Browsing Tag

patanagarh news

୧୦ କେଜି କୁଟୁରା ମାଂସ ଜବତ : ୪ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଗ୍ରାମରୁ ୧୦ କେଜି ଜଙ୍ଗଲି କୁଟୁରା ମାଂସ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଲାଠୋର ବନବିଭାଗ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଲାଠୋର ବନବିଭାଗ ପକ୍ଷରୁ ଚଢ଼ାଉ…
Read More...

ସୁଭଦ୍ରା ଭବନଠାରେ ଚାଲିଥିବା ସପ୍ତାହ ବ୍ୟାପୀ ତୁଲସୀ ରାମାୟଣ ପାରାୟଣରେ ଯୋଗ ଦେଲେ ବିଧାୟକ ସରୋଜ ଓ ଏନ୍ଏସି ବିଜେଡି…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ରାହ୍ମପୁରା ସ୍ଥିତ ସୁଭଦ୍ରା ଭବନ ନିକଟସ୍ଥ ଜଗନ୍ନାଥ ମନ୍ଦିରଠାରେ ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ତା ୧୧/୩ରୁ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ତା ୧୨/୩ ଶନିବାର ଫାଲଗୁନ ଶୁକ୍ଲ ଦଶମୀରୁ ପାରାୟଣ ପଠନ ଆରମ୍ଭ ହୋଇ…
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଳକର ଅଧ୍ୟକ୍ଷ ଅଧ୍ୟକ୍ଷା ନିର୍ଦ୍ଵନ୍ଦରେ ନିର୍ବାଚିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ବ୍ଳକର ୩ଟି ବ୍ଲକରେ ଆଜି ଅଧ୍ୟକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଯାଇଛି । ଖପ୍ରାଖୋଲ ନୂତନ ଅଧ୍ୟକ୍ଷା ଭାବରେ ଶ୍ରୀମତୀ ନିରୁପମା ପଟେଲ ନିର୍ବାଚିତ ହୋଇଥିବା ବେଳେ ବେଲପଡା…
Read More...

ଶ୍ରୀମତୀ ଦମୟନ୍ତୀ ନାଏକଙ୍କ ଉଲବା ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ଵ ଗ୍ରହଣ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଉଲବା ପଞ୍ଚାୟତର ଦାୟିତ୍ଵ ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ନାଏକ । ଶ୍ରୀମତୀ ନାଏକ ଲଗାତର ଭାବେ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସେ ଉଲବା ପଞ୍ଚାୟତରେ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Read More...

ପାଢ଼େଲ ସେକ୍‌ସନ୍‌ ବନବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ବିରୋଧରେ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରାକୃତିକ ଓ କୃତ୍ରିମ ଉପାୟରେ ଖରା ଦିନ ଜଙ୍ଗଲରେ ନିଆଁ ଲାଗିଥାଏ । ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇଥିବା ବେଳେ ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ଏକ ମୁଖ୍ୟ କାରଣ ଏଣୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପାଢେଲ ସର୍କଲ ବନବିଭାଗ ପକ୍ଷରୁ ଜଙ୍ଗଲ…
Read More...

ହରିଶଙ୍କରରେ ନେହେରୁ ଯୁବ କେନ୍ଦ୍ର ଓ ଜୟତରୁଣ ଯୁବକ ସଂଘ ପକ୍ଷରୁ ଜଳ ଜାଗରଣ ଅଭିଯାନ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ଜୟତରୁଣ ଯୁବକ ରେଙ୍ଗାଲଜୁରୀ ମିଳିତ ଆନୁକୂଲ୍ୟରେ ଜଳ ସଂରକ୍ଷଣ ଅଭିଯାନ ହରିଶଙ୍କର ସ୍ଥିତ ସିଆର୍‌ସି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରିଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ିଆ ମୁଖ୍ୟ ଅତିଥି,…
Read More...

ଖପ୍ରାଖୋଲ ୱାଇସିଡ଼ିଏ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ୱାଇସିଡ଼ିଏ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୱାଇସିଡ଼ିଏ ବ୍ଲକ ସଂଯୋଜକ ହେମବନ୍ତି ନନ୍ଦନ ବେହେରା, ସହ ସଂଯୋଜକ ଉମେଶ ଗୁପ୍ତା, ଖପ୍ରାଖୋଲ କୃଷକ ପ୍ରୋଡୁସର କମ୍ପାନୀ…
Read More...

ଆଦିବାସୀ ଦିବ୍ୟାଙ୍ଗ ଛାତ୍ରୀ ଅଞ୍ଜୁଙ୍କୁ ରାସନ କାର୍ଡ ପ୍ରଦାନ ପାଇଁ ବ୍ଲକ ପ୍ରଶାସନକୁ ଅନୁରୋଧ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ଗାଁର ଗରିବ ଆଦିବାସୀ ପ୍ରଫୁଲ୍ଲ ବରିହାଙ୍କ ଝିଅ ଅଞ୍ଜୁ ବରିହା ଜନ୍ମରୁ ଦିବ୍ୟାଙ୍ଗ । ହେଲେ ମଧ୍ୟ ଦୃଢ ମନୋବଳ ଯୋଗୁଁ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ବିକଳାଙ୍ଗ ସାର୍ଟିଫିକେଟ୍ ଥିବାରୁ ତାଙ୍କୁ ବିକଳାଙ୍ଗ…
Read More...

ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଚେୟାରମ୍ୟାନ ପଦ ପାଇଁ ୮ ଜଣ ଓ ୫୧ ଜଣ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପାଇଁ ନିର୍ବାଚନ ପକ୍ରିୟା ଆରମ୍ଭ ହୋଇଯାଇଛି । ଶେଷ ଦିନରେ ବିଜେପି, ବିଜେଡି, କଂଗ୍ରେସ ପ୍ରମୁଖ ଦଳମାନେ ନିଜ ପାର୍ଥୀପତ୍ର ଦାଖଲ କରିଛନ୍ତି । ୧୫ ଗୋଟି ୱାର୍ଡ ବିଶିଷ୍ଟ ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପାଇଁ ବିଜେପି, ବିଜେଡି,…
Read More...

କବି ଚତୁର୍ଭୁଜ ସାଆନ୍ତ ସୁରତା ସଭା ଆଭାସୀ ମାଧ୍ୟମରେ ଆୟୋଜିତ

ପାଟଣାଗଡ, (ଗୋରେଖନାଥ ବରିହା) : କୋସଲି ଡେରା ପାଟଣାଗଡ ତରଫରୁ ମହାନ କୋସଲି କବି, ଆଲୋଚକ ତଥା ସଂଗଠକ ଚତୁର୍ଭୁଜ ସାଆନ୍ତଙ୍କ ଜନ୍ମ ଦିନରେ ଏକ ସ୍ମୃତି ସଭା ଗୁଗୁଲ ମିଟରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ସଂଜୟ କୁମାର ମିଶ୍ର ସଂଯୋଜନା କରିଥିଲେ ।…
Read More...