Browsing Tag

palalahada news

ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ

ପାଳଲହଡା : ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କରଡାପାଳ ପଞ୍ଚାୟତ ପୁଟୁକାମଲ ଗାଁରେ ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଚାଷୀ ୨ ଜଣ ହେଉଛନ୍ତି ସହରଗୁରୁଜାଙ୍ଗ ଗାଁର ମଦନ ମୋହନ ସାହୁ(୪୫) ଓ ଧନୁ ଦେହୁରୀ(୫୦) । ସୂଚନା ଅନୁଯାୟୀ ମଦନ ଓ ଧନୁ ପୁଟୁକାମଲ ଗାଁରେ ଥିବା ନିଜ
Read More...

ବସ୍‌କୁ ପଛପଟୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍‌ : ୧ ମୃତ, ୫ ଯାତ୍ରୀ ଆହତ

ପାଲଲହଡା : ଅନୁଗୁଳ ଜିଲ୍ଲା ଡିମିରିଆ ଛକ ନିକଟରେ ବସ୍‌କୁ ପଛପଟୁ ଧକ୍କା ଦେଇଛି ଟ୍ରକ୍‌ । ଫଳରେ ଘଟଣାସ୍ଥଳରେ ବସ୍‌ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ବସ୍‌ ଯାତ୍ରୀ ଆହତ ହୋଇଛଥିବା ଜଣାପଡିଛି । ସୂଚନା ଅନୁସାରେ ବୁଧବାର ଭୋର୍‌ ୩ଟା ସମୟରେ ବାଲେଶ୍ୱରରୁ ବରଗଡ ଯାଉଥିବା ଶ୍ରୀରାମଜୀ
Read More...

ସାଇକେଲ ଚାଳକଙ୍କ ଉପରେ ଚଢ଼ିଗଲା ଟ୍ରକ୍ : ପ୍ରତିବାଦରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ

ପାଲଲହଡ଼ା : ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର କାଇଁସିରିପାଲି ଛକଠାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆଜି ସକାଳ ୮.୩୦ ସମୟରେ ପାଲଲହଡ଼ା ବାଇପାସ୍ ଛକଠାରୁ ଜଣେ ବ୍ୟକ୍ତି ସାଇକେଲ ଯୋଗେ କାଇଁସିରିପାଲିଠାରେ ଥିବା ନିଜ ଦୋକାନକୁ ଆସୁଥିଲେ । ଏହି ସମୟରେ ୪୯ ଏବଂ ୧୪୯ ନଂ ଜାତୀୟ ରାଜପଥକୁ
Read More...

ଚାଷୀଙ୍କୁ ଦଳିଦେଲା ଦନ୍ତା ହାତୀ

ପାଲଲହଡା : ଗତକାଲି ରାତିରେ ଜଣେ ଚାଷୀଙ୍କୁ ଦନ୍ତା ହାତୀ ଦଳି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଶ୍ରୀରାମପୁର ଗାଁର ଅନାଦି ହାଣ୍ଡିଆରୀ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜ କ୍ଷେତ ଜଗିବାକୁ ଯାଉଥିଲେ । ମୃତ ଚାଷୀ ଜଣକ ଫସଲ ଜଗିବାକୁ ଯାଉଥିବା ବେଳେ ଅନ୍ଧାର ରାତିରେ
Read More...
error: Content is protected !!