Browsing Tag

puintala news

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ମଳମୁଣ୍ଡା ଗ୍ରା.ପ. ଅନ୍ତର୍ଗତ କୁର୍ଲୁପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶିବପ୍ରସାଦ ସାହୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହେଉଥିିଲା । ମୃତ୍ୟୁ ସମୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ବିଶିଷ୍ଟ କଂଗ୍ରେସ ନେତା…
Read More...

କୁରୁଲ ହାଇସ୍କୁଲରେ ପ୍ଲାଷ୍ଟିକ ବର୍ଜନ କର୍ମଶାଳା ଓ ଜନ ସଂସାଧନ ଦିବସ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ଗତ ୧୦ ତାରିଖ ଦିନ ଜଳ ସଂସାଧନ ଦିବସକୁ ମନେ ପକାଇ ଛାତ୍ରଛାତ୍ରୀଙ୍କୁ ଜଳ ସଂରକ୍ଷଣ ଜରୁରୀ ଓ ଜାର ବ୍ୟବହାର ଉପରେ ଏକ ଆଲୋଚନାଚକ୍ର ସାଂଗକୁ ପ୍ଲାଷ୍ଟିକ୍‌ ବର୍ଜନ କର୍ମଶାଳା ସଂପନ୍ନ ହୋଇଯାଇଛି । ବିଦ୍ୟାଳୟର ପଢ଼ୁଥିବା ୨୦୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ…
Read More...

ନିଆଁ ଲାଗି ଜଳିଗଲା ୫ ବଖରା ଘର : ଧାନ ଓ ଘରର ଆସବାବପତ୍ର ଜଳି ପୋଡ଼ି ଛାରଖାର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦଶପୁର ଗାଁରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ତଲିପଡାରେ ନିଆଁ ଲାଗି ୫ ବଖରା ଘର ପୋଡିଯାଇଥିବା ବେଳେ ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଧାନ ସହ ଘରର ଆସବାବପତ୍ର ଜଳି ପୋଡ଼ି ଛାରଖାର ହୋଇଯାଇଥିବା ସୂଚନା ମିଳିଛି । ଖବର ଅନୁସାରେ…
Read More...

ଜାତୀୟ ବିଜ୍ଞାନ ମେଳା ପାଳିତ

ପୁଇଁନ୍ତଲା, (ଶ‌ମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡା ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀର ନିୟମ ପାଳନ କରି ଏ ବର୍ଷର ଵିଷୟ 'ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା…
Read More...

ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ବ୍ଲକ୍‌ ଉପାଧ୍ୟକ୍ଷ

ପୁଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣିଥରେ ଗିରଫ ହୋଇଛନ୍ତି । ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବିଡିଓ ସରୋଜ ମିଶ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗରେ ସନ୍ତୋଷ ଗୁରାଣ୍ଡି ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ ।…
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଓଲଟପୁର କଟକ ବଲାଙ୍ଗିର ଶାଖାର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ…
Read More...

ବେଲବାହାଲି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଯୁବସମାଜସେବୀ ସୋମନାଥ ମିଶ୍ର

ପୁଇଁ‌ନ୍ତଲା, (ଶ‌ମ୍ଭୁନାଥ ସାହୁ) : କିଛି ଦିନ ଆଗରୁ ଶିକ୍ଷା ବିଭାଗ ତରଫରୁ ମୋ ସ୍କୁଲ ଅଭିଯାନ ଆରମ୍ଭ କରାଯାଇଥିଲା । ସ୍କୁଲମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶ…
Read More...

ପୂର୍ବ ସମିତି ସଭ୍ୟ ଛବି ଚରଣ କମ୍ପଙ୍କ ଦେହା‌ନ୍ତ ପରେ ଚକ୍ଷୁଦାନ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ବୁଢୀସିଣ୍ଡୋଲ ଗାଁର ପୂର୍ବ ସମିତି ସଭ୍ୟ ତଥା ସମାଜସେବୀ ଛବି ଚରଣ କମ୍ପଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରାଯାଇଛି । ପରିବାର ସୂତ୍ରରୁ ପ୍ରକାଶ ଯେ, ଗତ ୩ ତାରିଖ ଦିନ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଛକଠାରେ ଏକ ଅଜଣା ଗାଡି…
Read More...

ପୁଇଁନ୍ତଲା ବ୍ଲକ ଯାଦବ ମହାସଭାର ବନ୍ଧୁ ମିଳନ : ଗୋସୁରକ୍ଷାର ଭିତ୍ତିଭୂମି ଯୋଗାଇ ଦିଆଯିବ, କହିଲେ ଡ.ମୁକେଶ ମହାଲିଙ୍ଗ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବନ୍ଧପଡା ନର୍ସରୀରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଆଗାମୀ ଦିନରେ ପୁଇଁନ୍ତଲା ବ୍ଲକର ଯାଦବ ଭବନ…
Read More...

ବିଙ୍ଗ ହ୍ୟୁମାନର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍‌ନ୍ତଳା ବ୍ଲକ ମେହେରମୁଣ୍ଡା ଠାରେ ବିଙ୍ଗ ହ୍ୟୁମାନର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଲଳିତ କୁମାର ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ଦୀପଦାନ ସହ ସୁନ୍ଦରାକାଣ୍ଡ ପାରାୟଣ କରାଯାଇଥିବା…
Read More...