Browsing Tag

patanagarh news

ବ୍ରହ୍ମକୁମାର ବ୍ୟାସଦେବ ପ୍ରଧାନଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବ୍ରହ୍ମକୁମାର ବ୍ୟାସଦେବ ପ୍ରଧାନ(୫୬)ଙ୍କ ଆଜି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଥିବା ଜଣାପଡ଼ିଛି । ତାଙ୍କ ନିକଟ ସଂପର୍କୀୟଙ୍କ ଅନୁସାରେ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ।…
Read More...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ଉପସଭାପତି କିଶୋର ପରିଚ୍ଛା ଚାଲିଗଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ଉପସଭାପତି ତଥା ପିସିସି ସଭ୍ୟ କିଶୋର ପରିଚ୍ଛା(୬୪) ଆଉ ନାହାନ୍ତି । ଆଜି ସକାଳୁ ୫ଟା୫୦ ସମୟରେ ତାଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । କରୋନାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସେ ମାସ୍କ ବଂଟନ ସହ ଅନେକ…
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା ସଭାପତି ବ୍ରଜ କିଶୋର ସିଂ ଭୋଇଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ୟ୍ୟକାରୀ ସଭାପତି ବ୍ରଜ କିଶୋର ସିଂ ଭୋଇଙ୍କ ଆଜି ସକାଳ ୮.୪୦ରେ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।…
Read More...

ଚାଲିଗଲେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତା‌ଙ୍କୁ ୭୯ ବର୍ଷ ହୋଇଥିବା ବେଳେ ସେ ଗତ ୨ ବର୍ଷ ହେବ ଅସୁ‌ସ୍ଥ ଥିଲେ । ତେବେ ଶନିବାର ରାତିରେ ତାଙ୍କର ଦେହ ଅଧିକ ଅସୁସ୍ଥ ହେବାରୁ ଚିକିତ୍ସା…
Read More...

ଚାଲିଗଲେ ଜଣେ ବଳି‌ଷ୍ଠ ସାମ୍ବାଦିକ : ନି‌ଷ୍ଠୁର କରୋନା ଆଗରେ ହାରିଗଲେ ଜତିଶ ଖମାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ମାଟିର ଜଣେ ବଳି‌ଷ୍ଠ ସାମ୍ବାଦିକ ଜତିଶ ଖମାରୀ(୪୬) । ଦୀର୍ଘ ୨୫ ବର୍ଷ ଧରି ତା‌ଙ୍କ ସା‌ମ୍ବାଦିକ ଜୀବନ ଯାତ୍ରା । ନିଷ୍ଠୁର କରୋନା କବଳରେ ସେ ହାରି ଯାଇଛ‌ନ୍ତି । ଗତକାଲି ରାତି ୧୦ଟା ସମୟରେ ତା‌ଙ୍କ ଦେହାନ୍ତ ଘଟିଛି । ତା‌ଙ୍କ ପରଲୋକରେ ସାରା…
Read More...

ବିଚାରୀ ତୁଲସୀ କାଲସାଏଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଖୁର୍ସେଲ ପଞ୍ଚାୟତ ଇନ୍ଦୁପୁର ଗ୍ରାମର ବାସି‌ନ୍ଦା ତୁଲସୀ କାଲସାଏ ଓ ତାଙ୍କ ଝିଅ ଗାଁ ମଝିରେ ରହ‌ନ୍ତି । ମାଁ ଝୀଅ ଦୁହେଁ ମାନସିକ ଭାରସାମ୍ୟ ହରାଇ ଥିବା ଲୋକେ ପ୍ରକାଶ କରିଛନ୍ତି । ତୁଲସୀଙ୍କ ପୁଅ ବାହାର ରାଜ୍ୟକୁ କାମ କରି ଯାଇଥିବା…
Read More...

ଡ଼ଃ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିିତ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହର ମୁଖ୍ୟ ରାସ୍ତା ଧୂମାଭଟା ଛକ ଠାରେ ଉପଖଣ୍ଡସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ଆନୁକୂଲ୍ୟରେ ବାବା ସାହେବ ଡ଼ଃ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଡ଼. ଭିମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଇଯାଥିଲା । ଏଥିରେ…
Read More...

ଆଧୁନିକ ଭାରତ ତଥା ନବନିର୍ମାଣ ଭାରତର ପ୍ରମୁଖ ବିନ୍ଧାଣି ଡ଼ ଭିମରାଓ ଆମ୍ବେଦକର : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ଆଦିବାସୀ ଭବନ ଠାରେ ଭାରତୀୟ ସମ୍ବିଧାନର ଜନକ ଭାରତ ରତ୍ନ ଡ଼ ଭିମରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ପ୍ରଥମେ…
Read More...

ସୌର ଚାଳିତ ନଳକୂପ ଅଚଳ ପାଣି ପାଇଁ ହନ୍ତସନ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଥିବା ସୌର ଚାଳିତ ନଳକୂପ ସାତ ଦିନ ହେବ ଅଚଳ ହୋଇପଡିଛି । ଗ୍ରାମରେ ଏକ ମାତ୍ର ନଳକୂପ ଯାହାକି ଗ୍ରାମରେ ଲୋକେ ପାନୀୟ ଜଳ ପାଇ ଉକ୍ତ ନଳକୂପ ଉପରେ ନିର୍ଭର କରିଥାନ୍ତି । ବ‌ର୍ତ୍ତମାନ ଗ୍ରୀଷ୍ମ…
Read More...

ଗରିବ ଆଦିବାସୀ ରୋହିତ ବନ୍‌ଗୁଲାଙ୍କ ଗୁଲ୍‌ଗୁଲା ଦୂର ହେବ କେବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ମରୁଆ ପଞ୍ଚାୟତ ନିବରସି ନିରୀହ ଅସହାୟ ଗରିବ ଆଦିବାସୀ ରୋହିତ ବନ୍‌ଗୁଲା ଆଠ ଜଣ ସଦସ୍ୟଙ୍କୁ ନେଇ ବସବାସ କରନ୍ତି । ସୂଚନାଯୋଗ୍ୟ ଯେ, ସରକାର ଗରିବ ଲୋକଙ୍କୁ ରହିବା ପାଇଁ ଅନେକ ଯୋଜନାରେ ଘର ଦେଇଥାନ୍ତି, ଯଥା- ଇନ୍ଦିରା ଆବାସ, ବିଜ୍ଜୁ…
Read More...