Browsing Tag

padmapur news

ନୃସିଂହନାଥ ପୀଠରେ ଗଁଣ୍ତ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ଥିତ ଶ୍ରୀ ନୃସିଂହନାଥ ପୀଠରେ ଗଁଣ୍ତ ସମାଜର ବୈଠକ ଶ୍ରୀ ଶ୍ରୀ ବୁଢାଦେଓ ମଣ୍ତପ ନୃସିଂହନାଥଠାରେ ମଣ୍ତପ ସଭାପତି ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ଆହ୍ୱାନ କ୍ରମେ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ପୁରେନାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ : ଯୋଗଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ତିନି ଦିନ ବ୍ୟାପୀ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆଜି ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ଅଙ୍ଗନଦୀ କୂଳରୁ ୧୦୮ ପବିତ୍ର ପୂର୍ଣ୍ଣ କଳସ ଆଣି ଏକ…
Read More...

ପ୍ରବଳ ଖରା ତାତିରେ ଚାଲିଛି ବିଦ୍ୟାଳୟରେ ପାଠପଢ଼ା : ଦ୍ଵନ୍ଦରେ ଅଭିଭାବକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗତରୁଆ ଭାବେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକୁ ଛୁଟି ଘୋଷଣା କରିଛନ୍ତି । ହେଲେ ପାଇକମାଲ ବ୍ଲକ ସହିତ ବରଗଡ଼ ଜିଲ୍ଲାର ଅନେକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପଢ଼ିବାକୁ ଆସୁଥିବାର ଦେଖା…
Read More...

ଭତ୍ତାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭତ୍ତା ଟଙ୍କା ଏକାଉଣ୍ଟରେ ପଡ଼ିବା ପରଠୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । କାହାର ଫିଙ୍ଗର ପ୍ରିଣ୍ଟ ଆସୁନାହିଁ ତ କାହାର କେୱାଇସି ଅପଡେଟ୍‌ ହୋଇ ପାରୁନି । ଯାହାଫଳରେ ଲୋକଙ୍କ ଏକାଉଣ୍ଟରେ ଠିକ୍ ଭାବରେ ଟଙ୍କା ପଡ଼ିପାରୁନାହି ଏବଂ…
Read More...

ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମର ମନୋହର ସାହୁ(୬୩) ଜଣେ ଯୋଗ୍ୟ ହିତାଧିକାରୀ ଅଟନ୍ତି । ଆଜକୁ ୬ ମାସ ହେଲାଣି ମଧୁବାବୁ ପେନସନ୍‌ ଭତ୍ତା ପାଇଁ ଆବେଦନ କରିଥିଲେ ସୁଦ୍ଧା ଭତ୍ତା ପାଇ ପାରି…
Read More...

ବିଭାଗସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ବିଭାଗସ୍ତରୀୟ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଆଜି ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ସମାରୋହ ଉତ୍ସବରେ ଜ୍ୟୋତି ରଂଜନ ମିଶ୍ର (ପଶ୍ଚିମ ସମ୍ଭାଗ ସଂଯୋଜକ) ମୁଖ୍ୟ…
Read More...

‘ଲାୟନ୍ସ କ୍ଲବ’ ପାଇକମାଲ, ନୃସିଂହନାଥର ନୂତନ ପରିଚାଳନା କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଦାଦାଜୀ ହୋଟେଲ ବୈଦପାଲି ରୋଡ଼୍‌ଠାରେ ଲାୟନ୍ସ କ୍ଲବର କର୍ମକର୍ତ୍ତାମାନଙ୍କ ଏକ ବୈଠକ କ୍ଲବ ସଭାପତି ଜନାର୍ଦ୍ଦନ ପଣ୍ଡାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । କ୍ଲବର ସମ୍ପାଦକ ନନ୍ଦଲାଲ ନାୟକ ବିବରଣୀ ପଠନ କରିଥିଲେ ।…
Read More...

ବିଭାଗସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ବିଭାଗସ୍ତରୀୟ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଡ଼. ପ୍ରଦୀପ କୁମାର ସାହୁ…
Read More...

ଜେନିଥଲାୟନ୍ସ ଗୁରୁକୁଳ ପଦ୍ମପୁର ପୁଣି ଥରେ ଦୋହରାଇଲା ଇତିହାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥଲାୟନ୍ସ ଗୁରୁକୁଳ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ରାଜୁ ମେହେର ୯୬% ରଖି ସର୍ବୋଚ୍ଚ ସ୍ଥାନ ରଖିଥିଲା ବେଳେ ସ୍ଥିତପ୍ରଜ୍ଞା ସାହୁ ୯୩.୪%,…
Read More...

ପଞ୍ଚାୟତସ୍ତରୀୟ ବ୍ରାହ୍ମଣ ସମାଜର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଡ. ସୁନିଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ପଞ୍ଚାୟତସ୍ତରୀୟ ବ୍ରାହ୍ମଣ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ବିଡ଼ିଓ ମନୋଜ…
Read More...