ଷକ ଉକାଲୁ ସା ବଲାଙ୍ଗିରରେ ନିଜ କାମ…
Read More...

ବନ୍ଧପଡାରେ ବନ ମହୋତ୍ସବ ପାଳିତ

ପୁଇଁନ୍ତଲା, (ସମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଳକ ବନ୍ଧପଡା ହାଇସ୍କୁଲ ଠାରେ କୃଷ୍ଣଚୁଡା ଇକୋକ୍ଳବ ତରଫରୁ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ…
Read More...

ମା’ ପାଟଣେଶ୍ୱରୀ କ୍ଲବ ଏବଂ ନେହେରୁ ଯୁବକ କେନ୍ଦ୍ର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କଶୃପାଲି ଗାଁ ମା' ପାଟଣେଶ୍ୱରୀ କ୍ଲବ କଶୃପାଲି ଏବଂ ନେହେରୁ ଯୁବକ କେନ୍ଦ୍ରର ମିଳିତ ଉଦ୍ୟମରେ ଗତକାଲି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୫୦ରୁ ଅଧିକ ଚାରା ରୋପଣ କରାଯାଇଥିବା ବେଳେ ଏହି…
Read More...

ଅବସର ଗ୍ରହଣ କଲେ ଲାଇନ୍‌ମେନ୍‌ ଗୌରହରି ସାହୁ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଆର୍‌ଏସି ଗ୍ରୀଡରୁ ଲାଇନ୍‌ମେନ୍‌ ଗୌରହରି ସାହୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଲାଇନ୍‌ମେନ ଶ୍ରୀ ସାହୁଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା…
Read More...

ମଦଭାଟି ବନ୍ଦ ଦାବୀରେ ଥାନା ଘେରିଲେ ଗ୍ରାମବାସୀ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅନ୍ତର୍ଗତ ଗଇଁନ୍ତଲା ଗ୍ରାମରେ ଥିବା ମଦଭାଟି ବନ୍ଦ ଦାବୀରେ ଗଇଁନ୍ତଲା ଗ୍ରାମବାସୀ ଥାନା ଘେରାଓ କରିଥିବା ଜଣାପଡ଼ିଛି । କରୋନା ମହାମାରୀ କାଳରେ ଏହି ମଦଭାଟି ଯୋଗୁଁ ଗ୍ରାମବାସୀମାନେ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା…
Read More...

ସହର ଉପକଣ୍ଠ ଛୁଇବନ୍ଧ ନିକଟରେ ଟ୍ରକ୍ ଡ୍ରାଇଭରଠୁ ବନ୍ଧୁକ ମୁନରେ ଲୁଟ୍ ଅଭିଯୋଗ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ସହର ଉପକଣ୍ଠ ଛୁଇବନ୍ଧ ନିକଟରେ ଟ୍ରକ୍ ଡ୍ରାଇଭରଠୁ ବନ୍ଧୁକ ମୁନରେ ଲୁଟ୍ ଅଭିଯୋଗ ହୋଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩.୩୦ ସମୟରେ ବନ୍ଧୁକ ଦେଖାଇ ୪ ଜର ଦୁର୍ବୃତ୍ତ ଟ୍ରକ୍ ଡ୍ରାଇଭର ସୁଦର୍ଶନ ବରିହାଙ୍କଠୁ ୬ହଜାର ଟଙ୍କା…
Read More...

ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : କୋରନା ମହାମାରୀ ଓ ଗ୍ରୀଷ୍ମ ପ୍ରବାହରେ ରକ୍ତର ଘୋର ଅଭାବ ଦୂର କରିବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୁଇଁନ୍‌ନ୍ତଲା ବ୍ଲକ ମହିମୁଣ୍ଡା ଗ୍ରାମ ପଞ୍ଚାୟତ ଠାରେ ରାଜ୍ୟ ଯୁବ ପରିଷଦ ସଭ୍ୟ ନିହାର ରଞ୍ଜନ…
Read More...

ବଜରଙ୍ଗ ଦଳ ତରଫରୁ କରୋନା ସଚେତନତା ସହ ମାସ୍କ ବଣ୍ଟନ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : କରୋନା ମହାମାରୀକୁ ଦୂରେଇବାକୁ ହେଲେ ସଚେତନତା ନିହାତି ଆବଶ୍ୟକ । ତେବେ ଆଜି ଜାମଗାଁ ବଜରଙ୍ଗ ଦଳ ତରଫରୁ ଜାମଗାଁ ଗ୍ରାମରେ ମାସ୍କ ବଣ୍ଟନ ଏବଂ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ…
Read More...