Browsing Tag

patanagarh news

ଜନସାଧାରଣଙ୍କ ସହ ହୋଲି ପର୍ବ ପାଳିଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଥାନ୍ତି ସମସ୍ତେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଆନ୍ତି ଜୀବନର ସବୁ ଦୁଃଖ, କଷ୍ଟ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ ଗୀତରେ । ଏଥିସହ ଭାବର…
Read More...

ବିଜେଡିର ଅଧ୍ୟକ୍ଷା ପ୍ରାର୍ଥନୀ ମାନସୀ ବିଶ୍ଵାଳ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ୱ।ର୍ଡ ନଂ. ୬, ୭ ଓ ୮ରେ ଘରକୁ ଘର…

ପାଟଣାଗଡ଼, (ଗୋରେଖନାଥ ବରିହା) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟଣାଗଡ଼ ପୌର ପରିଷଦ ନିର୍ବାଚନ ପ୍ରଚାର ସେତିକି ଜୋରଦାର ହେବାରେ ଲାଗିଛି । ବିଜୁଜନତା ଦଳ ପକ୍ଷରୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ମାନସୀ ବିଶ୍ଵାଳ ଓ ୱ।ର୍ଡ ନଂ.…
Read More...

ହରିଧ୍ଵନିରେ କମ୍ପିଲା ପାଟଣାଗଡ଼ ସହର : ଦୋଳ ଉତ୍ସବ ଓ ହରିହର ଭେଟ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଦୋଳ ଉତ୍ସବ ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ପାର୍ବଣ । ଏହି ଅବସରରେ ପାଟଣାଗଡ଼ ସହର ତଥା ବିଭିନ୍ନ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ, ରଙ୍ଗର ସହିତ ଦୋଳ ପୂର୍ଣ୍ଣିମା ପର୍ବ…
Read More...

ସୌର ଚାଳିତ ନଳକୂଅ ଅଚଳ : ମରାମତି ପାଇଁ ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା ବଢୁଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଂଚାୟତ ଗୁଡିକକୁ ଦାୟିତ୍ୱ ଦେଇଛନ୍ତି । ହେଲେ ନଳକୂପ ମରାମତି ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା ବଢୁଛି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାଇ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ପଂଚାୟତର ତେନ୍ତୁଳିମୁଣ୍ଡା…
Read More...

ଧଣ୍ଡାମୁଣ୍ଡା ଫଗୁଣ ପୂର୍ଣ୍ଣିମା ମେଳାରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ପର୍ବ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡାଠାରେ ହେଉଥିବା ଫଗୁଣ ପୂର୍ଣ୍ଣିମା ମେଳାଠାରେ ମିଲେଟ ଫୁଡ଼ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ମିଲେଟ ମିଶନ, ବଲାଙ୍ଗିର ଆତ୍ମା, ଏନ୍.ସି.ଡ଼ି.ଏସ୍‌ ଏବଂ ୱାସନ, ୱାଇସିଡ଼ିଏର ମିଳିତ ସହଯୋଗରେ…
Read More...

ବେଆଇନ ଗୋ ଚାଲାଣ ବେଳେ ଗୋରୁ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ ଜବତ ସହ ୪ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପ୍ରାୟ ଦିନ ୩ଟା ସମୟରେ ଖୋଲା ଖୋଲି ଭାବରେ କଣ୍ଟାବାଞ୍ଜିରୁ ପାଟଣାଗଡ଼ ଦେଇ ବେଆଇନ ଗୋ ଚାଲାଣ କରୁଥିବା ୨ ଗୋଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ (ଓଆର୍‌୧୭ଏଚ୍୭୩୭୮ ଏବଂ ଓଡି୦୩ଡବ୍ଳୁ୧୭୬୯)କୁ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ…
Read More...

ଧୂମାଭଟା ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ଵ ଗ୍ରହଣ କଲେ ବନମାଳୀ ନାଏକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବେ ବନମାଳୀ ନାଏକ କାର୍ଯ୍ୟାଳୟରେ ଯୋଗ ଦେବା ସହ ସୂଚାରୁ ରୂପେ ସରପଞ୍ଚ ଦାୟିତ୍ଵ ପାଞ୍ଚ ବର୍ଷ ପାଇଁ ତୁଳାଇବାକୁ ଶପଥ ଗ୍ରହଣ କରିଛନ୍ତି । ଧୂମାଭଟା…
Read More...

ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଦେଉଲଗାଁ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନବନିର୍ବାଚିତ ସମସ୍ତ ସଭ୍ୟ ତଥା ସରପଞ୍ଚଙ୍କୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ନବ ନିର୍ବାଚିତ ସରପଞ୍ଚ ସବିତା ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ…
Read More...

ରାସ୍ତା କଡ଼ରେ ପଡ଼ିରହିଛି ସ୍କୁଟି ଚାଳକଙ୍କ ମୃତଦେହ : ଦୁର୍ଘଟଣା ନାଁ ହତ୍ୟା ସନ୍ଦେହ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିଝାଲ ଗ୍ରାମର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜଣେ ସ୍କୁଟି ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ି ଯିବାରୁ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା…
Read More...

ଗ୍ରାମୀଣ ଦିନଦୟାଲ ଉପାଧ୍ୟାୟ ମାଧ୍ୟମରେ ଯୁବକ ଯୁବତୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଶିବିର ମେଳା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ବେଲପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଡିଡିୟୁ ଜିକେଓ ସିକ୍ୟୁରିଟି ଗାର୍ଡ ପାଇଁ ଯୁବକ ଯୁବତୀକୁ ନେଇ ଏକ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ଯୁବକ ଯୁବତୀମାନେ ଉପସ୍ଥିତ ଥିଲେ ।…
Read More...