Browsing Tag

patanagarh news

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ପାଟଣାଗଡ଼ ସିଟିଜେନ କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ମତେ ଆଜ୍ଞା ନୁହେଁ, ଭାଇ ବୋଲି ସମ୍ବୋଧନ କଲେ ମୁଁ ବହୁତ ଖୁସି ହେବି । ମୁଁ ରାଜ୍ୟସଭା ସାଂସଦ ହେଲେ ବି କମିଟିର ଜଣେ ସଦସ୍ୟ, ପାଟଣାଗଡ଼ ସହରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରିବି : ଶ୍ରୀ ବିଶି ପାଟଣାଗଡ଼, (ଗୋରେଖନାଥ ବରିହା) : ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ
Read More...

ବିଲାଇସାଥୀ ଗ୍ରାମରେ ବଜ୍ରାଘାତ ଯୋଗୁଁ ତିନି ଜର୍ସି ଗାଈ ମୃତ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବିଲାଇସାଥୀ ଗ୍ରାମରେ ଗତକାଲି ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ଝଡ ତୁଫାନ ଘଡଘଡିରେ ଗ୍ରାମର ତେନ୍ତୁଳି ଗଛ ତଳେ ତିନି ଜର୍ସି ଗାଈ ରହିଥିବା ବେଳେ ହଠାତ୍ ବଜ୍ରପାତ ଯୋଗୁଁ ତିନି ଜର୍ସି ଗାଈଙ୍କ ଗଛ ତଳରେ ହିଁ ମୃତ୍ୟୁ ଘଟିଥିଲା । ଉକ୍ତ ଗାଈ
Read More...

ବଥର୍ଲାରେ ଅମୃତ ସରୋବର ଉଦ୍‌ଘାଟିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ବଥର୍ଲା ଗ୍ରାମରେ ଅମୃତ ସରୋବର ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଗ୍ରାମରେ ଥିବା ଲଛିନ୍ଦ୍ର ପୋଖରୀର ଉନ୍ନତିକରଣ କରାଯାଇ ଏହାକୁ ଅମୃତ ସରୋବରରେ ରୂପାନ୍ତରୀତ କରାଯାଇଛି । ବଥର୍ଲା ସରପଞ୍ଚ କବିତାଞ୍ଜଳି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ
Read More...

ପୂଣ୍ୟତୀର୍ଥ ହରିଶଙ୍କର ପୀଠରେ ମଦ ପିଇବାକୁ ବାରଣ କରିବାରୁ ଗଣ୍ଡଗୋଳ : ୧୦ ଥାନାରେ ଅଟକ

ପୋଲିସ ମୁତୟନ କରିବାକୁ ପର୍ଯ୍ୟଟକ ମାନଙ୍କ ସହ ସର୍ବ ସାଧାରଣରେ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପୂଣ୍ୟତୀର୍ଥ ହରିଶଙ୍କର ପୀଠରେ ମଦ ପିଇବାକୁ ବାରଣ କରିବାରୁ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନରେ କିଛି ଯୁବକ ଝରଣା କୂଳରେ ମଦ ପିଉଥିବା ବେଳେ
Read More...

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପାଟଣାଗଡ଼ ଏନ.ଏ.ସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟସଭା ସାଂସଦ ଭାବରେ ନିରଞ୍ଜନ ବିଶି ମନୋନୀତ ହେବା ପରେ ପାଟଣାଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅନୁନ୍ନତ ଅଞ୍ଚଳ, ଦାଦନ ପ୍ରବଣ ଅଞ୍ଚଳ, ମରୁଡ଼ି ପ୍ରବଣ ଅଞ୍ଚଳ, ଆଦିବାସୀ ଅଞ୍ଚଳ ତଥା ଗାଉଁଲି ମଫସଲ ଗାଁରୁ ଆସ୍ଥା ପ୍ରକଟ କରି ଜଣେ ଗରିବ
Read More...

ବେହେରାମୁଣ୍ଡାରେ ବିଂଝାଲ ସମାଜର ସଚେତନତା ବୈଠକ

ବିଂଝାଲ ସମାଜର ସାମାଜିକ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ନିଷ୍ପତ୍ତି ପାଟଣାଗଡ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ବେହେରାମୁଣ୍ଡା ଗ୍ରାମରେ ସର୍ବଭାରତୀୟ ବିଂଝାଲ ସମାଜର ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବେଲପଡା
Read More...

ବର୍ହାମୁଣ୍ଡାରେ ବିରାଟ ପର୍ବ ଉତ୍ସାହ ଉଦ୍ଦୀପନା ସହ ଉଦ୍‌ଯାପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ବର୍ହାମୁଣ୍ଡା ଗ୍ରାମରେ ଜୁନ୍‌ ତା୧୦/୬ ରୁ ୧୨/୬ ପର୍ଯ୍ୟନ୍ତ ତିନି ଦିନ ଧରି ବିରାଟ ପର୍ବ ପାଳିତ ହେଉଥିବା ବେଳେ ଆଜି ଉଦ୍‌ଯାପିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ ସହ ପୂଜାର୍ଚ୍ଚନା
Read More...

ଲାଠୋର ରେଞ୍ଜ ବନବିଭାଗ ପକ୍ଷରୁ ସାମଗ୍ରୀ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆମ ଜଙ୍ଗଲ ଯୋଜନାରେ ବଲାଙ୍ଗିର ଜିଲ୍ଲା ବନ ବିଭାଗ ପକ୍ଷରୁ ପ୍ରବେଶ ବିନ୍ଦୁ କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତିମାନଙ୍କୁ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ସକାଶେ ସହଯୋଗ ପ୍ରଦାନ କରାଯାଉଛି । ଏହି ଯୋଜନାରେ ଲାଠୋର ରେଞ୍ଜ ଅନ୍ତର୍ଗତ ଝଙ୍କାରପାଲି,
Read More...

କୋଶଳ ମୁକ୍ତି ମୋର୍ଚ୍ଚାର ସାଂଗଠନିକ ବୈଠକ

ବାଳିପଟା ଗାଁର ଉଇହୁଙ୍କା ଘରେ ରହୁଥିବା ଦୁଃଖଦେଇ ବିଶିଙ୍କ ଘରଠାରୁ ବଲାଙ୍ଗିର ପର୍ଯ୍ୟନ୍ତ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପଦଯାତ୍ରା କରିବାକୁ ନିଷ୍ପତ୍ତି ପାଟଣାଗଡ଼, (ଗୋରେଖନାଥ ବରିହା) : କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ଼ ପକ୍ଷରୁ ସାଂଗଠନିକ ବୈଠକ ନୁନହାଡଠାରେ ଅନୁଷ୍ଠିତ
Read More...

ଦେଦର୍ହରେ ସର୍ବ ଭାରତୀୟ ବିଂଝାଲ ସମାଜର ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ

ସମାଜର ଉନ୍ନତି ପାଇଁ ସାମୁହିକ ଶକ୍ତିର ଆବଶ୍ୟକସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗ୍ରାମର ଶିବ ମନ୍ଦିର ପାଖ ବରଗଛ
Read More...