Browsing Tag

padmapur news

ଅସଲି ମଦ ଦୋକାନରେ ନକଲି ମଦ କାରବାର, ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସଲି ମଦ ଦୋକାନରେ ନକଲି ମଦ କାରବାରକୁ ନେଇ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପଦ୍ମପୁର ଅବକାରୀ ପୋଲିସ । ସୂଚନାଯୋଗ୍ୟ ଯେ, ପଦ୍ମପୁର ଅବକାରୀ ଥାନା ଅନ୍ତର୍ଗତ ଜମଲା ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି କରି ବିକ୍ରି କରୁଥିବା ନେଇ ଖବର ପାଇବା ପରେ ଏହାର…
Read More...

କନ୍ୟା ଗୁରୁକୁଳର ୧୪ତମ ବାର୍ଷିକୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛେତେଗାଁ ପଞ୍ଚାୟତ ଘୁଚାପାଲି ସ୍ଥିତ ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳରେ ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସାମବେଦ ପାରାୟଣ ଓ ହୋମଯଜ୍ଞ କରାଯାଇଥିଲା ।…
Read More...

ଗୋଠୁଗୁଡାରେ ତିନିଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମରେ ନବମ ଚନ୍ଦ୍ରଶେଖର ଆଜାଦ କ୍ଲବ ଗୋଠୁଗୁଡା ତିନିଦିନିଆ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଦିବସରେ ଝାରବନ୍ଧ ବ୍ଲକର ୧ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ମରେଇ ମୁଖ୍ୟ ଅତିଥି…
Read More...

ବାପୁଜୀ କପ୍ କ୍ରିକେଟ୍ ଉଦ୍‌ଯାପିତ : ବୁକାଝୁଲା ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଦହିଗାଁ ଠାରେ ବିସିସିଏ ଦ୍ଵାରା ଆୟୋଜିତ ୨୩ତମ ବାପୁଜୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦହିଗାଁ ଦଳ ଦହିତା ଦଳକୁ ହରାଇ ଓ ଦ୍ୱିତୀୟ ସେମିଫାଇନାଲରେ ବୁକାଝୁଲା ଦଳ…
Read More...

ପଦ୍ମପୁର ଉପଖଣ୍ଡ ମଣ୍ଡିରେ ପଡିଛି ୬ ଲକ୍ଷ ୫୩ କ୍ୱିଣ୍ଟାଲ ଧାନ, ତୁରନ୍ତ ଧାନ ନ ଉଠିଲେ ଆନ୍ଦୋଳନ କରିବାକୁ ଚେତାବନୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ମୋଟ ୧ ଲକ୍ଷ ୩୯ ହଜାର ୫ ଶହ ୫୮ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିଲେ । ୧ ଲକ୍ଷ ୨୭ ହଜାର ଚାଷୀ ୬୭ ଲକ୍ଷ ୩୩ ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ପ୍ରତି ଚାଷୀ ପିଛା ହାରାହାରି ୫୩ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି…
Read More...

ବିଧାୟିକା ବର୍ଷା ସିଂ ବରିହାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ. ଳଲିତେଣ୍ଡୁ ନାୟକଙ୍କ ସଭାପିତ୍ୱରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ନବ ନିର୍ବାଚିତ ବିଧାୟିକା ବର୍ଷାରାଣୀ…
Read More...

୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ

ବିଶାଖାପାଟଣାମ୍‌କୁ ହରାଇ ୟୁନିୟନ ସ୍ପେଟିଙ୍ଗ କଟକ ବିଜୟୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆ ଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିବସରେ ବିଶାଖାପାଟଣାମ୍ ଓ କଟକ ମଧ୍ୟରେ…
Read More...

ପାଇକମାଲ ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ପୁରୁଷ ହକି ବିଶ୍ଵ କପ୍ ହେବାକୁ ଥିବା ଅବସରରେ ପାଇକମାଲ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଇକମାଲ ହାଇସ୍କୁଲ ପଡ଼ିଆରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଫାଇନାଲ୍‌ ଖେଳ ଅନୁଷ୍ଠିତ…
Read More...

କେନ୍ଦୁଭଟାରେ ମାଣ୍ଡିଆ ମଣ୍ଡିର ଶୁଭ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ୍ ଠାରେ ମାଣ୍ଡିଆ ମଣ୍ଡିର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଓଡ଼ିଶା ମିଲେଟ ମିଶନ ତରଫରୁ କୃଷି ବିଭାଗ ସହାୟତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର ଅମାତ…
Read More...

ବାର୍ଷିକ ବଣଭୋଜି ଓ ସମ୍ମାନ ପର୍ବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜିଲ୍ଲା ବରଗଡ଼ର ଉପନିବନ୍ଧକ କାର୍ଯ୍ୟାଳୟ ପରିଧି ଦଲିଲ୍ ଲେଖକ, ଷ୍ଟାମ୍ପ ଭେଣ୍ଡର୍ ସଙ୍ଘର ବାର୍ଷିକ ବଣଭୋଜି ନିକଟସ୍ଥ ଦେବଦର୍ହା ଶୈବପୀଠ ତଥା ଏ ଅଞ୍ଚଳର ଜଣାଶୁଣା ପର୍ଯ୍ୟଟନସ୍ଥଳୀ ଠାରେ ଆୟୋଜନ ହେବା ସହ ବାର୍ଷିକ ସଭା ଆୟୋଜିତ ହୋଇଯାଇଛି ।…
Read More...