Browsing Tag

puintala news

ହେମନ୍ତ ଛୁରିଆ ବିଜୁ ଛାତ୍ର ଜନତା ଦଳର ପୁଇଁନ୍ତଲା ବ୍ଲକର ସଭାପତି ହେଲେ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ହେମନ୍ତ ଛୁରିଆ ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ଭାବେ ନିଯୁକ୍ତି ହେଇଛନ୍ତି । ହେମନ୍ତ ପୁଇଁତଳା ବ୍ଲକରେ ଜଣେ ସମାଜସେବୀ ଭାବେ ସୁପରିଚିତ । ଏହି ଗୁରୁ ଦାୟିତ୍ୱକୁ ମଧ୍ୟ ସୁଚାରୀ ରୂପେ ନିର୍ଵାହ କରିବେ ବୋଲି କହିଥିବା ବେଳେ ବିଜୁ ପରିବାର ତଥା…
Read More...

କୁରୁଲ ରାମଜୀ ଉଚ୍ଚ ବିଦ୍ୟାଳୟ : ପ୍ରାକୃତିକ ଶୋଭାରେ ଉଦାହରଣ ସାଜିଛି

ପୁଇଁ‌ନ୍ତଲା, (କେପିଏନ୍‌ଏସ୍‌) : ପୁଇଁ‌ନ୍ତଲା ‌ବ୍ଲକ କୁରୁଲ ରାମଜୀ ଉଚ୍ଚ ବିଦ୍ୟାଳୟ ସବୁବେଳେ ପ୍ରାକୃତିକ ଶୋଭାରେ ଉଦାହରଣ ହୋଇ ନିଜକୁ ପ୍ରତି‌ଷ୍ଠିତ କରିପାରିଛି ଜିଲ୍ଲାରେ । ଔଷଧୀୟ ଗଛ ବୃକ୍ଷ ତଥା ମଲ୍ଲୀ, ମାଳତୀ, ଟଗର ଆଦି ଫୁଲର ସମ୍ଭାରରେ ସବୁବେଳେ ସୁଗ‌ନ୍ଧିତ ଉଚ୍ଚ ବିଦ୍ୟାଳୟର…
Read More...

ପୁଇଁନ୍ତଳା ବ୍ଲକ କଂଗ୍ରେସର ସାଙ୍ଗଠାନିକ ବୈଠକ

ପୁଇଁନ୍ତଲା: (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟୀ ପକ୍ଷରୁ ବ୍ଲକ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ ପୁନଃଗଠନ ସମ୍ବନ୍ଧୀୟ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରଥମେ…
Read More...

କୁରୁଲ ହାଇସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ଆଜି ଆନୁଷ୍ଠିତ ଭାବେ ଶୁଭାରମ୍ଭ ହୋଇଛି ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ଅଧୀନସ୍ଥ ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲ ଠାରେ । ଅପରାହ୍ନ ୨ଟା ସମୟରେ ବିଦ୍ୟାଳୟର ଉପର ମହଲା ଠାରେ କୋଭିଡ଼-୧୯ ନିୟମାନୁଯାୟୀ ଏକ ସଭାର…
Read More...

ବିଶ୍ୱ ମାନବିକ ଅଧିକାର ଦିବସ ପାଳନ : ‘କୃତୀତ୍ୱ ହିଁ ପ୍ରେରଣାର ଉତ୍ସ’ ଶୀର୍ଷକରେ ଆଲୋଚନା ଚକ୍ର

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ଅବସରରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘କୃତୀତ୍ୱ ହିଁ ପ୍ରେରଣାର ଉତ୍ସ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା…
Read More...

ନିଆରା ଭାବେ ପାଳିତ ହେବ ନରସିଂହ ମିଶ୍ରଙ୍କ ଜନ୍ମଦିନ : ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମରେ ଆସନ୍ତା ୨୩ ତାରିଖରେ ଛତାମଖନାର ସୁପୁତ୍ର ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ୮୧ତମ ଜନ୍ମ ଦିବସ ଉପଲକ୍ଷେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ନରସିଂହ ସେନା” ଦ୍ୱାରା କୋଭିଡ୍…
Read More...

ପୁଇଁନ୍ତଲା ଯୁବ ଡୁମାଲ ପରିଷଦ ପକ୍ଷରୁ ବୈଠକ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଦଶପୁର ଗ୍ରାମଠାରେ ଯୁବ ଡୁମାଲ ପରିଷଦ, ପୁଇଁନ୍ତଲାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିରୋଜ ଥାଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଶପୁର ଚକର ସଭାପତି ହାଡୁ ମହାକୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡୁମାଲ…
Read More...

ବିଲେଇସର୍ଡା ହାଇସ୍କୁଲରେ ହେଲା ମୋ’ ସ୍କୁଲ ଅଭିଯାନ ବୈଠକ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ଅଧ୍ୟକ୍ଷତାରେ ମୋ’ ସ୍କୁଲ ଅଭିଯାନର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ…
Read More...

ଆପ୍‌ ପୁଇଁନ୍ତଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ମାରକ ପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶାରେ ରାଜ୍ୟ ସରକାର ବିଦ୍ୟୁତ୍‌ ଦର ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି । କରୋନା ସଂକ୍ରମଣ କାଳରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଥିବା ବେଳେ ଏହା ବୋଝ ଉପରେ ନଳିତା ବିଡ଼ା ସାଜିଛି । ବିଦ୍ୟୁତ୍‌ ସେବାରେ ସୁଧାର ନଆଣି ସରକାର ଗରିବ…
Read More...

ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ସହ ମାକ୍ସ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଖଲିଆପାଲି ପଂଚାୟତ ଅନ୍ତର୍ଗତ ଫଟକରା ଗ୍ରାମରେ ପଂଚାୟତ କଂଗ୍ରେସ କମିଟି ସଭାପତି ଗୋପଗୋବିନ୍ଦ ଡାଙ୍ଗଙ୍କ ସଭାପତିତ୍ୱରେ ଓ ବ୍ଲକ ସଂଯୋଜକ ଯୁବ ଦଳିତ ନେତା ହରି ନନ୍ଦଙ୍କ ସଂଯୋଜନାରେ କରୋନା ସଚେତନତା ସହ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ…
Read More...