Browsing Tag

padmapur news

ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍‌ : ସେମି ଫାଇନାଲ୍‌ରେ ଭଦ୍ରକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ୟସ୍ତରୀୟ ଦଶମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍‌ ତୃତୀୟ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍‌ ସୋହେଲା ଦଳ ଖଇରପାଲି ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ଭଦ୍ରକ ଦଳ ସୋନପୁର ଦଳକୁ ହରାଇ କ୍ୱାଟର…
Read More...

କୋସଲ ଯୁବଶକ୍ତିର ପୁଷପୁନି ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସ୍ଥିତ କଲଙ୍ଗାପାଲି ସାହୁ ସମାଜ କଲ୍ୟାଣ ମଣ୍ଡପ ଠାରେ କୋସଲ ଯୁବଶକ୍ତି ତରଫରୁ ପୁଷପୁନି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର, ସୋନପୁର ଓ ବରଗଡ ଜିଲ୍ଲାର କୋସଲ ଯୁବଶକ୍ତିର ସଦସ୍ୟ…
Read More...

ନୃସିଂହନାଥ କୁଲୁତା ଯୁବ ସଂଗଠନ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ରବିବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କୁଲୁତା ଯୁବ ସଂଗଠନର ଆନୁକୂଲ୍ୟରେ ବରଗଡ ବିକାଶ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ବରଗଡ…
Read More...

ବରଗଡ ଧନୁଯାତ୍ରାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ମାଡ ମାରିବା ଘଟଣାକୁ ପାଇକମାଲ ସାମ୍ବାଦିକ ସଂଘର ନିନ୍ଦା :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡରେ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଚାଲିଥିବା ସମୟରେ ରାତ୍ରିରେ ବଦ୍ରି ପ୍ରସାଦ ସାହୁ ନାମକ ଜଣେ ସାମ୍ବାଦିକଙ୍କୁ ପୋଲିସ ମାଡ ମାରି ମାରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଶନିବାର ପାଇକମାଲ ସାମ୍ବାଦିକ ସଂଘର ଏକ ବୈଠକ ବଡ…
Read More...

ନୃସିଂହନାଥ ପୀଠରେ ଗଣ୍ତ ସମାଜର ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ବୁଢାଦେଓ ମଣ୍ତପ ପ୍ରାଙ୍ଗଣ ଠାରେ ଆଜି ଗଣ୍ତ ସମାଜର ବୁଢାଦେଓ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମଣ୍ତପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ନେତୃତ୍ୱରେ…
Read More...

‘ଘାଏ ଦେଖତ କଲାପଟା’ର ବାର୍ଷିକ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଠାରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଓ 'ଘାଏ ଦେଖତ କଲାପଟା'ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୮ ବର୍ଷ ଧରି ଏହି ଉତ୍ସବ କଲଙ୍ଗାପାଲି ଗ୍ରାମବାସୀଙ୍କ ବିଶେଷ ଭାବରେ ଭୂମିକା ରହି…
Read More...

ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ପାଇଁ ବିଡିଓଙ୍କୁ ଦାବୀ କଲା ଖଟିଖିଆ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକଙ୍କ ହକ୍ ଅଧିକାର ପାଇଁ ଲଢେଇ କରି ଆସୁଥିବା ଖଟିଖିଆ ସଂଗଠନ ଆଜି ଝାରବନ୍ଧ ବିଡିଓ ଲୋକନାଥ ସବରଙ୍କୁ ଭେଟି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା ପାଇଁ ସଂଗଠନର ଆବାହକ ଭୋଜରାଜ ବାଗଙ୍କ ନେତୃତ୍ୱରେ ଦାବୀପତ୍ର ପ୍ରଦାନ…
Read More...

ନିଆରା ଢଙ୍ଗରେ ନବବର୍ଷ ପାଳନ

ପୂର୍ବତନ ସରପଞ୍ଚ ପ୍ରବୀଣ ଦାଶଙ୍କ ମହତ କାର୍ଯ୍ୟ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁ ଗ୍ରାମ ପଞ୍ଚାୟତଠାରେ ନିଆରା ଢଙ୍ଗ ଓ ନୂତନ ବାର୍ତ୍ତା ଦେଇ ପୂର୍ବତନ ସରପଞ୍ଚ ପ୍ରବୀଣ କୁମାର ଦାଶ ନୂତନ ବର୍ଷ ପାଳନ କରିଛନ୍ତି । ଯୁବପିଢ଼ି ପାଇଁ ଏହି ବାର୍ତ୍ତା ଦେଇଛନ୍ତି…
Read More...

ଗନ୍ଧମାର୍ଦ୍ଦନ ଯୁବ ପରିଷଦ ତରଫରୁ ଯୁବ ସାମ୍ବାଦିକ ନିରୋଜ ପାଣୀ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପୁରେନା ଗ୍ରାମର ସାମ୍ବାଦିକ ନିରୋଜ କୁମାର ପାଣୀଙ୍କୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ଲୁହାସିଂହା ପଞ୍ଚାୟତ ଯୁରିଆ ଶିବ ମନ୍ଦିର ସମ୍ମୁଖରେ…
Read More...

ଯୁରିଆଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସଂକଳ୍ପ ସମାବେଶ

ପଦ୍ମପୁର / ଖପ୍ରାଖୋଲ, (ନିରୋଜ କୁମାର ପାଣୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଲୁହାସିଂହା ପଞ୍ଚାୟତ ଯୁରିଆ ଶିବ ମନ୍ଦିର ସମ୍ମୁଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସଂକଳ୍ପ ସମାବେଶ ରବିବାର ଯୁବ ପରିଷଦ ଯୁଗ୍ମ ଆବାହକ ସୁଶୀଲ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି…
Read More...
error: Content is protected !!