Browsing Tag

padmapur news

ଭାରସାମ୍ୟ ହରାଇ ଓଲଟିଲା କାର

ପଦ୍ମପୁର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ମୁଖ୍ୟ ବଜାର ନିକଟରେ ଭାରସାମ୍ୟ ହରାଇ ଏକ ଏକ୍ସୟୁଭି କାର୍‌ (ଓଡି-୧୪-ଡବ୍ଲୁ-୪୪୪୫)ଓଲଟି ପଡ଼ିଥିବା ଖବର ମିଳିଛି । ଏଥିରେ ଥିବା ଚାଳକଙ୍କ ସମେତ ୪ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଜି ଭୁବନେଶ୍ୱରରୁ…
Read More...

ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣୁପୁର…
Read More...

ପଦ୍ମପୁରରେ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରା

ପଦ୍ମପୁର : ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଶାଖା ଓ ପଦ୍ମପୁର ଅଞ୍ଚଳର ସାଇଭକ୍ତଙ୍କ ମିଳିତ ଆୟୋଜନରେ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ଯାତ୍ରା ଅନୁଷ୍ଠିତ ହୋଇଥିଲା । ପୁଟ୍ଟପତିରୁ ଆସିଥିବା ଦିବ୍ୟ ପାଦୁକାଧାରୀ ରଥକୁ ପଦ୍ମପୁର ପଞ୍ଚାୟତର ଜଗମଣ୍ଡା ଗ୍ରାମ ନିକଟରୁ ଶତାଧିକ ମହିଳା ପୁରୁଷ…
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ପଦ୍ମପୁର : (କେପିଏନ୍‌ଏସ୍‌) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପୁରେନା ଗ୍ରାମର ଯୁବ ସାମ୍ବାଦିକ ନିରୋଜ କୁମାର ପାଣୀଙ୍କ ପିତା ଲଲିତ ମୋହନ ପାଣୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହେଉଥିଲା । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଅନୁଭବ କରିବା ଯୋଗୁଁ…
Read More...

ସ୍ୱେଚ୍ଛାସେବୀ ସଂଗଠନ ବଡ଼କୁଞ୍ଜାରୀ ଦ୍ୱାରା ଶୀତବସ୍ତ୍ର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ପଞ୍ଚାୟତ ବଡ଼କୁଞ୍ଜାରୀ ଗ୍ରାମର ସ୍ୱେଚ୍ଛାସେବୀ ସଦସ୍ୟମାନଙ୍କ ସୌଜନ୍ୟରେ ଆଜି ବଡ଼କୁଞ୍ଜାରୀ ଏବଂ ବଡ଼ମହୁଲପାଲି ଗ୍ରାମରେ ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗମାନଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ…
Read More...

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ-ଜିଳ୍ଳାପାଳଙ୍କ କାର୍ଯ୍ୟାଳୟରେ ଆଜି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉପ-ଜିଳ୍ଳାପାଳ ଆଲୋକ କୁମାର ପଟେଲଙ୍କ ଆବାହକତ୍ୱରେ ସହକାରୀ ଜିଲ୍ଲାପାଳ ସନ୍ତୋଷ ପତି, ସହକାରୀ ଜିଲ୍ଲାପାଳ…
Read More...

ସମନ୍ଵୟ ଯୁବ ବିକାଶ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପଦ୍ମପୁର ତରଫରୁ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସାମାଜିକ ବିଭାଗ, ଛାତ୍ରୀମାନଙ୍କ ଦ୍ଵାରା ନିକଟସ୍ଥ ବିଜାଡ଼ିହି ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା । ସୁସ୍ଥ ଜୀବନ ଯାପନକୁ…
Read More...

ସ୍ୱର୍ଗତ ଚନ୍ଦ୍ରଶେଖର ସାହୁଙ୍କ ସ୍ମୃତିରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ରୌପ୍ୟ ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ନୁଆପଡା ଗ୍ରାମଠାରେ ପୁଟକା ଗାଁ ଗୌନ୍ତିଆ ସ୍ୱର୍ଗତ ଚନ୍ଦ୍ରଶେଖର ସାହୁଙ୍କ ସ୍ମୃତିରେ ୧୯୯୩ ମସିହାରୁ ଆରମ୍ଭ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ରୌପ୍ୟ ଜୟନ୍ତୀ ଆଜି ଉଦ୍‌ଯାପିତ…
Read More...

ସିରଜିନା ସାହିତ୍ୟ ଓ ସାଂସ୍କୃତିକ ମହୋତ୍ସବର ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ସିରଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ମହୋତ୍ସବର ଏକ ବୈଠକ ସ୍ଥାନୀୟ ମୁକ୍ତା ମଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ନିମ୍ନ ସୂଚନା ପ୍ରଦାନ କରିଥିଲେ…
Read More...

ଟେମରୀ ଗ୍ରାମରେ ସହିଦ ଦିବସ ପାଳିତ : ଗନ୍ଧମାର୍ଦ୍ଦନ ନେତା ତଥା ସରପଞ୍ଚ ସୁଶୀଳ ଗୁରୁଙ୍କ ଉପରେ ଆକ୍ରମଣକୁ ନିନ୍ଦା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ଵାରା ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ ଗ୍ରାମଠାରେ ସହିଦ ଦିବସ ପାଳିତ କରାଯାଇଛି । ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଦୁଇଜଣ କର୍ମୀ ଟେମରୀ ଗ୍ରାମର ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କୁ ଡିସେମ୍ବର ୨୭ ତାରିଖ ୨୦୧୦…
Read More...