Browsing Tag

padmapur news

ଲୋକେଶ ମେମୋରିଆଲ କ୍ରିକେଟ ଫାଇନାଲ୍‌ରେ ପଦ୍ମପୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା କ୍ରୀଡା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଆସୁଥିବା ୨ୟ ଲୋକେଶ ମେମୋରିଆଲ କ୍ରିକେଟର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ପଦ୍ମପୁର ଏବଂ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିଣି ବଲାଙ୍ଗିର ଦଳ ବ୍ୟାଟିଂ କରିବାର…
Read More...

ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଆୟୁଷ୍ମାନ ଅନ୍ୱେଶ କାଲିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଆୟୁଷ୍ମାନ ଅନ୍ୱେଶ କାଲିଆ ତୃତୀୟ ଶ୍ରେଣୀରେ ବୃତ୍ତି ପରୀକ୍ଷାରେ ପାଇକମାଲ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଡ. କୃପାସିନ୍ଧୁ ଭୋଇ ଭେଷଜ ଅନୁଷ୍ଠାନ ଶ୍ରୀ…
Read More...

୫ମ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ପଦ୍ମପୁର, (କେପିଏନ୍‌ଏସ୍‌) : ପାଇକମାଲ ବ୍ଲକ ଅନ୍ତର୍ଗତ ଗୋଇବାହାଲିଠାରେ ୫ମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି । ପଲସଦା, କେର୍ମେଲାବାହାଲ, ଭେଙ୍ଗରାଜପୁର ତଥା ପଡୋଶୀ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ସାଂସ୍କୃତିକ ଶୋଭାଯାତ୍ରା…
Read More...

ମଣ୍ଡି ବନ୍ଦ ହେବା ପରେ ବି ହେଉଛି ଧାନ ଆରାଇଭାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ବିଭିନ୍ନ ମଣ୍ଡିମାନଙ୍କରେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ମଣ୍ଡି ଖୋଲିଥିବା ବେଳେ ବର୍ତ୍ତମାନ ମଧ୍ୟ କିଛି ଚାଷୀ ନିଜର ଧାନ ବିକ୍ରି କରିପାରି ନଥିବା ଅଭିଯୋଗ କରୁଛନ୍ତି । ଅନ୍ୟପଟେ…
Read More...

ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କଲେ ଛାତ୍ର ସୁଧୀନ୍ଦ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଯୋଯୋନାରା ଉ.ପ୍ରା ବିଦ୍ୟାଳୟର ଛାତ୍ର ସୁଧୀନ୍ଦ୍ର କୁମାର ସାହୁ ଚଳିତ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ସେ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସରୋଜ କୁମାର ସାହୁ ତଥା…
Read More...

ଦହିଗାଁ ଗ୍ରାମ ପଂଚାୟତରେ ପିଡିଏସ୍‌ ସାମଗ୍ରୀକୁ ନେଇ ମହାଦୁର୍ନୀତି ହେଉଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦହିଗାଁ ଗ୍ରାମ ପଂଚାୟତରେ ପିଡିଏସ୍‌ ସାମଗ୍ରୀକୁ ନେଇ ମହାଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ପଦ୍ମପୁର ବ୍ଲକ ଦହିଗାଁ ପଂଚାୟତରେ ମା' ତାରିଣୀ ଏସ୍‌ଏଚ୍‌ଜି ଦହିଗାଁ ବହୁଦିନ ହେଲା ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିଆସୁଥିଲେ । କିନ୍ତୁ…
Read More...

୩୮ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍ ବି ହାଇସ୍କୁଲ ପଡିଆରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୩୮ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଯାପିତ ହୋଇଯାଇଛି । ଆଜି ସକାଳ ଆରମ୍ଭରେ ସତ୍ୟନାରାୟଣ ସାହା ଗୁରୁଜୀ ଦୀପ ପ୍ରଜ୍ୱଳନ କରି ୩୦୦୦ ମିଟର ଦୌଡ଼ ପ୍ରତିଯୋଗିତାକୁ ଆରମ୍ଭ କରିଥିଲେ ।…
Read More...

ରାଜ୍ୟପାଳ ପୁରସ୍କାର ନିମନ୍ତେ ଚୟନ ଶିବିରରେ ଯୋଗଦେଲେ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍କାଉଟ ରୋଭର ଓ ରେଞ୍ଜର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨ ଜଣ ସ୍କାଉଟ ରୋଭର ଓ ୧୨ ଜଣ ରେଞ୍ଜର ଭୁବନେଶ୍ୱର ସ୍କାଉଟ ମୁଖ୍ୟାଳୟରେ ଅନୁଷ୍ଠିତ ରାଜ୍ୟପାଳ ପୁରସ୍କାର ନିମନ୍ତେ ହୋଇଥିବା ଚୟନ ଶିବିରରେ ସମ୍ମିଳିତ ହୋଇ…
Read More...

୩୮ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍‌ବି ହାଇସ୍କୁଲ ପଡିଆରେ ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୮ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ ହୋଇଯାଇଛି । ଜନକଲାଲ ମେହେର ସମ୍ପାଦକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିବା ପରେ ଧ୍ୱଜ ଆରୋହଣ କରି ଉଦ୍‌ଘାଟନ…
Read More...

ବରଗଡ଼ ଜିଲ୍ଲା ଆୟୋଜନ ସମିତି ଭେଟିଲା ଅସୁସ୍ଥ ନନ୍ଦ କିଶୋର ଧରୁଆଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ବ୍ଲକର ସଭାପତି ନନ୍ଦ କିଶୋର ଧରୁଆଙ୍କ ଶରୀର ଅସୁସ୍ଥତା ହେବାରୁ ବରଗଡ଼ ଜିଲ୍ଲା ଆୟୋଜନ ସମିତି ସଭାପତି ଭାଗିରଥି ସିଂହ, ଜିଲ୍ଲା ମହାସଚିବ ଧନେଶ୍ଵର ସିଂହ, ଜିଲ୍ଲା…
Read More...