Browsing Tag

padmapur news

ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ ସମୀକ୍ଷା ପୁସ୍ତକ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ 'ସାହିତ୍ୟ ସୃଜନୀ ସମୀକ୍ଷା ପୁସ୍ତକ ମେଳା' ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ସୃଜନୀର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ…
Read More...

ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ଅଧ୍ୟକ୍ଷତାରେ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର ସଭାପତି ଅଖିଳ ପୁରୋହିତ ଏବଂ…
Read More...

ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ପୂର୍ବ ପ୍ରସ୍ତୁତି ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ପୂର୍ବ ପ୍ରସ୍ତୁତି ପାଇଁ ଅଭିଭାବକ ଅଭିଭାବିକା ବୈଠକ କରାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପଲଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ…
Read More...

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା,…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମେଳନ ପ୍ରକୋଷ୍ଠରେ "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ", ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, "ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉପଲକ୍ଷେ ତିନୋଟି ଭିତ୍ତିପ୍ରବନ୍ଧ ପାଠ କରାଯାଇଛି । ପ୍ରବନ୍ଧ ଗୁଡ଼ିକ…
Read More...

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଦ୍ୱାଦଶ ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହୁଲପାଲି ବୁକୁରାମୁଣ୍ତା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ଶତ ବାର୍ଷିକ ଅମୃତ ମହୋତ୍ସବ ସ୍କୁଲ ପରିସର ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି । ଏହି ସମାରୋହ ଶ୍ରୀ ଅରବିନ୍ଦ ପାଠଚକ୍ର ଓ ଶିକ୍ଷାକେନ୍ଦ୍ର ଉଦ୍ୟୋକ୍ତା…
Read More...

ପାଇକମାଲ ମୁଖ୍ୟ ରାସ୍ତା ସାଜିଛି ମରଣଯନ୍ତା : ନିଦାବିଷ୍ଣୁ ସାଜିଛି ପୂର୍ତ୍ତ ବିଭାଗ, ସାଧାରଣରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟ ଛକରୁ ପଦ୍ମପୁରକୁ ସଂଯୋଗ କରିଥିବା ବିଜୁ ଏକ୍ସପ୍ରେସୱେର ପୁରୁଣା ୟୁକୋ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳେ ରାସ୍ତା ମଝିରେ ଦୁଇ ଫୁଟ ଗଭୀରର ଗାତ ଯେଉଁଥିରେ ପ୍ରତି ମିନିଟ୍‌ରେ ଚାରିଚାକିଆ ହେଉ ଅବା ଦୁଇଚକିଆ ଗାଡ଼ି ଖାଲରେ ପଡ଼ି…
Read More...

ଝାରବନ୍ଧଠାରେ ବ୍ରାହ୍ମଣ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକସ୍ତରୀୟ ବ୍ରାହ୍ମଣ ସମାଜର ଏକ ବୈଠକ ସଭାପତି ଝସକେତନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପାଇକମାଲ ବ୍ଲକ ବ୍ରାହ୍ମଣ ସମାଜର ସମ୍ପାଦକ ସତନାରାୟଣ ଯୋଶୀ, ପଣ୍ଡିତ ଦେବରାଜ ପଣ୍ଡା, ରାଧେଶ୍ୟାମ ପଣ୍ଡା…
Read More...

୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ୍‌ କପ୍‌ ଟୁର୍ଣ୍ଣାମେଣ୍ଟ : ଗୁଲବର୍ଗା ସିଟି ଇଲେଭେନ୍‌ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ୱାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ର ଆଜି ଗ୍ରୁପ 'ବି'ର ପ୍ରଥମ ଶ୍ରୀଲତା ଏକାଡେମୀ (ୱେଷ୍ଟ ବେଙ୍ଗଲ୍‌) ଓ ଗୁଲବର୍ଗା ସିଟି ଇଲେଭେନ୍‌…
Read More...

ଗୁପ୍ତେଶ୍ୱର ପୀଠରେ ମକର ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତକୁ ଲାଗିରହିଛି ଗନ୍ଧମାର୍ଦ୍ଦନ ପର୍ବତ । ପାହାଡ଼ ପର୍ବତ ଘେରା ନିଘଞ୍ଚ ଜଙ୍ଗଲ ମଧ୍ୟରେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ପୀଠ । ଆଜି ମକର ସଂକ୍ରାନ୍ତି । ଏ ଅବସରରେ…
Read More...

ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଭ୍ରମଣ ଶିକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ପ୍ରୟାସରେ ଏବଂ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱରେ ଆଜି ବିଦ୍ୟାଳୟର ୯୭ ଜଣ ଛାତ୍ରୀଙ୍କ ସହିତ ୧୧୫ ଜଣ "ବଡ଼ ପଣ୍ଡା ଟ୍ରାଭେଲ"ରେ ବିଭିନ୍ନ ଐତିହାସିକ ସ୍ଥଳୀ ପରିଭ୍ରମଣ କରି…
Read More...