Browsing Tag

padmapur news

ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଚିପିଲିମାର ‘ଶିକ୍ଷା ପରିଭ୍ରମଣ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁଇ ବର୍ଷିଆ ପ୍ରଣୀଧନ ନିରୀକ୍ଷକ ପ୍ରଶିକ୍ଷଣରେ ଅଧ୍ୟୟନରତ ଥିବା ୮୬ ଜଣ ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ ଏକ "ଶିକ୍ଷା ପରିଭ୍ରମଣ" କାର୍ଯ୍ୟକ୍ରମ ପ୍ରଶିକ୍ଷଣ କେନ୍ଦ୍ରର ଉପନିର୍ଦ୍ଦେଶକ ଡ଼ା. ଶୋଭନ କୁମାର ନାୟ ଙ୍କ ମାର୍ଗଦର୍ଶନରେ ରବିବାର ଅନୁଷ୍ଠିତ…
Read More...

ନୃସିଂହନାଥ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପାଇକମାଲକୁ ହରାଇ କନ୍‌ସାପଲା ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଏମ୍‌ଇ ସ୍କୁଲ ଖେଳପଡିଆଠାରେ ନବମ ବର୍ଷ ନୃସିଂହନାଥ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଫାଇନାଲ ଖେଳରେ ପାଇକମାଲକୁ ହରାଇ କନ୍‌ସାପଲା ଚମ୍ପିୟାନ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ…
Read More...

ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ଉଚ୍ଚ ବିଦ୍ୟାଳୟ ପଲସଦାଠାରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଯାଇଛି । ପଲସଦା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ଯତୀନ୍ଦ୍ର ଦୀପଙ୍କ ସଭାପତିତତ୍ଵରେ ସଭା ଆରମ୍ଭ ହୋଇଥିଲା । ଏଥିରେ…
Read More...

ବିନୋଦ ବିଶ୍ୱାଳଙ୍କ ମାତା ଋକ୍ମଣି ଦେବୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ବିନୋଦ ବିଶ୍ୱାଳଙ୍କ ମାତା ଋକ୍ମଣୀ ବିଶ୍ୱାଳ(୯୬)ଙ୍କ ପଲସଦା ପଞ୍ଚାୟତ ରସମୁଣ୍ତା ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କର ଗୋଟିଏ ମାତ୍ର ପୁଅ ବିନୋଦ ବିଶ୍ୱାଳ, ବୋହୁ, ଗୋଟିଏ ମାତ୍ର ଝିଅ ଓ ନାତି ନାତୁଣୀଙ୍କୁ ଛାଡି…
Read More...

୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ୍‌ କପ୍‌ ଟୁର୍ଣ୍ଣାମେଣ୍ଟ : ବିଲାସପୁର ରେଲବାଇକୁ ହରାଇ ବାପୁଜୀ କ୍ରିକେଟ୍ କ୍ଲବ…

ରବିବାର ଫାଇନାଲ ଖେଳିବେ ଏମ୍‌ଏମ୍‌ସିସି ସମ୍ବଲପୁର ବନାମ ବାପୁଜୀ କ୍ରିକେଟ୍ କ୍ଲବ ଭୁବନେଶ୍ଵର ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ୱାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି…
Read More...

ଅଞ୍ଚଳ ମହାବିଦ୍ୟାଳୟରେ ‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ମଞ୍ଚରେ ଗୀତ, ନୃତ୍ୟ ଏବଂ ନାଟକ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି । କକ୍ଷ ନମ୍ବର ୧ ଓ କକ୍ଷ ନମ୍ୱର ୨ରେ ହସ୍ତାକ୍ଷର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ…
Read More...

ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ତୃତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ତୃତୀୟ ଦିବସର କାର୍ଯ୍ୟକ୍ରମ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଆଜି ଗୀତଗାନ ଓ ଭଜନ…
Read More...

ନୃସିଂହନାଥରେ ଶ୍ରୀ ଶ୍ରୀ ବୁଢାଦେଓଙ୍କ ବାର୍ଷିକ ପୂଜା ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଶ୍ରୀ ଶ୍ରୀ ବୁଢାଦେଓଙ୍କ ବାର୍ଷିକ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଗୋଁଣ୍ଡ ସମାଜ କଲ୍ୟାଣ ମଣ୍ଡପରୁ କଳସ ଶୋଭାଯାତ୍ରା ବାହାରି ପାପହାରିଣୀ ଘାଟରୁ ପୂର୍ଣ୍ଣ…
Read More...

ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସୃଜନୀ ମହୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ସୃଜନୀ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବକୁ ସ୍ଥାନୀୟ ସରପଞ୍ଚ ବିଧୁଭୂଷଣ ଚାନ୍ଦ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ନବମ ଓ ଦଶମ…
Read More...

ମାତୃ ନିକେତନରେ ପାର୍ବତୀ ଗିରିଙ୍କ ୯୮ତମ ଜନ୍ମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନ ପରିସରରେ ଶୁକ୍ରବାର ଦିନ ସ୍ୱାଧାନୀତା ସଂଗ୍ରାମୀ, ସମାଜସେବୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୯୮ତମ ଜନ୍ମ ଜୟନ୍ତୀ ନିରାଡମ୍ବର ସହକାରେ ପାଳିତ ହୋଇଯାଇଛି । ସକାଳ ୫ଟାରେ…
Read More...