Browsing Tag

patanagarh news

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁସା ପଂଚାୟତ ଭଇଁସା ଗାଁରେ ପାଣିର ସମସ୍ୟା ଦୀର୍ଘଦିନ ହେଲା ଲାଗିରହଛି । ଏହି ବିଷୟରେ ଅନେକ ଥର ବ୍ଲକ ପ୍ରଶାସନକୁ ଜଣାଯାଇଥିଲା ହେଲେ କିଛି ସୁଫଳ ମିଳି ନଥିବାରୁ ପାନୀୟ ଜଳ ସମସ୍ୟାକୁ ନେଇ ପାଟଣାଗଡ…
Read More...

ଘସିଏନ୍‌ର ସୁବୁଦ୍ଧି ଭାଇନାଙ୍କ ହୃଦ୍‌ଘାତରେ ପରଲୋକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଘସିଏନ୍‌ର ସୁଦର୍ଶନ ସୁବୁଦ୍ଧି(୬୫)ଙ୍କ ଆଜି ଅପରାହ୍ନ ୨ଟା ସମୟରେ ହୃଦ୍‌ଘାତରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ଅଂଚଳରେ ସେ ସୁବୁଦ୍ଧି ଭାଇନା ଭାବରେ ବେଶ୍‌ ପରିଚିତ ଥିଲେ । ଲୋକଙ୍କୁ ସେବା ଯୋଗାଇବା ହିଁ ତାଙ୍କର ମୂଳ ଲକ୍ଷ୍ୟ ରହିଥିଲା । ସରକାରୀ…
Read More...

ଯୁବ ସମାଜସେବୀ ସଂଜୀବ ପାଢ଼ୀ ଚାଲିଗଲେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଘସିଏନ୍‌ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଛାତ୍ର ଯୁବ ସମାଜସେବୀ ସଂଜୀବ କୁମାର ପାଢ଼ୀ(୨୧)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦାନାମାଲ ଗ୍ରାମ ନିବାସୀ ସ୍ୱର୍ଗତ ସଂଜୀବ କରୋନା ପ୍ରତି ସଚେତନ ରହିବାକୁ ତାଙ୍କ ଅଂଚଳର ଲୋକଙ୍କୁ…
Read More...

ଲୋଇସିଂହା ବ୍ଳକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲା ସଭାପତିଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଲୋଇସିଂହା ସ୍ଥାନୀୟ ଆଦିବାସୀ କଲ୍ୟାଣ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ‌ଲୋଇସିଂହା ବ୍ଳକ ଶାଖା ଏବଂ ଅଖିଳ ଭାରତୀୟ ଗୋଣ୍ଡୱ।ନାଁ ଗଣ୍ଡ ମହାସଭାର ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ବିଶିଷ୍ଟ ଆଦିବାସୀ ନେତା ତଥା ବଲାଙ୍ଗିର ଜିଲ୍ଲା ଆଦିବାସୀ…
Read More...

ଆଦର୍ଶ ଶିକ୍ଷକ ଶଶିକାନ୍ତ ମୁନାଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ବାଘମୁଣ୍ଡ ପଞ୍ଚାୟତ ବାଘମୁଣ୍ଡ ଗ୍ରାମର ଆଦର୍ଶ ଶିକ୍ଷକ ଶଶିକାନ୍ତ ମୁନାଙ୍କ ଆଜି ଘସିଏନ ହସ୍ପିଟାଲରେ ଦେହାନ୍ତ ହୋଇଥିବା ସୁଚନା ମିଳିଛି । ସୁଚନା ଅନୁସାରେ ସ୍ଵର୍ଗତ ଶଶିକାନ୍ତ ମୁନା ଆଜି ସକାଳେ ଘରେ ବେହୋସ୍ ହୋଇ ପଡ଼ି ଯାଇଥଲେ । ତାଙ୍କୁ…
Read More...

ଜନସେବାରେ ସମର୍ପିତ ଆଦିବାସୀଙ୍କ ଆବାଜ ବ୍ରଜକିଶୋର ସିଂ ଭୋଇଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ବ୍ଳକ ଶାଖା ତରଫରୁ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ବର୍ଷିଆନ ଆଦିବାସୀ ମସିହା ସଂଘର ଜିଲ୍ଲା ସଭାପତି ‌ସ୍ୱର୍ଗତ ବ୍ରଜକିଶୋର ସିଂଭୋଇଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା…
Read More...

ପୁଣି ମୁଣ୍ଡ ନେଲା କରୋନା : ସାହିତ୍ୟିକ ନରୋତ୍ତମ ସାହୁ ଆଉ ନାହାନ୍ତି

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବ. ସଂଗଠକ, ସାହିତ୍ୟିକ ନରୋତ୍ତମ ସାହୁ(୬୫) ଆଉ ନାହାନ୍ତି । ପାଟଣାଗଡ଼ ଅଂଚଳରେ ସେ ଜଣେ ବିଶେଷ ଜଣାଶୁଣା ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । କିଛି ଦିନ ହେଲା ସେ କରୋନା ସଂକ୍ରମିତ ହୋଇ ବୁର୍ଲା…
Read More...

ଆଦିବାସୀ ଯବାନ ଜଗବନ୍ଧୁ ଯାନୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ରିଜର୍ଭ ପୋଲିସ ସରଜେଣ୍ଟ ନିଲମ୍ବିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ଆର୍ମଡ଼ ପୋଲିସ ଫୋର୍ସ କଳାହାଣ୍ଡିରେ କାର୍ୟ୍ୟରତ ଜଣେ ଆଦିବାସୀ ଯବାନ ଜଗବନ୍ଧୁ ଯାନୀ(୩୫)ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଯୁକ୍ତ ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ବ୍ୟାରେକର ସରଜେଣ୍ଟ ଖଗେଶ୍ୱର…
Read More...

ଦୁଇ ଝିଅଙ୍କୁ ଛାଡ଼ି ପ୍ରେମିକ ସହ ମା’ ଚଂପଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ ଆଗରେ ମା'ର ସ୍ନେହ, ମମତା ବଳି ପଡିଗଲା। ଭୁଲିଗଲା ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ଶିଶୁମାନଙ୍କୁ । ଭୁଲିଗଲା ଛୁଆଙ୍କ ସ୍ନେହବୋଳା ମା' ଡାକ । ସବୁ ତୁଛ ହୋଇଛି ପ୍ରେମ ଆଗରେ । ଶେଷରେ ପ୍ରେମିକ ସହ ଚଂପଟ ମାରିଛି ଜଣେ ମା' । ଏଭଳି ଏକ…
Read More...

ଉଦ୍ୟାନ ବିଭାଗ ଅବସରପ୍ରାପ୍ତ ପିଅନ ବସୁଦେବ ବାଗଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଧୁବଲପଡା ପଞ୍ଚାୟତ ଭାଲୁଜୁରି ଗ୍ରାମର ଉଦ୍ୟାନ ବିଭାଗର ଅବସରପ୍ରାପ୍ତ ପିଅନ ବାସୁଦେବ ବାଗ(୭୭)ଙ୍କ ପରଲୋକ ହୋଇଯାଇଛି । ସ୍ବର୍ଗତ ବାଗ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଡାକ୍ତରଖାନାରେ ଚିକିତ୍ସାଧୀନ…
Read More...