Browsing Tag

patanagarh news

ଆଡ୍‌ଭୋକେଟ୍‌ ଚିନ୍ତାମଣି ରାଉତଙ୍କ ମାତୃ ବିୟୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସରମୁହାଣ ନିବାସୀ ଆଡ୍‌ଭୋକେଟ୍‌ ଚିନ୍ତାମଣି ରାଉତଙ୍କ ମାତା ସୁଶୀଳା ରାଉତ ଗତ କାଲି ସନ୍ଧ୍ୟା ୫ଟା ୧୨ରେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଝିଅ ଗେଲମତି ପଟେଲ୍, ବେଲ ପଟେଲ୍,
Read More...

୨୫ ବର୍ଷ ପୂର୍ତ୍ତିରେ ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜୁ ଜନତା ଦଳ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ପ୍ରେରଣାରେ ବିଧାୟକଙ୍କ ପ୍ରତିନିଧି ଗଣେଶ କୁମ୍ଭାରଙ୍କ
Read More...

କର୍ପୂରଙ୍କ ସହ ଫଟୋ ହୋଇ କାମ ସାରିଦେଲା ପ୍ରଶାସନ : ଦୁଃଖ ବୁଝିବାକୁ କାହାରୀ ଆନ୍ତରିକତା ନାହିଁ, ଦେବଦୂତ ସାଜି…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ରାମପୁର ସ୍ଥିତ ଏକ ନିଛାଟିଆ ସ୍ଥାନରେ ଅଭିଶପ୍ତ ଜୀବନ କାଟୁଥୁବା ୭୦ ବର୍ଷିଞ କର୍ପୂର ପୁଟେଲଙ୍କ ଦୁଃଖ ବୁଝିବାକୁ କାହାରି ଆନ୍ତରିକତା ନାହିଁ । ବର୍ଷ ବର୍ଷ ଧରି ଏମିତି ଅଭିଶପ୍ତ ଜୀବନ କାଟୁଥୁଲେ ମଧ୍ୟ ନା ପ୍ରାସଶନିକ ଅଧିକାରୀ ନା ରାଜନେତାଙ୍କ
Read More...

ପୋଖରୀରେ ବୁଡି ୧୧ ବର୍ଷର ନାବାଳକ ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ମୁରିବାହାଲ ଥାନା ଅଞ୍ଚଳରେ ୧୧ ବର୍ଷର ନାବାଳକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଖବର ମିଳିଛି । ମୃତ ନାବାଳକ ସ୍ୱର୍ଗତ ଚିତ୍ର ନିଆଲଙ୍କ ପୁଅ ଧନି ନିଆଲ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଧନି ନିଆଲ ଶନିବାର ଦିନ ସେହି ଗ୍ରାମର କେତେଜଣ ପିଲାଙ୍କ
Read More...

ଖପ୍ରାଖୋଲର ଦୁଇ ହାଇସ୍କୁଲ ସର୍ବୋଦୟ ନୋଡାଲ ବିଦ୍ୟାପୀଠ ଲୁହାସିଂହା ଓ ରେଙ୍ଗାଲି ହରିଶଙ୍କର ଉଚ୍ଚ ବିଦ୍ୟାଳୟ ଯୁକ୍ତ…

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଉଚ୍ଚ ଶିକ୍ଷାର ବିକାଶ ଦିଗରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ହାଇସ୍କୁଲ ଗୁଡ଼ିକୁ ଯୁକ୍ତ ୨କୁ ଉନ୍ନୀତ କରିଥିବା ସୂଚନା ମିଳିଛି । ସରକାର ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୫୭ଟି ହାଇସ୍କୁଲରେ ଯୁକ୍ତ ଦୁଇ
Read More...

ବଞ୍ଜାରି ମହିମା ଆଶ୍ରମରେ ହଳଦିଆ ତୈଳିକ ସମାଜର ବୈଠକ ଅନୁଷ୍ଠିତ : ନୂତନ ହଳଦିଆ ତେଳି ଜୁଆନ କୁଟୁମର କମିଟି ଗଠନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବଞ୍ଜାରି ମହିମା ଆଶ୍ରମ ପ୍ରାଙ୍ଗଣଠାରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୈଳିକ ବୈଶ୍ୟ ସମାଜର ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମାଜର ଆହ୍ୱାନ କ୍ରମେ
Read More...

ମିଳୁନି ସାର, କୃଷି ବିଭାଗର ମିଲି ଭଗତରେ ଚାଢାଦରରେ ବିକ୍ରି କରି ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ : ସାଧାରଣରେ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡର ପାଟଣାଗଡ଼, ବେଳପଡା, ଖପ୍ରାଖୋଲ ଆଦି ତିନୋଟି ବ୍ଲକରେ ୟୁରିଆ ସାରର କଳାବଜାରୀ ବଢିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପ୍ରତିବର୍ଷ ଖରିଫ ଋତୁ ପୂର୍ବରୁ ରାଜ୍ୟ ସରକାର ସାରର ଅଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି ।
Read More...

ବାଇକ୍ ଚୋରି ଉଦ୍ୟମ କରୁଥିବା ଚୋରକୁ କାବୁ କରି ପୋଲିସରେ ଜିମା ଦେଲେ ଗାଁ ଲୋକେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଚୋରମୁଣ୍ଡା ଗ୍ରାମ ନିକଟ ରେଳୱେ ଫାଟକ ପାଖରେ ବାପା ଓ ପୁଅଙ୍କୁ ମାରପିଟ କରି ହାତରୁ ବାଇକ ଛଡାଇ ଛୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ସମୟରେ ବାପ ପୁଅ ଚୋର ଚୋର ବୋଲି ଚିତ୍କାର କଲା ପରେ ଚୋରମୁଣ୍ଡା
Read More...

ଘସିଏନ ପ୍ରାଥମିକ ବିଦ୍ୟାଳୟରେ ଲହଡି ମାରୁଛି ବର୍ଷା ଜଳ : ଅବ୍ୟବସ୍ଥାରେ ଅନ୍ୟ ସ୍କୁଲରେ ପିଲାଙ୍କ ପାଠପଢା ଚାଲିଥିବା…

ପାଟଣାଗଡ଼, (ଗୋରେଖନାଥ ବରିହ।) : ପାଟଣାଗଡ଼ ବ୍ଲକ ଘସିଏନ ପଞ୍ଚାୟତ ଘସିଏନ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷା ଜଳ ଲହଡୀ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ସ୍କୁଲରେ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ
Read More...

ପାଟଣାଗଡ ଅତିରିକ୍ତ ଜିଲ୍ଲାପାଳ କ୍ଷୀରୋଦ୍ର ଚନ୍ଦ୍ର ସାହୁଙ୍କ ମରୁଆଁ ପଞ୍ଚାୟତ ପରିଦର୍ଶନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅତିରିକ୍ତ ଜିଲ୍ଲାପାଳ କ୍ଷୀରୋଦ୍ର ଚନ୍ଦ୍ର ସାହୁ ଆଜି ମରୁଆଁ ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଗ୍ରାମାଞ୍ଚଳରେ ବିଭିନ୍ନ ସରକାରୀ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ ହୋଇ ଲୋକେ ଉପକୃତ ହୋଇପାରଛନ୍ତି ତାହା ଲୋକଙ୍କୁ ପଚାରି ବୁଝିଥିଲେ । ଏଥିସହ
Read More...