Browsing Tag

padmapur news

ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ଦୀର୍ଘଦିନ ଧରି ଅବହେଳିତ ପାଇକମାଲ ନବୋଦୟ ବିଦ୍ୟାଳୟ ରାସ୍ତା ହେବ ମରାମତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ସଦାସର୍ବଦା ତତ୍ପର ରହୁଥିବା ସ୍ୱେଚ୍ଛାସେବୀ ଦୀପା ବାରିକ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ପରିପ୍ରେକ୍ଷୀରେ ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ଦୀର୍ଘଦିନ ଧରି ଅବହେଳିତ ପାଇକମାଲ…
Read More...

ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମ ନିକଟରେ ଥିବା ନାଳକୁ ଆଜି ସକାଳ ୯ଟା ସମୟରେ ନମିତା ଶତନାମୀ(୨୧) ଓ ତାଙ୍କ ସାନ ଭଉଣୀ…
Read More...

ଇଏସସିସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ : ଅତର୍ଲା ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ନୃସିଂହନାଥ ହାଇସ୍କୁଲ ଖେଳ ପଡିଆରେ ଇଏସସିସି ସ୍ପଟିଙ୍ଗ ଜର୍ଜଗଡ଼ ୨୭ତମ କ୍ରିକେଟ କପ ଫାଇନାଲ୍‌ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍‌ ଖେଳ ପାଇକମାଲ ଦମକଳ ବିଭାଗ ଟିମ୍‌ ଓ ଅତର୍ଲା ମଧ୍ୟରେ ହୋଇଥିଲା । ଦମକଳ ଦଳ ଟସ୍‌ ଜିଣି…
Read More...

ବୈତାଳି କ୍ଲଷ୍ଟର ସିଆରସିସିଙ୍କ ନିଆରା ପ୍ରୟାସ : ଶହୀଦ ଦିବସ ଅବସରରେ ୫ଟି ବିଦ୍ୟାଳୟରେ ଲୋକାର୍ପିତ ହେଲା ଶହୀଦ ଉଦ୍ୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁଙ୍କ ଉଦ୍ୟମ କ୍ରମେ କ୍ଲଷ୍ଟର ଅଧୀନସ୍ଥ ୫ଟି ବିଦ୍ୟାଳୟରେ ପୁଲୱାମା ଶହୀଦ ଯବାନମାନଙ୍କର ସ୍ମୃତିରେ ଆଜି ଶହୀଦ ଉଦ୍ୟାନ ଲୋକାର୍ପିତ କରାଯାଇଛି । ବିଦ୍ୟାଳୟ ଗୁଡ଼ିକ ହେଲା…
Read More...

ସାମୁହିକ ବ୍ରତୋପନୟନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବ୍ରାହ୍ମଣ ସମାଜ, ପଦ୍ମପୁର ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ ସମାଜର ନିଜସ୍ୱ କଲ୍ୟାଣ ମଣ୍ଡପରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପୂଜା ପରେ ବିଭିନ୍ନ ସ୍ଥାନରୁ ଆସିଥିବା ୯ ଜଣ ବଟୁଙ୍କୁ ଉପବୀତ ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ୍ଣ ବୈଦିକ…
Read More...

ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରେଞ୍ଜ ଅନ୍ତର୍ଗତ ଗାଇସିଲେଟ ସ୍ଥାୟୀ ନର୍ସରୀ ଠାରେ ଓଡିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବ୍ଲକସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…
Read More...

ବରିକେଲ ଦୁଗ୍ଧ ସମବାୟ ସମିତିର ବାର୍ଷିକ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ଠାରେ ବରିକେଲ ଦୁଗ୍ଧ ସମବାୟ ସମିତିର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପଦ୍ମପୁର ଦୁଗ୍ଧ ମାର୍ଗ ପରିଦର୍ଶକ ପଦ୍ମଲୋଚନ ପ୍ରଧାନ ଯୋଗ ଦେଇଥିଲେ । ଗଣ୍ଡରାମ ଚୌହାନଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା ।…
Read More...

ସାମୁହିକ ବ୍ରତୋପନୟନ ଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ କନସିଂହା ଠାରେ ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ ଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୧ ଜଣ ବଟୁ ବ୍ରତ ହୋଇଥିବା ବେଳେ ତିନି ଦିନ ଧରି ଚାଲିଥିଲା । ପ୍ରଥମ ଦିନରେ କଳସ…
Read More...

କଟାବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ଏକ ଦିବସୀୟ କ୍ରୀଡା ଉତ୍ସବରେ ବିଭିନ୍ନ କ୍ରୀଡା ଏବଂ ନାଚ ଗୀତ…
Read More...

୧୯ତମ ପୃଥ୍ୱୀରାଜ, ଅଶୋକ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ମହୁଲପାଲି ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମଏଲସିସି ଦ୍ଵାରା ଆୟୋଜିତ ୧୯ତମ ପୃଥ୍ୱୀରାଜ, ଅଶୋକ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ଖଲିଆପାଲି ଦଳ ବାଦିମାଲ ଦଳକୁ ହରାଇ ଓ ମହୁଲପାଲି ଦଳ ବୁକାଝୁଲା ଦଳକୁ ହରାଇ ଫାଇନାଲ୍‌ରେ ପ୍ରବେଶ…
Read More...