Browsing Tag

padmapur news

ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ମହାମହିମ ରାଜ୍ୟପାଳଙ୍କୁ ଦାବୀପତ୍ର ଦେଲେ ସଚେତନ ନାଗରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମହିମ ରାଜ୍ୟପାଳଙ୍କ ବରଗଡ଼ ଜିଲ୍ଲା ପଦ୍ମପୁର ଗସ୍ତ ସମୟରେ ସଚେତନ ନାଗରିକଙ୍କ ତରଫରୁ ସାକ୍ଷତ କରି ସ୍ୱାଗତ ଜଣାଇବା ସହ ପଦ୍ମପୁରର ଦୀର୍ଘ ଦିନର ଦାବୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ନିମନ୍ତେ ଉପୁଜୁଥିବା ସମସ୍ୟା ବିଷୟରେ ଅବଗତ କରି ଏକ ଦାବୀପତ୍ର…
Read More...

ଶ୍ରମିକ ସର୍ଦ୍ଦାର ବରତୁଣ୍ତା ସରପଞ୍ଚଙ୍କ ସ୍ୱାମୀ ଇଟାଭାଟିରେ ଆଦିବାସୀଙ୍କୁ ବନ୍ଦକ ରଖି ଟଙ୍କା ଧରି ଚାଲି ଆସିଥିବା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରମିକ ସର୍ଦ୍ଦାର ବରତୁଣ୍ତା ସରପଞ୍ଚଙ୍କ ସ୍ୱାମୀ ଇଟାଭାଟିରେ ଆଦିବାସୀଙ୍କୁ ବନ୍ଦକ ରଖି ଟଙ୍କା ଧରି ଚାଲି ଆସିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଗୋବିନ୍ଦ ସୁନା ଝାରବନ୍ଧ…
Read More...

ମହାମହିମ ରାଜ୍ୟପାଳଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ମହୋଦୟ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସି ପଦ୍ମପୁର ଉପଖଣ୍ଡ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମହାମହିମ ରାଜ୍ୟପାଳ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ କରି ଅତ୍ୟାଧୁନିକ…
Read More...

ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପାଇବାରୁ ବଞ୍ଚିତ ଅନେକ ହିତାଧିକାରୀ : କାର୍ଯ୍ୟରତ ପିଇଓ ଦୋଷ ଦେଉଛନ୍ତି ବ୍ଳକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିଶୁଟି ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଅନେକ ଯୋଜନା ପ୍ରସ୍ତୁତ କରି ସମସ୍ତ ଗରିବ ଲୋକଙ୍କୁ ସହାୟତା ରାଶି ପ୍ରଦାନ କରୁଛନ୍ତି । କିନ୍ତୁ କେତେକ ଦାୟିତ୍ୱ ହୀନ ସରକାରୀ ବାବୁମାନଙ୍କ ପାଇଁ ଅନେକ ଗରିବ ଲୋକ ଏହି…
Read More...

ବିଜେପି ସାମାଜିକ ଗଣମାଧ୍ୟମ ସଂଯୋଜକ ବୈଠକ : ଚିନ୍ମୟ ପଣ୍ଡା ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲଠାରେ ଭାରତୀୟ ଜନତା ପାର୍ଟିର ସାମାଜିକ ଗଣମାଧ୍ୟମ ସଂଯୋଜକମାନଙ୍କ ଏକ ବୈଠକ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସଂଯୋଜକ ନିଲାଞ୍ଚଳ ଦରୁଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ପଦ୍ମପୁରର ବିଶିଷ୍ଟ ଆଇନଜୀବୀ ଚିନ୍ମୟ…
Read More...

ଚାରପାଲି ଗ୍ରାମରେ ବଡଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ଚର୍ଚ୍ଚ ଅଫ୍‌ ଗସପେଲ ଆନୁକୂଲ୍ୟରେ ପାଷ୍ଟର ପ୍ରଭାସ କୁମାର ଜାଲଙ୍କ ତତ୍ୱାବଧାନରେ ମହାସମାରୋହରେ ବଡଦିନ ପାଳିତ ହୋଇଯାଇଛି । ଆଚାର୍ଯ୍ୟ ନକୁଳ କଲେତ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ…
Read More...

ଦିବଙ୍ଗତ ଶିକ୍ଷକ ଶ୍ୟାମସୁନ୍ଦର ପୁରୋହିତଙ୍କ ବିୟୋଗରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ହାଇସ୍କୁଲର ପୂର୍ବତନ ସ୍ୱର୍ଗୀୟ ଶିକ୍ଷକ ଶ୍ୟାମସୁନ୍ଦର ପୁରୋହିତଙ୍କ ବିୟୋଗରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପୁରାତନ ଶିକ୍ଷକ ଲକ୍ଷ୍ମୀନାରାୟଣ ଷଡଙ୍ଗୀ ।…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୯ତମ ବାର୍ଷିକ ଉତ୍ସବ କୁଶୁନାପାଲିସ୍ଥିତ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ମୁକେଶ କୁମାର ମହାଲିଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ…
Read More...

ନୂଆ-ଓ, ଯୁବ ଓଡିଶା ସାମାଜିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟର ନୂଆ-ଓ, ଯୁବ ଓଡିଶା କାର୍ଯ୍ୟକ୍ରମର ସାମାଜିକ ବିଭାଗର ଉଦ୍‌ଯାପନୀ ଉତ୍ସବ ଓ କ୍ରୀଡା ବିଭାଗର ପୁରସ୍କାର ବିତରଣ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି…
Read More...

ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁରର ସାମାଜିକ କାର୍ଯ୍ୟ ଅନ୍ତର୍ଗତ କାର୍ଯ୍ୟକଳାପ ମଧ୍ୟରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ନିକଟସ୍ଥ କନସିଙ୍ଗା ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅଭିଭାବକ ରବୀନ୍ଦ୍ର ଦାସ ଓ ଶ୍ରୀମତୀ ପଙ୍କଜିନୀ…
Read More...