csstore

ମା’ପାଟଣେଶ୍ୱରୀ କ୍ଲବର ସ୍ୱଚ୍ଛତା ଏବଂ ଶପଥ ପାଠ ଗ୍ରହଣ କାର୍ଯ୍ୟକ୍ରମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କଶୃପାଲି ଗାଁର ମା’ ପାଟଣେଶ୍ୱରୀ କ୍ଲବ ତରଫରୁ ଗାଁର ପ୍ରାଥମିକ ସ୍କୁଲ ପରିସରରେ କ୍ଲବର ମୁଖିଆ ସତ୍ୟନାରାୟଣ ହୋତାଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର ନରେଶ ବୁଧିଆ, ବିବେକା ବିସି, ଘନ ପଧାନ, ନନ୍ଦି ବିସି, ସୁବାସ ପଧାନ, ଦୟାକାର ପୋଢ, ପବି ପଧାନ, ଯୁଗଲ ପଧାନ, ଅସ୍ୱିନି ବୁଧିଆ, ପ୍ରଫୁଲ୍ଲ ପାତ୍ର, ସୋଭା ଥପା, ଅଜିତ ପଧାନ, କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି ଏବଂ ଏଭଳି ସାମାଜିକ କାମରେ ସର୍ବଦା ଲିପ୍ତ ରହିବା ପାଇଁ ଶପଥ ପାଠ କରିଛନ୍ତି ।

jayashree
Leave A Reply

Your email address will not be published.