Browsing Tag

patanagarh news

ଭୁତିଆରବହାଲ ରେଞ୍ଜ ଅଫିସରଙ୍କର ଶ୍ରମିକମାରଣ ନୀତି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶାରେ କେନ୍ଦୁପତ୍ର ବ୍ୟବସାୟକୁ ଏତେ ଉର୍ଦ୍ଧକୁ ନେବାରେ ପାଟଣାଗଡ଼ ଡିଭିଜନର ଭୁତିଆରବହାଲ ରେଞ୍ଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଠାରେ ବର୍ତ୍ତମାନ ରେଞ୍ଜ ଅଫିସର ପଲ ହରିପାଲଙ୍କ ଶ୍ରମିକ ମାରଣ ନୀତି ଯୋଗୁଁ ଦିନ ମଜୁରିଆମାନେ ଅନେକ ହଇରାଣର…
Read More...

ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ ପାଇଁ ପାଞ୍ଜି ଶ୍ରବଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପୂର୍ବ ପରମ୍ପରା ରୀତିନୀତି ଅନୁସାରେ ଚାଷୀମାନେ ପାଞ୍ଜି ଶ୍ରବଣ କରିଥାନ୍ତି ସେହି ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଜୁନ୍ ମାସ ମଧ୍ୟରେ ଚାଷ କାମ ଆରମ୍ଭକରିବା ପାଇଁ ପୂର୍ବରୁ ଚାଷୀମାନେ ଅକ୍ଷୟ ତୃତୀୟା ଦିନ ଧାନ ମଞ୍ଜି ମୁଠି ବୁଣିବା ପାଇଁ…
Read More...

ବଜ୍ରପାତରେ ଜଲିଗଲା ପତ୍ରଫଡି : ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ପୋଡ଼ି ନଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ଡଙ୍ଗିଆବାହାଲ ଗ୍ରାମରେ ବଜ୍ରପାତ ଯୋଗୁଁ ପତ୍ରଫଡିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିବା ସୁଚନା ମିଳିଛି । ଆଜି ଦିନ ପ୍ରାୟ ୧୦ ଘଣ୍ଟା ସମୟରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ…
Read More...

ପାଟଣାଗଡ଼ ଉପଖଣ୍ଡ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ ଟୀକା ପ୍ରଦାନ : ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଲେ ସାମ୍ବାଦିକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଜିକୃତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସରକାର ସାମୁଖ୍ୟ କୋଭିଡ ଯୋଦ୍ଧା ଘୋଷଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶନା କ୍ରମେ ଆଜି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ରକ୍ତ…
Read More...

ଯୋଗ୍ୟ ଭତ୍ତା ଆଶାୟୀ ହିତାଧିକାରୀ ଯୋଜନାରୁ ବଞ୍ଚିତ : କେବଳ ଶୁଣୁଛନ୍ତି ଆଶ୍ଵାସନା ବାଣୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅସହାୟ ବୃଦ୍ଧବୃଦ୍ଧା ଓ ବିଧବାଙ୍କୁ ସରକାରଙ୍କ ମାସିକ ଭତ୍ତା ବ୍ୟବସ୍ଥା ରହିଛି । ତେବେ ପ୍ରଶାସନିକ କଚ୍ଛପ ଗତି ଯୋଗୁଁ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ନୂତନ ଧାତୁକ ପଞ୍ଚାୟତ ବରବାହାଲର ୯ ଜଣ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା…
Read More...

ଖଲିଆପାଲି ଗାଁର ମଝି ରାସ୍ତାରେ ଗଡୁଛି ଡ୍ରେନ ପାଣି : ଡ୍ରେନ ବ୍ୟବସ୍ଥା କରିବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ଗାଁ ପରିମଳ ଧୁବା ତୁଠରୁ ଜଣାପଡେ । କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଛି ବେଲପଡା ବ୍ଳକ ଘାଗୁର୍ଲି ପଞ୍ଚାୟତ ଖଲିଆପାଲି ଗ୍ରାମରେ । ଏ ଗାଁର ଦୃଶ୍ୟକୁ ଦେଖି ମନେ ହୁଏ ଫେଲ ମାରିଛି ସରକାଙ୍କ ଯୋଜନା । ହେଲେ ସରକାର ସ୍ୱଚ୍ଛଭାରତ ଅଭିଯାନ ସହ ସଫାସୁତୁରା…
Read More...

ଅବ୍ୟବସ୍ଥା ଘେରରେ ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ସରକାରୀ କର୍ମଚାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ସରକାରଙ୍କୁ କୋଟିକୋଟି ଟଙ୍କାର ରାଜସ୍ୱ ପ୍ରଦାନ କରିଥାଏ କେନ୍ଦୁପତ୍ର ବିଭାଗ । ଏହାକୁ ସଫଳ କରିବାରେ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ ।ତାଙ୍କର ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱରୂପ ସରକାର ଏହି ରାଜସ୍ୱ ଲାଭ…
Read More...

ବିଚାରାଧୀନ କଏଦୀଙ୍କ କୋଭିଡ୍‌ରେ ମୃତ୍ୟୁ ପରେ ପାଟଣାଗଡ଼ ଉପକାରାଗାରରେ କରୋନା ଆତଙ୍କ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜଣେ ବିଚାରାଧୀନ କଏଦୀଙ୍କ କୋଭିଡ୍‌ ସଂକ୍ରମଣ ଯୋଗୁଁ ମୃତ୍ୟୁ ପରେ ପାଟଣାଗଡ଼ ଉପକାରାଗାରରେ କରୋନା ଆତଙ୍କ ଦେଖାଦେଇଛି । ସୂଚନା ଅନୁସାରେ ଏହି ଉପକାରାଗାରରେ ୧୧୭ ଜଣ କଏଦୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିବା…
Read More...

ଫରେଷ୍ଟର ନବକିଶୋର ଦାସଙ୍କ ବଦଳି ବାତିଲ କରିବାକୁ ଅଞ୍ଚଳବାସୀଙ୍କ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଲାଠୋର ବନାଞ୍ଚଳ ଝଲିଆଲିଟି ବିଟ୍‌ରେ କାର୍ଯ୍ୟରତ ଥିବା ଫରେଷ୍ଟର ନବ କିଶୋର ଦାସଙ୍କୁ ବଦଳି ନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ ସେ ଶ୍ରୀ ଦାସ ଦୁଇ ବର୍ଷ ହେଲା ଉକ୍ତ ବିଟ୍‌ରେ କାମ କରିଆସୁଛନ୍ତି । ସେ ଜଣେ…
Read More...

ହରିଶଙ୍କର ପୀଠର କିମ୍ବଦନ୍ତୀ ଉପରେ ଡିସପ୍ଳେ ବୋର୍ଡଟି କଥା କହେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ମୂଖ୍ୟ ପର୍ଯ୍ୟଟନ ସ୍ଥଳୀ ପ୍ରସିଦ୍ଧ ହରିଶଙ୍କର ପୀଠ । ହରିଶଙ୍କର ମନ୍ଦିର ପାହାଡ଼ ପାଦଦେଶରେ ପ୍ରାକୃତିକ ବୃକ୍ଷରାଜି ବେଶ ମନଲୋଭା ପରିବେଶ । ଗନ୍ଧମାର୍ଦ୍ଦନ ପାହାଡ଼ ଶିଖରୁ ଝରୁଥିବା ପାପନାଶିନୀ ଝରଣା ସେଲପଥର…
Read More...