csstore

ଅବସର ଗ୍ରହଣ କଲେ ଲାଇନ୍‌ମେନ୍‌ ଗୌରହରି ସାହୁ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଆର୍‌ଏସି ଗ୍ରୀଡରୁ ଲାଇନ୍‌ମେନ୍‌ ଗୌରହରି ସାହୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଲାଇନ୍‌ମେନ ଶ୍ରୀ ସାହୁଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ଏସ୍‌ଡିଓ କମଲେଶ ପ୍ରଧାନ, ଜେଇ ଗଣେଶ ଚନ୍ଦ୍ର ହାସଡା, ଲାଇନ୍‌ମେନ୍‌ ପବିତ୍ର ଖୁଣ୍ଟିଆ, ପିୟନାଥ ଦଣ୍ଡସେନା, ରମେଶ ସାହୁ, ଶିବ ମିସ୍ତ୍ରୀ, ରିଙ୍କୁ ପ୍ରଧାନ ପ୍ରମୁଖ ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.