Browsing Tag

patanagarh news

ପୋଖରୀରେ ବୁଡି ୧୧ ବର୍ଷର ନାବାଳକ ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ମୁରିବାହାଲ ଥାନା ଅଞ୍ଚଳରେ ୧୧ ବର୍ଷର ନାବାଳକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଖବର ମିଳିଛି । ମୃତ ନାବାଳକ ସ୍ୱର୍ଗତ ଚିତ୍ର ନିଆଲଙ୍କ ପୁଅ ଧନି ନିଆଲ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଧନି ନିଆଲ ଶନିବାର ଦିନ ସେହି ଗ୍ରାମର କେତେଜଣ ପିଲାଙ୍କ…
Read More...

ଖପ୍ରାଖୋଲର ଦୁଇ ହାଇସ୍କୁଲ ସର୍ବୋଦୟ ନୋଡାଲ ବିଦ୍ୟାପୀଠ ଲୁହାସିଂହା ଓ ରେଙ୍ଗାଲି ହରିଶଙ୍କର ଉଚ୍ଚ ବିଦ୍ୟାଳୟ ଯୁକ୍ତ…

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଉଚ୍ଚ ଶିକ୍ଷାର ବିକାଶ ଦିଗରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ହାଇସ୍କୁଲ ଗୁଡ଼ିକୁ ଯୁକ୍ତ ୨କୁ ଉନ୍ନୀତ କରିଥିବା ସୂଚନା ମିଳିଛି । ସରକାର ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୫୭ଟି ହାଇସ୍କୁଲରେ ଯୁକ୍ତ ଦୁଇ…
Read More...

ବଞ୍ଜାରି ମହିମା ଆଶ୍ରମରେ ହଳଦିଆ ତୈଳିକ ସମାଜର ବୈଠକ ଅନୁଷ୍ଠିତ : ନୂତନ ହଳଦିଆ ତେଳି ଜୁଆନ କୁଟୁମର କମିଟି ଗଠନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବଞ୍ଜାରି ମହିମା ଆଶ୍ରମ ପ୍ରାଙ୍ଗଣଠାରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୈଳିକ ବୈଶ୍ୟ ସମାଜର ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମାଜର ଆହ୍ୱାନ କ୍ରମେ…
Read More...

ମିଳୁନି ସାର, କୃଷି ବିଭାଗର ମିଲି ଭଗତରେ ଚାଢାଦରରେ ବିକ୍ରି କରି ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ : ସାଧାରଣରେ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡର ପାଟଣାଗଡ଼, ବେଳପଡା, ଖପ୍ରାଖୋଲ ଆଦି ତିନୋଟି ବ୍ଲକରେ ୟୁରିଆ ସାରର କଳାବଜାରୀ ବଢିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପ୍ରତିବର୍ଷ ଖରିଫ ଋତୁ ପୂର୍ବରୁ ରାଜ୍ୟ ସରକାର ସାରର ଅଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି ।…
Read More...

ବାଇକ୍ ଚୋରି ଉଦ୍ୟମ କରୁଥିବା ଚୋରକୁ କାବୁ କରି ପୋଲିସରେ ଜିମା ଦେଲେ ଗାଁ ଲୋକେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଚୋରମୁଣ୍ଡା ଗ୍ରାମ ନିକଟ ରେଳୱେ ଫାଟକ ପାଖରେ ବାପା ଓ ପୁଅଙ୍କୁ ମାରପିଟ କରି ହାତରୁ ବାଇକ ଛଡାଇ ଛୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ସମୟରେ ବାପ ପୁଅ ଚୋର ଚୋର ବୋଲି ଚିତ୍କାର କଲା ପରେ ଚୋରମୁଣ୍ଡା…
Read More...

ଘସିଏନ ପ୍ରାଥମିକ ବିଦ୍ୟାଳୟରେ ଲହଡି ମାରୁଛି ବର୍ଷା ଜଳ : ଅବ୍ୟବସ୍ଥାରେ ଅନ୍ୟ ସ୍କୁଲରେ ପିଲାଙ୍କ ପାଠପଢା ଚାଲିଥିବା…

ପାଟଣାଗଡ଼, (ଗୋରେଖନାଥ ବରିହ।) : ପାଟଣାଗଡ଼ ବ୍ଲକ ଘସିଏନ ପଞ୍ଚାୟତ ଘସିଏନ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷା ଜଳ ଲହଡୀ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ସ୍କୁଲରେ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ…
Read More...

ପାଟଣାଗଡ ଅତିରିକ୍ତ ଜିଲ୍ଲାପାଳ କ୍ଷୀରୋଦ୍ର ଚନ୍ଦ୍ର ସାହୁଙ୍କ ମରୁଆଁ ପଞ୍ଚାୟତ ପରିଦର୍ଶନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅତିରିକ୍ତ ଜିଲ୍ଲାପାଳ କ୍ଷୀରୋଦ୍ର ଚନ୍ଦ୍ର ସାହୁ ଆଜି ମରୁଆଁ ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଗ୍ରାମାଞ୍ଚଳରେ ବିଭିନ୍ନ ସରକାରୀ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ ହୋଇ ଲୋକେ ଉପକୃତ ହୋଇପାରଛନ୍ତି ତାହା ଲୋକଙ୍କୁ ପଚାରି ବୁଝିଥିଲେ । ଏଥିସହ…
Read More...

ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ଜୟ ତରୁଣ ଯୁବକ ରେଙ୍ଗାଲଜୁରୀ ସଂଘ ପକ୍ଷରୁ ପ୍ରକାଣ୍ଡ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ରେଙ୍ଗାଲଜୁରୀଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ରେଙ୍ଗାଲଯୁରୀ ଜୟ ତରୁଣ ଯୁବକ ସଂଘଙ୍କ ମିଳିତ ଆନ୍ୟୁକୂଲ୍ୟରେ ବାଙ୍କୋଡୋ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଶନିବାର ପ୍ରକାଣ୍ଡ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ପାଟଣାଗଡରେ ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଗଡଭିତର ସ୍ଥିତ ପାଟଣେଶ୍ଵରୀ ଉତ୍ସବ ଭବନଠାରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ନଗର ସଭାପତି ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରତୀୟ ଜନତା ଦଳର ଜିଲ୍ଲା ସଭାପତି…
Read More...

ଖପ୍ରାଖୋଲ ୧୮୯ ବାଟାଲିୟନ ସିଆର୍‌ପିଏଫ୍ ପକ୍ଷରୁ ସଂଯୁକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଆରଚେରି ଖେଳ ପଡିଆର ସ୍ଥାନରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍ ଦ୍ୱାରା ଆୟୋଜିତ୍ ହୋଇଥିବା ସଂଯୁକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖପ୍ରାଖୋଲ ୧୮୯ ବାଟାଲିୟନ…
Read More...