Browsing Tag

pib news

ଆରଓବି ପକ୍ଷରୁ ‘କୋଭିଡ ଉପଯୁକ୍ତ ବ୍ୟବହାର’ ଶୀର୍ଷକ ୱେବିନାର

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଆଂଚଳିକ ଜନସମ୍ପର୍କ କାର୍ୟ୍ୟାଳୟ(ଆରଓବି), ଭୁବନେଶ୍ୱର ପକ୍ଷରୁ ‘କୋଭିଡ ଉପଯୁକ୍ତ ବ୍ୟବହାର’ ଶୀର୍ଷକ ଏକ ୱେବିନାର ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା…
Read More...

କୃଷି ଓ ଖାଦ୍ୟ ସଂଗଠନର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫ ଟଙ୍କିଆ ସ୍ମାରକ ମୁଦ୍ରା…

• ବିଶ୍ୱରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବାରେ ଏହି ସଂଗଠନର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା• ନିକଟରେ ବିକଶିତ ହୋଇଥିବା ବାୟୋଫର୍ଟିଫାୟାଡ (ଜୈବ ସମୃଦ୍ଧ) ୧୭ କିସମର ଶସ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କଲେ• ଭାରତରେ ସଂସ୍କାରବାଦୀ କାର୍ୟ୍ୟକ୍ରମ ବିଶ୍ୱ ଖାଦ୍ୟ…
Read More...

ରାଜ୍ୟର ବନ୍ୟା ଏବଂ ପ୍ରବଳ ବର୍ଷା ଜନିତ ପରିସ୍ଥିତି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ, (ପିଆଇବି) : ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିଛନ୍ତି ।"ରାଜ୍ୟର କେତେକ ସ୍ଥାନରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ…
Read More...

ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତରେ ସବୁଠାରୁ କମ୍ ମୃତ୍ୟୁ ହାର

• ଗତ ୧୪ ଦିନ ମଧ୍ୟରେ ୧୧ ଶହରୁ କମ ମୃତ୍ୟୁ• ୨୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ମୃତ୍ୟୁ ହାର ଜାତୀୟ ହାର ଠାରୁ କମ ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସବୁଠାରୁ କମ୍ କୋଭିଡ-୧୯ ଜନିତ ମୃତ୍ୟୁ ହୋଇଛି । ଆଜି ଏହି ସଂଖ୍ୟା ୮୧ ଥିଲା ।ଅକ୍ଟୋବର ୨ରୁ ଗତକାଲି…
Read More...

ସାଂସ୍କୃତିକ ସମାରୋହ ଓ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଏସଓପି ଜାରି

• କୋଭିଡ ମହାମାରୀ ସମୟରେ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ ପାଇଁ ହେବ ସହାୟକ ନୂଆଦିଲ୍ଲୀ, (ପିଆଇବି) : ଗୃହ ମନ୍ତ୍ରଣାଳୟର ଅନଲକ ୫.୦ ଗାଇଡଲାଇନକୁ ଆଧାର କରି ତଥା ସୃଜନଶୀଳ ଉଦ୍ୟୋଗ ଜଗତର ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପରାମର୍ଶ, ପ୍ରସ୍ତାବକୁ ବିଚାର କରିବା ପରେ ଆଜି…
Read More...

ଚାଷୀଙ୍କୁ ବିପୁଳ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବିଜ୍ଞାପିତ ଫଳ ଓ ପନିପରିବାର ରେଳ ପରିବହନ ଭଡ଼ାରେ ୫୦ ପ୍ରତିଶତ…

• ଆମ୍ବ, ପାଚିଲା କଦଳୀ, ପିଜୁଳି, ଲିଚୁ, ଅମୃତଭଣ୍ଡା, ମୌସମ୍ବୀ, କମଳା, କିନୁ, କିୱି, କାଗାଜି ଏବଂ ବିଭିନ୍ନ ପ୍ରକାର ଖଟା ଲେମ୍ବୁ, ସପୁରୀ, ଡାଳିମ୍ବ, ପଣସ, ସେଓ, ପେସ୍ତାବାଦାମ, ଅଁଳା, ନାସ୍‌ପାତି ଆଦି ଫଳ ତଥା ବିନ୍ସ, କଲରା, ବାଇଗଣ, ସିମଳା ଲଙ୍କା, ଗାଜର, ଫୁଲକୋବି, କଞ୍ଚାଲଙ୍କା,…
Read More...

କରୋନା ସଂକ୍ରମଣ ସ୍ଥିତିରେ ଭାରତର ରେକର୍ଡ : ଦୁଇ ଗୁଣ ହେବାକୁ ପ୍ରାୟ ୭୩ ଦିନ ଲାଗିଲା

• ସକ୍ରିୟ ମାମଲା ଆହୁରି ହ୍ରାସ, ଏବେ ମୋଟ ମାମଲାର ପ୍ରାୟ ୧୧%ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଥିବା ବେଳେ ସକ୍ରିୟ ମାମଲାର ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଫଳରେ ସଂକ୍ରମଣ ମାମଲା ଦୁଇଗୁଣ ହେବା ସମୟ ମଧ୍ୟ ବୃଦ୍ଧି ପାଇଛି । ଏହା…
Read More...

୫୭୧୮ କୋଟି ଟଙ୍କାର ‘ଷ୍ଟାର୍ସ’ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

• ସ୍କୁଲ ଶିକ୍ଷାରେ ସୁଧାର ଲାଗି ବିଶ୍ୱ ବ୍ୟାଙ୍କ ସହାୟତାରେ ହେବ କାର୍ୟ୍ୟକାରୀ• ପ୍ରକଳ୍ପରେ ଓଡ଼ିଶା ସମେତ ଛଅଟି ରାଜ୍ୟ ସାମିଲନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ଦେଇଛନ୍ତି :• ବିଶ୍ୱ…
Read More...

ଭାରତ-ଅଷ୍ଟ୍ରେଲିଆ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ଭୂପୃଷ୍ଠ ଓ ଭୂତଳ ଜଳର ସୁପରିଚାଳନା ପାଇଁ ତାଲିମ ପ୍ରଦାନ, ଶିକ୍ଷା ଓ…
Read More...

ପ୍ରଧାନମନ୍ତ୍ରୀ ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ଅବସରରେ ୭୫ ଟଙ୍କା ମୂଲ୍ୟର ସ୍ମାରକ ମୁଦ୍ରା ଜାରି କରିବେ

● ପ୍ରଧାନମନ୍ତ୍ରୀ ସଦ୍ୟ ବିକଶିତ ୮ଟି ଶସ୍ୟର ୧୭ ଜୈବ ସମୃଦ୍ଧ ପ୍ରଜାତି ରାଷ୍ଟ୍ରକୁ ସମର୍ପିତ କରିବେନୂଆଦିଲ୍ଲୀ, (ପିଆଇବି) : ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ)ର ୭୫ ତମ ବାର୍ଷିକୀ ଅବସରରେ ଭାରତ ସହ ଏଫଏଓର ଦୀର୍ଘଦିନର ସମ୍ପର୍କକୁ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ…
Read More...