Browsing Tag

patanagarh news

ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ମାରାଥନ୍ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ୍‌ର ଗମ୍ଭାରୀ ପଞ୍ଚାୟତରେ ଭତ୍ତା ବଣ୍ଟନ ସାଙ୍ଗକୁ ଦର୍ଲିପାଲିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର…
Read More...

ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ପାଟଣାଗଡ଼ ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା

ବାସ୍ତବରେ ବ୍ରାହ୍ମଣ ଷୋଡ଼ଶ ସଂସ୍କାରବାଦୀ ଓ ମାନବ ସମାଜ ମଧ୍ୟରେ ଶ୍ରେଷ୍ଠ, ନିଜର ବୁଦ୍ଧି ବିବେକର ଉପଯୋଗ କରି ସମାଜକୁ ଆଗକୁ ନେବା ସହ ଶ୍ରେଷ୍ଠ ସମାଜ ଗଠନ କରିବାରେ ଭୂମିକା ନେବା ଆବଶ୍ୟକ : ବ୍ରାହ୍ମଣ ଏକତା ମଞ୍ଚ ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ରେ ବ୍ରାହ୍ମଣ ଏକତା…
Read More...

ବ୍ରହ୍ମପୁରା ସ୍କୁଲ ସମ୍ମୁଖରୁ ୨ଟି ଷ୍ଟ୍ରିଟ ଲାଇଟ ଚୋରି ନେଇ ଥାନାରେ ଏତଲା ଦେଲେ ଯୁବ ପତ୍ରକାର ସଂଘର ସମ୍ପାଦକ ବିମଳ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଭିନ୍ନ ଏକ ଚୋରି ମାମଲା ଦାୟର ହୋଇଛି ଆଜି ପାଟଣାଗଡ ଥାନାରେ । ମାମଲା ହେଉଛି ୨ଟି ଷ୍ଟ୍ରିଟ ଲାଇଟ ଚୋରି । ଏହି ମାମଲା ଦୟାର କରିଛନ୍ତି ପାଟଣାଗଡର ଯୁବ ପତ୍ରକାର ସଂଘର ସମ୍ପାଦକ ବିମଳ କୁମାର ବାଗ । ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ଘଡ଼ଘଡ଼ି, ପବନ ସହ…
Read More...

ଜୁରିଆରେ ଜୟ କିଷାନ କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ମୁଠିଛୁଆଁ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତର ଜୁରିଆ ଗ୍ରାମରେ ରୀତିନୀତି ଅନୁସାରେ ଜୟ କିସାନ କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଠିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ବ…
Read More...

ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଗେର୍ଡା ପଞ୍ଚାୟତ ସରପଞ୍ଚ ରଶ୍ମିତା ମଲ୍ଲିକ : ତିନି ଖଣ୍ଡ ଗାଁ ମଝିରେ…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଗେର୍ଡା ପଞ୍ଚାୟତର ସରପଞ୍ଚ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି । ଗେର୍ଡା ପଞ୍ଚାୟତର ତିନୋଟି ଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ ଦୂରରେ ଅବସ୍ଥାପିତ ତେଣୁ ନିର୍ବାଚନ ସମୟରେ ସେଇ ଗାଁ ଅଂଚଳର ଲୋକେ ସେମାନେ ପାଉଥିବା…
Read More...

ଯୋଗିନୀ ଉତ୍ସବ ‘ଝରିଏଲ୍’ ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "କଳାଶ୍ରୀ ଆର୍ଟ ଏକାଡେମୀ" ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ତମ ସର୍ବଭାରତୀୟ ଯୋଗିନୀ ମହୋତ୍ସବ "ଝରିଏଲ୍" ରାଜ୍ୟର ଏକାଧିକ ସ୍ଥାନରେ ଅନୁଷ୍ଠିତ ହେଉଛି । ଗତ ତା୦୧/୦୫/୨୦୨୨ ରବିବାର…
Read More...

ପତ୍ନୀର ବାହାଘର ରୋକିବା ପାଇଁ ପୁଅକୁ ଧରି ଥାନାର ଦ୍ଵାରସ୍ଥ ହେଲେ ସ୍ୱାମୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପତ୍ନୀର ବାହାଘର ରୋକିବା ପାଇଁ ପିଲାକୁ ଧରି ଥାନାର ଦ୍ଵାରସ୍ଥ ହେଲେ ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଗ୍ରାମରେ । ଅଭିଯୋଗ ଅନୁସାରେ ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଗ୍ରାମର ପିତବାସ ମାଝୀ ଗତ…
Read More...

୧୫ ଦିନ ହେଲା ଜିଓ ଇଣ୍ଟରନେଟ୍‌ ସେବା ବନ୍ଦ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବେନକେରା ଗାଁରେ ଥିବା ଏକ ଜିଓ ଟାୱାର ପ୍ରାୟ ୧୫ଦିନ ହେବ ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି । ଯାହାଫଳରେ ଅନ୍-ଲାଇନ କାମ, ଅନ୍ ଲାଇନ୍ ଶିକ୍ଷାଦାନ, ଏଣ୍ଟରନେଟ କାମ ବନ୍ଦ ହୋଇଯାଇଥିବା ବେଳେ ନାହିଁ ନଥିବା ଅସୁବିଧାର…
Read More...

ଖପ୍ରାଖୋଲରେ ତାଲୁକା ଆଇନ୍ ସେବା ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ : ଶ୍ରମିକଙ୍କ ସୁରକ୍ଷା ନେଇ ଆଲୋକପାତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ପାଟଣାଗଡ ତାଲୁକ ଆଇନ ସେବା କମିଟି ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ରବିବାର ପାଳିତ ହୋଇଯାଇଛି । କମିଟି ସଦସ୍ୟ ଆଇନଜୀବୀ ଭକ୍ତରାମ୍ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଚଙ୍ଗରିଆ ପାଞ୍ଚଛକରେ କୋଶଲ ମୁକ୍ତି ମୋର୍ଚ୍ଚାର ରାଜ୍ୟସ୍ତରୀୟ ସମାବେଶ

ଅଲଗା କୋଶଲ ରାଜ୍ୟ ଗଠନ ଦାବୀରେ ବିଧାନସଭା ଓ ଲୋକସଭା ଘେରାଉ କରିବା ନିଷ୍ପତ୍ତି ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପାଟଣେଶ୍ୱରୀ କଲେଜ ନିକଟସ୍ଥ ପାଞ୍ଚ ଛକ ଠାରେ କୋଶଲ ମୁକ୍ତି ମୋର୍ଚ୍ଚା ଆହ୍ୱାନ କ୍ରମେ ଚଙ୍ଗରିଆ ପଞ୍ଚାୟତ ସରପଞ୍ଚ ସୁଶୀଲ କୁମାର ଗୁରୁଙ୍କ…
Read More...